ବାଣିଜ୍ୟ

ୟୁନିୟନ ବ୍ୟାଙ୍କ- ବ୍ୟାଙ୍କ ବାଜାର ଚୁକ୍ତି

ଭୁବନେଶ୍ୱର, ୨୯-୮: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବ୍ୟାଙ୍କ ବାଜାର ଡଟ୍‌ କମ୍‌ ସହ ଚୁକ୍ତିରେ ସାମିଲ ହୋଇଛି। ଡିଟିଟାଲ ସୋର୍ସିଂ ଏବଂ ହାଉସିଂ ଲୋନ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ବ୍ୟାଙ୍କ ପକ୍ଷରୁ...

ଲଣ୍ଡନରେ ରୁଚି ଉଦ୍ୟୋଗ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୨୯-୮: ଓଡ଼ିଆ ସୋସାଇଟି ଅଫ୍‌ ୟୁନାଇଟେଡ କିଙ୍ଗଡମ୍‌ ପକ୍ଷରୁ ଏହାର ୪୦ତମ ବାର୍ଷିକ ଉତ୍ସବରେ ଶ୍ରେଷ୍ଠ ଉଦ୍ୟୋଗ ଭାବେ ପ୍ରମୁଖ ମସଲା କମ୍ପାନୀ ରୁଚିକୁ ସମ୍ବର୍ଦ୍ଧିତ କରାଯାଇଛି। ରୁଚି ପକ୍ଷରୁ ଏହାର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ...

ହିରୋ ଏକ୍ସପ୍ଲସ ୨୦୦ର ଏକ୍ସଟ୍ରାକ ପ୍ରଦର୍ଶନ

ଭୁବନେଶ୍ୱର, ୨୯-୮: ହିରୋ ମୋଟୋକର୍ପ ପକ୍ଷରୁ ଏହାର ନୂଆ ମୋଟର ସାଇକେଲ ଏକ୍ସପ୍ଲସ ୨୦୦ର ଏକ୍ସଟ୍ରାକ ପ୍ରଦର୍ଶନ କରାଯାଇଛି। ଏହାକୁ ଚଳାଇବା ଲାଗି ଆଗ୍ରହୀ ବ୍ୟକ୍ତିବିଶେଷ ଗାଡି ଚାଳନାର ଆନନ୍ଦ ନେଇଛନ୍ତି। ଏହି ସମୟରେ ସୁରକ୍ଷିତ ଗାଡି ଚାଳନା ନେଇ...

ସାମସଙ୍ଗ ଆଣିଲା ନୂଆ ଗାଲାକ୍ସି ନୋଟ ୧୦

ମୁମ୍ବାଇ, ୨୯-୮: ସାମସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ନୋଟ ୧୦ ଏବଂ ୧୦ ପ୍ଲସ ସ୍ମାର୍ଟଫୋନ ବଜାରକୁ ଆସିଛି। ଯୁବବର୍ଗଙ୍କ ଚାହିଦାକୁ ଧ୍ୟାନରେ ରଖି କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଛି। ନୂଆ ସ୍ମାର୍ଟଫୋନରେ ଆକର୍ଷଣୀୟ ଡିଜାଇନ, ଶକ୍ତିଶାଳୀ ପରଫରମାନ୍ସ,...

ଏୟାର ଇଣ୍ଡିଆରେ ଚାକିରି ଲାଗି ଜାଲ୍‌ ବିଜ୍ଞାପନ

ନୂଆଦିଲ୍ଲୀ,୨୯-୮: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆରେ ଚାକିରି ଲାଗି ଏକ ଜାଲ୍‌ ବିଜ୍ଞାପନ ପ୍ରକାଶ ପାଇବା ନେଇ ହଇଚଇ ସୃଷ୍ଟି ହୋଇଛି। କମ୍ପାନୀରେ ମୋଟ ୧୨୦ ପଦ ଖାଲି ରହିଛି ଏବଂ ଆବେଦନକାରୀଙ୍କୁ ଚାକିରି ପାଇବା ଲାଗି ଆବେଦନ...

ଆଇସିଆଇସିଆଇ ବ୍ୟାଙ୍କରେ ରୋବୋ ଗଣିବ ଟଙ୍କା

ନୂଆଦିଲ୍ଲୀ,୨୯-୮: ଘରୋଇ କ୍ଷେତ୍ରର ଅଗ୍ରଣୀ ବ୍ୟାଙ୍କ କୁହାଯାଉଥିବା ଆଇସିଆଇସିଆଇ ବ୍ୟାଙ୍କରେ ଟଙ୍କା ଗଣିବା ପାଇଁ ରୋବୋ ବ୍ୟବହାର କରାଯିବ। ରୋବୋ ବ୍ୟବହାର କରିବାରେ ଏହା ଦେଶର ପ୍ରଥମ ବ୍ୟାଙ୍କ ହେବାକୁ ଯାଉଛି। ସାରା ଦେଶରେ ଥିବା ବ୍ୟାଙ୍କର କରେନ୍ସି ଚେଷ୍ଟରେ...

ଶସ୍ତା ହେବ ଏସି ଚେୟାରକାର, ଏକଜିକ୍ୟୁଟିଭ୍‌ ଟିକେଟ

ନୂଆଦିଲ୍ଲୀ, ୨୯-୮: ଆସନ୍ତା ମାସରୁ ରେଳ ମନ୍ତ୍ରଣାଳୟ ଭଡାରେ ରିହାତି ଯୋଜନା ଆରମ୍ଭ କରିବ। ଏହା ଦ୍ୱାରା ଏସି ଚେୟାରକାର ଏବଂ ଏକଜିକ୍ୟୁଟିଭ ଟିକେଟ ଶସ୍ତା ହେବ ବୋଲି ଜଣାପଡିଛି। ଶତାଦ୍ଦୀ, ଗତିମାନ, ତେଜସ, ଡବଲ ଡେକର, ଇଣ୍ଟରସିଟି ଭଳି...

ଏଫ୍‌ଡିଆଇ ନୀତି କୋହଳ, ଆଖୁ ଚାଷୀଙ୍କୁ ସହାୟତା

ନୂଆଦିଲ୍ଲୀ,୨୯-୮: ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ(ଏଫ୍‌ଡିଆଇ) ବୃଦ୍ଧି ପାଇଁ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବୁଧବାର ଏଫ୍‌ଡିଆଇ ନୀତିକୁ କୋହଳ କରିଛନ୍ତି। ସିଙ୍ଗଲ ବ୍ରାଣ୍ଡ ରିଟେଲ କ୍ଷେତ୍ରରେ ଏଫ୍‌ଡିଆଇ ନିୟମ କୋହଳ କରାଯାଇଛି। ସେହିପରି କୋଇଲା...

ଆର୍‌ବିଆଇ ଏପ୍ରିଲ-ମାର୍ଚ୍ଚ ଆର୍ଥିକ ବର୍ଷ ଆପଣାଉ: ଜଲାନ କମିଟି

ମୁମ୍ବାଇ,୨୯-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିଜର ଆର୍ଥିକ ବର୍ଷରେ ପରିବର୍ତ୍ତନ ଆଣି ଏପ୍ରିଲରୁ ମାର୍ଚ୍ଚ ବ୍ୟବସ୍ଥା ଆପଣାଉ ବୋଲି ବିମଳ ଜଲାନ କମିଟି ରିପୋର୍ଟରେ ସୁପାରିସ କରାଯାଇଛି। ଏହାଦ୍ୱାରା କେନ୍ଦ୍ର ସରକାରଙ୍କୁ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଆଉ ଅନ୍ତରୀଣ ଲାଭାଂଶ...

୪୮ ହଜାର ଟପିଲା ରୁପା ଦର

ନୂଆଦିଲ୍ଲୀ,୨୯-୮: ବୁଧବାର ସୁନା ଓ ରୁପା ଦର ଊର୍ଦ୍ଧ୍ୱମୁଖୀ ହୋଇଛି। ସୁନା ଦର ପ୍ରତି ୧୦ ଗ୍ରାମ ୪୦ହଜାର ଟଙ୍କା ନିକଟତର ହୋଇଥିବା ବେଳେ ରୁପା ଦର କେଜି ୪୮ ହଜାର ଟଙ୍କା ଟପିଯାଇଛି। ସୁନା ଦର ପ୍ରତି ୧୦...

ଏଟିଏମ୍‌ ଲାଗି କାନାରା ବ୍ୟାଙ୍କର ଅଭିନବ ଓଟିପି ସୁରକ୍ଷା

ଭୁବନେଶ୍ୱର, ୨୯-୮: ଏଟିଏମ୍‌ ବ୍ୟବହାରକୁ ସୁରକ୍ଷିତ କରିବା ଲାଗି କାନାରା ବ୍ୟାଙ୍କ ପକ୍ଷରୁ ଅଭିନବ ଓ୍ବାନ ଟାଇମ ପାସଓ୍ବାର୍ଡ(ଓଟିପି) ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଣିକି ଏଟିଏମରୁ ଟଙ୍କା ଉଠାଇବାକୁ ଯିବା ବେଳେ ମୋବାଇଲ ସାଥିରେ ନେଇ ଯିବାକୁ ପଡିବ।...

ରେନୋ ଆଣିଲା ନୂଆ ଟ୍ରାଇବର

ଭୁବନେଶ୍ୱର, ୨୮।୮: ରୋନୋ ଇଣ୍ଡିଆ ପକ୍ଷରୁ ବଜାରକୁ ନୂଆ ଟ୍ରାଇବର ମଡେଲର ପ୍ରବେଶ କରିଛି। ଯାନଟିର ବଜାର ଦର ୪.୯୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ଗ୍ରାହକ ଅନେକ ଆକର୍ଷଣୀୟ ଫିଚର ଲାଭ କରିପାରିବେ। କମ୍ପାନୀ ଏହାକୁ ସୁପର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri