ବାଣିଜ୍ୟ

ଜୁଲାଇରେ ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟପିଲା

ନୂଆଦିଲ୍ଲୀ,୨-୮: ଜିଏସ୍‌ଟି ଆଦାୟ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ଖୁସି ଆଣିଦେଇଛି। ଜୁଲାଇରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଯାଇଛି। ଏହି ସମୟରେ ୧.୦୨ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ଆଦାୟ ହୋଇଛି। ସେଣ୍ଟ୍ରାଲ ଜିଏସ୍‌ଟି(ସିଜିଏସ୍‌ଟି) ବାବଦରେ ୧୭,୯୧୨...

୮ କୋର୍‌ ସେକ୍ଟର ଧିମା

ନୂଆଦିଲ୍ଲୀ,୧।୮: ଅର୍ଥନୀତି କ୍ଷେତ୍ରରେ ସରକାରଙ୍କୁ ଝଟକା ଲାଗିଛି। ବୁଧବାର ଜାରି ସରକାରୀ ତଥ୍ୟ ଅନୁଯାୟୀ, ୮ କୋର୍‌ ସେକ୍ଟର ଉଦ୍ୟୋଗ ଅଭିବୃଦ୍ଧି ହାର ଜୁନ୍‌ରେ ଧିମା ହୋଇଛି। ଆଲୋଚ୍ୟ ମାସରେ ବୃଦ୍ଧି ହାର ମାତ୍ର ୦.୨% ରହିଛି, ଯାହା କି...

ବିତ୍ତୀୟ ନିଅଣ୍ଟ ୬୧% ଟପିଲା

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାରଙ୍କ ବିତ୍ତୀୟ ନିଅଣ୍ଟ ପରିମାଣ ଜୁନ୍‌ରେ ଶେଷ ହୋଇଥିବା ତ୍ରୈମାସରେ ୪.୩୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି, ଯାହା କି ବଜେଟ ଅନୁମାନର ୬୧.୪%। ମହାଲେଖା ନିୟନ୍ତ୍ରକ(ସିଜିଏ) ବୁଧବାର ଜାରି କରିଥିବା ତଥ୍ୟ ଅନୁଯାୟୀ ନିରପେକ୍ଷ ରୂପରେ...

ରାଜୀବ ମେହେଟା ମାଇଣ୍ଡଟ୍ରି ସିଇଓ

ନୂଆଦିଲ୍ଲୀ,୧।୮: ପୂର୍ବତନ କଗ୍‌ନିଜାଣ୍ଟ ପ୍ରେସିଡେଣ୍ଟ ରାଜୀବ ମେହେଟା ମାଇଣ୍ଡଟ୍ରିର ସିଇଓ ଭାବେ ମନୋନୀତ ହୋଇଛନ୍ତି। କମ୍ପାନୀର ସହ ପ୍ରତିଷ୍ଠାତା ତଥା ସିଇଓ ରୋଷ୍ଟୋ ରାବଣନ୍‌ଙ୍କ ଇସ୍ତଫା ପରେ ଏହି ପଦଟି ଖାଲି ପଡିଥିଲା। ଏଲ୍‌ ଆଣ୍ଡ ଟି ୬୦% ଅଂଶଧନ...

ସିଏଜି ରିପୋର୍ଟ: କୃଷି ଆୟ ଉପରେ ଟିକସ ଛାଡ଼ରୁ ୫୦୦ କୋଟିର ଦୁର୍ନୀତି

ନୂଆଦିଲ୍ଲୀ,୧।୮: କୃଷି ଆୟ ଉପରେ ଆୟକର ଛାଡ଼ ଦିଆଯାଇଥାଏ। ତେବେ ଏହି ଛାଡରେ ଦୁର୍ନୀତି ହୋଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସମ୍ପୂର୍ଣ୍ଣ ରୂପେ ଯାଞ୍ଚ କରା ନ ଯାଇ କୃଷି ଆୟ ଉପରେ ୫୦୦ କୋଟି ଟଙ୍କାର ଆୟକର...

ବିପିସିଏଲ୍‌ ଆଉଟଲେଟରେ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ସେବା

ଭୁବନେଶ୍ୱର,୧।୮, (ବ୍ୟୁରୋ)  ସାରା ରାଜ୍ୟରେ ଥିବା ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) ଆଉଟଲେଟଗୁଡିକ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ପଏଣ୍ଟ ଭାବେ କାର୍ଯ୍ୟ କରିବ। ଓଡିଶାରେ କମ୍ପାନୀର ମୋଟ ୬୬୦ ଆଉଟ୍‌ଲେଟ ରହିଛି। ଏହା ମଧ୍ୟରୁ ପ୍ରାୟ ୨୦୦ ଆଉଟଲେଟରେ ବ୍ୟାଙ୍କିଙ୍ଗ ସୁବିଧା...

ଏସ୍‌.ଭି.ରଙ୍ଗନାଥ ଅନ୍ତରୀଣ ଅଧ୍ୟକ୍ଷ

କ୍ୟାଫେ କଫି ଡେ ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଯାଇଥିବା ପୋଲିସ ଘୋଷଣା କରିବା ପରେ କମ୍ପାନୀ ବୋର୍ଡ ବୁଧବାର ଜରୁରିକାଳୀନ ବୈଠକ ଡାକି ଏସ.ଭି.ରଙ୍ଗନାଥଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। ସେହିପରି ନୀତିନ ବାଗମାନେ ଅନ୍ତରୀଣ ସିଓଓ ଭାବେ...

ଭୁବନେଶ୍ୱରରେ ଖୋଲା ରହିଲା ସିସିଡି

ଭୁବନେଶ୍ୱର,୧।୮ (ବ୍ୟୁରୋ) ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦେଶର କିଛି ପ୍ରାନ୍ତରେ ଥିବା ସିସିଡି ଆଉଟଲେଟଗୁଡିକ ବନ୍ଦ ରହିଥିଲା। ଅପରପକ୍ଷରେ ରାଜଧାନୀ ଭୁବନେଶ୍ୱର, କଟକ ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଥିବା ଷ୍ଟୋରଗୁଡିକରେ କାରବାର ସ୍ବାଭାବିକ ରହିଥିଲା।...

ଭି.ଜି. ସିଦ୍ଧାର୍ଥଙ୍କ ମୃତ୍ୟୁର କାରଣ: ଋଣ ଜାଲରେ ଛନ୍ଦି ହୋଇଥିଲେ

ନୂଆଦିଲ୍ଲୀ,୧।୮: ଦେଶର ପ୍ରଖ୍ୟାତ କଫି ଚେନ୍‌ କ୍ୟାଫେ କଫି ଡେ(ସିସିଡି)ର ମାଲିକ ଭି.ଜି.ସିଦ୍ଧାର୍ଥ ଆମତ୍ହତ୍ୟାକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି, ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି କାହିଁକି ସେ ନେଲେ। ନିଜର ବ୍ୟବସାୟ ବୃଦ୍ଧି ପାଇଁ...

ବିଏସ୍‌ଏନ୍‌ଏଲ୍‌-ଏମ୍‌ଟିଏନ୍‌ଏଲ୍‌ ମିଶ୍ରଣ ଉଦ୍ୟମ

ନୂଆଦିଲ୍ଲୀ,୩୧-୭: କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିକମ୍‌ ନିଗମ ଲିିମିଟେଡ(ଏମ୍‌ଟିଏନ୍‌ଏଲ୍‌)କୁ ମିଶାଇ ଦେବା ଲାଗି ଉଦ୍ୟମ କରୁଛନ୍ତି। ଟେଲିକମ ବିଭାଗ(ଡିଓଟି) ଏ ସମ୍ପର୍କରେ ଆଗତ ପ୍ରସ୍ତାବକୁ ବିଚାର କରୁଛି। ତେବେ...

କାଠଗଡ଼ାରେ ଋଣପ୍ରଦାନକାରୀ,ଆୟକର ବିଭାଗ; କ୍ୟାଫେ କଫି ଡେ ମାଲିକ ଭି.ଜି.ସିଦ୍ଧାର୍ଥ ନିଖୋଜ

ନୂଆଦିଲ୍ଲୀ,୩୧-୭: କଫି ଚେନ୍‌ କ୍ୟାଫେ କଫି ଡେ(ସିସିଡି)ର ପ୍ରତିଷ୍ଠାତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌.କ୍ରିଷ୍ଣାଙ୍କ ଜ୍ୱାଇଁ ଭି.ଜି.ସିଦ୍ଧାର୍ଥ ସୋମବାର ରାତିରୁ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଖୋଜାଖୋଜି କରିବା ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଥିବା ବେଳେ...

ଚାଇନାରୁ ଭାରତକୁ ଆସୁଛି ଜୁଏଲାରୀ କମ୍ପାନୀ

ନୂଆଦିଲ୍ଲୀ,୩୧-୭: ଆମେରିକା ସହ ଜାରି ଟ୍ରେଡ୍‌ ଓ୍ବାର୍‌ ଯୋଗୁ ଏବେ ଶୀର୍ଷ ଜୁଏଲାରୀ କମ୍ପାନୀ ନିଜର କାରଖାନାକୁ ଚାଇନାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଇଣ୍ଡସଇଣ୍ଡ ବ୍ୟାଙ୍କ ସିଇଓ ରମେଶ ସୋବ୍‌ତୀ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ଜେମ୍ସ ଆଣ୍ଡ ଜୁଏଲାରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri