ବାଣିଜ୍ୟ

ଗ୍ରୁପ୍‌ କମ୍ପାନୀରେ ନିବେଶ: ଇପିଏଫଓ ଫଣ୍ଡ ମ୍ୟାନେଜରଙ୍କ ଉପରେ କଟକଣା

ନୂଆଦିଲ୍ଲୀ,୧୯।୬: ଗ୍ରୁପ୍‌ କମ୍ପାନୀରେ ନିବେଶ ନେଇ ଏମ୍ପ୍ଲୟି ପ୍ରୋଭିଡେଣ୍ଟ ଫଣ୍ଡ ଅଗାନାଇଜେଶନ(ଇପିଏଫ୍‌ଓ) ନିଜର ଆସେଟ ମ୍ୟାନେଜରଙ୍କ ଉପରେ କଟକଣା ଜାରି କରିଛି। ନିକଟ ଅତୀତରେ କେତେକ ଇନ୍‌ଭେଷ୍ଟମେଣ୍ଟର ମୂଲ୍ୟ ହ୍ରାସ ପାଇବା କାରଣରୁ ଇପିଏଫ୍‌ଓ ପକ୍ଷରୁ ଉକ୍ତ ପଦକ୍ଷେପ ଗ୍ରହଣ...

ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ସମସ୍ୟା: ଆର୍‌ବିଆଇକୁ ରିପୋର୍ଟ ଦେଲେ ସିହ୍ନା କମିଟି

ନୂଆଦିଲ୍ଲୀ,୧୯-୬: ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ଦେଖାଦେଇଥିବା ଅଚଳାବସ୍ଥା ଦୂର କରିବା ତଥା ଏହାର ଅଭିବୃଦ୍ଧି ହାସଲ ନେଇ ପୂର୍ବତନ ସେବି ଅଧ୍ୟକ୍ଷ ୟୁ.କେ.ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ତାଙ୍କର ରିପୋର୍ଟ ଉପସ୍ଥାପନ କରିଛନ୍ତି।...

ରେନୋ ଆଣିଲା ନୂଆ ଟ୍ରାଇବର

ଭୁବନେଶ୍ୱର, ୧୯।୬: ୟୁରୋପର ପ୍ରମୁଖ ଅଟୋମୋଟିଭ୍‌ ବ୍ରାଣ୍ଡ୍‌ ରେନୋ ଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବରର କାର ବୁଧବାର ବଜାର ପ୍ରବେଶ ହୋଇଛି। ରେନୋ ଗ୍ରୁପର ସିଇଓ ଥିଏରୀ ବୋଲୋର, ଇଣ୍ଡିଆ ଅପରେଟସ୍ସ ସିଇଓ ଭେଙ୍କଟରାମ ମାମିଲାପଲେ କର୍ପୋରେଟ୍‌ ଡିଜାଇନ୍‌ ଇଭିପି...

ମେ’ରେ ବଢ଼ିଛି ବିମାନ ଯାତ୍ରା: ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଛି ୨.୯୬%

ନୂଆଦିଲ୍ଲୀ,୧୯-୬: ଏପ୍ରିଲରେ ହ୍ରାସ ପାଇବା ପରେ ଘରୋଇ ବିମାନ ଯାତ୍ରା ମେ’ରେ ବୃଦ୍ଧି ପାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ଦ୍ୱାରା ମଙ୍ଗଳବାର ଜାରି ସଦ୍ୟତମ ତଥ୍ୟ ଅନୁସାରେ ମେ’ରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ୨.୯୬% ବଢ଼ିଛି। ଏଥିପୂର୍ବରୁ...

ନୂଆ ହୋଣ୍ଡା ଆମେଜ୍‌ ବିକ୍ରି ୧ ଲକ୍ଷ ୟୁନିଟ ଟପିଲା

ଭୁବନେଶ୍ୱର,୧୯-୬ – ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌)ର ପ୍ରମୁଖ ଲୋକପ୍ରିୟ ମଡେଲ ଦ୍ୱିତୀୟ ପିଢିର ନୂଆ ଆମେଜ ବିକ୍ରି ୧ ଲକ୍ଷ ୟୁନିଟ ଟପିଛି। ୧୩ ମାସ ମଧ୍ୟରେ କମ୍ପାନୀ ଏହି ବିକ୍ରି ସଫଳତା ହାସଲ କରିଛି। ଏହା...

ବଢ଼ିଲା ଅନିଲ ଅମ୍ବାନୀଙ୍କ ଅଡୁଆ: ୧୫ ହଜାର କୋଟି ଦାବି କଲେ ଚାଇନାର ବ୍ୟାଙ୍କ ସମୂହ

ନୂଆଦିଲ୍ଲୀ,୧୯-୬ – ଋଣରେ ବୁଡି ରହିଥିବା ଅନିଲ ଅମ୍ବାନୀଙ୍କ ଅଡୁଆ କମିବାର ନାଁ ଧରୁନି। ମିଡିଆ ରିପୋର୍ଟ ଅନୁଯାୟୀ, ଚାଇନା ଡେଭଲପ୍‌ମେଣ୍ଟ ବ୍ୟାଙ୍କ, ଇଣ୍ଡଷ୍ଟ୍ରିଆଲ ବ୍ୟାଙ୍କ ଅଫ୍‌ ଚାଇନା ଓ ଏକ୍ଜିମ ବ୍ୟାଙ୍କ ଅଫ୍‌ ଚାଇନା ସମେତ ଏକାଧିକ ଚାଇନାର...

ଆସିବ ନୂଆ ଯୋଜନା: ସୁପର ମାର୍କେଟରେ ମିଳିବ ତେଲ

ନୂଆଦିଲ୍ଲୀ,୧୯-୬- କେନ୍ଦ୍ରର ମୋଦି ସରକାର ନିଜର ଦ୍ୱିତୀୟ କାର୍ଯ୍ୟକାଳରେ ଦ୍ରୁତଗତିରେ ବଡ଼ ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି। ଏହିକ୍ରମରେ ଗାଡ଼ିରେ ପେଟ୍ରୋଲ ଓ ଡିଜେଲ ଭର୍ତ୍ତି କରିବା ଲାଗି ଆଉ ପେଟ୍ରୋଲ ପମ୍ପରେ ଚକ୍କର କାଟିବାକୁ ପଡିବ ନାହିଁ। ଗ୍ରାହକଙ୍କୁ...

୨୦୨୦ରେ ଆସୁଛି ଫେସ୍‌ବୁକ୍‌ର କ୍ରିପ୍ଟୋକରେନ୍ସି ‘ଲିବ୍ରା’

ନୂଆଦିଲ୍ଲୀ,୧୮-୬: ସୋସିଆଲ ମିଡିଆ ଓ୍ବେବସାଇଟ ଫେସ୍‌ବୁକ୍‌ ୨୦୨୦ରେ ନିଜସ୍ବ କ୍ରିପ୍ଟୋକରେନ୍ସି ‘ଲିବ୍ରା’ ଲଞ୍ଚ କରିବାକୁ ଯାଉଛି ବୋଲି ମଙ୍ଗଳବାର ଘୋଷଣା କରିଛି। ସ୍ମାର୍ଟ ଡିଭାଇସ୍‌ ଜରିଆରେ ଉପଲବ୍ଧ ହେବାକୁ ଥିବା ଏହି ଲୋ କଷ୍ଟ୍‌ ଗ୍ଲୋବାଲ ପେମେଣ୍ଟ ସିଷ୍ଟମ ତିଆରି...

ଜିଏସ୍‌ଟି ଅଧୀନକୁ ଆସିବନି ପେଟ୍ରୋଲ,ଡିଜେଲ

ନୂଆଦିଲ୍ଲୀ,୧୮-୬: ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍‌ଟି ଅଧୀନକୁ ଆଣିବା ଲାଗି ତେଲ ଓ ବିମାନ କମ୍ପାନୀଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଫଳରେ ତେଲକୁ ନେଇ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିବ ନାହିଁ। ପେଟ୍ରୋଲ, ଡିଜେଲ ଓ ଏଟିଏଫ୍‌ ବା...

ଜିଓ ଇଣ୍ଟରକନେକ୍ସନ ମାମଲା;ଏୟାରଟେଲ୍‌, ଭୋଡାଫୋନ ଦେଇପାରନ୍ତି ୩୦୫୦ କୋଟି ପେନାଲ୍ଟି

ନୂଆଦିଲ୍ଲୀ,୧୮-୬: ଟେଲିକମ୍‌ ଡିପାର୍ଟମେଣ୍ଟର ସମସ୍ତ ନିଷ୍ପତ୍ତି ନେଉଥିବା ସଂସ୍ଥା ଡିଜିଟାଲ କମ୍ୟୁନିକେଶନ୍ସ କମିଶନ(ଡିସିସି) ସୋମବାର ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡିଆ ଠାରୁ ପେନାଲ୍ଟି ଆଦାୟ ଲାଗି ଅନୁମତି ଦେଇଛନ୍ତି। ରିଲାଏନ୍ସ ଜିଓକୁ ପଏଣ୍ଟ ଅଫ୍‌ ଇଣ୍ଟରକନେକ୍ସନ(ପିଓଆଇ) ନ ଦେବା...

ହୋମ୍‌ ଲୋନ୍‌କୁ ରେପୋ ରେଟ୍‌ ସହ ଲିଙ୍କ କରିବ ଏସ୍‌ବିଆଇ

ନୂଆଦିଲ୍ଲୀ,୧୮-୬: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିଆଇ ହୋମ୍‌ ଲୋନ୍‌କୁ ଏମ୍‌ସିଏଲ୍‌ଆର୍‌ରୁ ହଟାଇ ରେପୋ ରେଟ୍‌ ସହ ଲିଙ୍କ କରିବ ବୋଲି ଘୋଷଣା କରିଛି। ଏହା ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ଗ୍ରାହକ ବେଶ ପ୍ରଭାବିତ ହେବେ ବୋଲି ଆଶଙ୍କା...

ୟଶ୍‌ ବିର୍ଲା ଓ୍ବିଲଫୁଲ ଡିଫଲ୍ଟର ଘୋଷିତ

ନୂଆଦିଲ୍ଲୀ,୧୮-୬: କୋଲକାତାର ୟୁକୋ ବ୍ୟାଙ୍କ ଯଶୋବର୍ଦ୍ଧନ ବିର୍ଲା(ୟଶ୍‌ ବିର୍ଲା)ଙ୍କୁ ଓ୍ବିଲଫୁଲ ଡିଫଲ୍ଟର ଘୋଷଣା କରିଛି। ତାଙ୍କ ଗ୍ରୁପ୍‌ଙ୍କ ଗୋଟିଏ କମ୍ପାନୀ ବିର୍ଲା ସୂର଼୍ୟା ଲିମିଟେଡ ଉପରେ ୬୭.୫୫ କୋଟି ଟଙ୍କାର ବକେୟା ଋଣ ରହିଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri