ବାଣିଜ୍ୟ

ହୋଣ୍ଡା ଆକ୍ଟିଭ ଇଣ୍ଡିଆ କ୍ୟାମ୍ପେନରେ ୬୨ ଲକ୍ଷ ସାମିଲ

ଭୁବନେଶ୍ୱର,୨୭-୫: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ମତଦାନ ସଚେନତତା ଲାଗି ଗ୍ରହଣ କରାଯାଇଥିବା ଆକ୍ଟିଭ ଇଣ୍ଡିଆ କ୍ୟାମ୍ପେନରେ ୬୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସାମିଲ ହୋଇଛନ୍ତି। ଆକ୍ଟିଭ ଇଣ୍ଡିଆନ ଭାବେ ‘କୋଇ ସିଟ୍‌ ନ...

ଏସ୍‌ବିଆଇ ୟୁନୋ ଶ୍ରୀତତ୍ତ୍ୱ ସହଭାଗିତା

ଭୁବନେଶ୍ୱର,୨୭ -୫: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍‌ବିଆଇ) ୟୁନୋ ଏବଂ ଆର୍ଟ ଅଫ୍‌ ଲିଭିଙ୍ଗର ଏଫ୍‌ଏମ୍‌ସିଜି ଶାଖା ଶ୍ରୀତତ୍ତ୍ୱ ଷ୍ଟ୍ରାଟେଜିକ ସହଭାଗିତାରେ ସାମିଲ ହୋଇଛନ୍ତି। ଏହା ଦ୍ୱାରା ଶ୍ରୀତତ୍ତ୍ୱର ଖାଦ୍ୟ, ସ୍ବାସ୍ଥ୍ୟ ସାମଗ୍ରୀ, ପର୍ସନାଲ କେୟାର ପ୍ରଡକ୍ଟ, ଘରୋଇ ଉପକରଣ...

ମ୍ୟୁଚୁଆଲ ଫଣ୍ଡ ଶିଳ୍ପରେ ଉଲ୍ଲେଖନୀୟ ଅଭିବୃଦ୍ଧିି

ନୂଆଦିଲ୍ଲୀ,୨୭-୫: ୨୦୦୪ ପରଠାରୁ ଦେଶରେ ମ୍ୟୁଚୁଆଲ ଫଣ୍ଡ ଶିଳ୍ପରେ ଅଭିବୃଦ୍ଧି ଉଲ୍ଲେଖନୀୟ ରହିଛି। ନିର୍ବାଚନର ପ୍ରଭାବ ବର୍ତ୍ତମାନ ଶେୟାର ବଜାର ଉପରେ ପରିଲକ୍ଷିତ ହୋଇଛି। ଏଥିଯୋଗୁ ବଜାର କିଛି ମାସ ଧରି ଅସ୍ଥିର ରହିଛି। ତେବେ ସମ୍ପତ୍ତି ସୃଷ୍ଟି ଲାଗି...

ଶାକାହାରୀ ଯାତ୍ରୀଙ୍କୁ ମାଂସାହାରୀ ଖ୍ୟାଦ୍ୟ ପରଷି ଅଡ଼ୁଆରେ ଏୟାର ଏସିଆ ବିମାନ: ଲାଗିଲା ଦେଢ଼ଲକ୍ଷ ଟଙ୍କାର ଜରିମାନା

ଅମୃତଶର,୨୭।୫: ଜଣେ ଶାକାହାରୀ ଯାତ୍ରୀଙ୍କୁ ବିମାନରେ ମାଂସାହାରୀ ଖାଦ୍ୟ ଦେଇ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ କନଜ୍ୟୁମର କୋର୍ଟରେ ଅଭିଯୋଗ କରାଯାଇଥିବା ବେଳେ ଏବେ ତା’ର ଶୁଣାଣି ହୋଇଛି। କୋର୍ଟ ଏହି ମାମଲାରଳ ଶୁଣାଣି କରି ଏୟାର ଏସିଆ...

ଅଶୋକ ଗୁଲାଟି ହୋଇପାରନ୍ତି କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ,୨୭-୫: ଆସନ୍ତା ୩୦ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟଥର ଶପଥଗ୍ରହଣ କରିବାକୁ ଯାଉଛନ୍ତି। ସର୍‌ପ୍ରାଇଜ ବା ଚକିତ କରିବାରେ ତାଙ୍କର ତୁଳନା ନାହିଁ। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ରାମନାଥ କୋବିନ୍ଦ, ମନ୍ତ୍ରୀ ଭାବେ କେ.ଜେ.ଆଲ୍‌ଫୋନ୍ସ ଓ ହରଦୀପ ସିଂହ...

୧୦୦ ବିମାନ ସହ ୪ର୍ଥ ସ୍ଥାନରେ ସ୍ପାଇସ୍‌ଜେଟ୍‌

ମୁମ୍ବାଇ,୨୭-୫: ଘରୋଇ ବିମାନ କମ୍ପାନୀ ସ୍ପାଇସ୍‌ଜେଟ୍‌ ରବିବାର ଏକ ବୋଇଂ ୭୩୭ ବିମାନକୁ ସାମିଲ କରିଛି। ଫଳରେ କମ୍ପାନୀ ନିକଟରେ ବିମାନ ସଂଖ୍ୟା ଏବେ ୧୦୦ରେ ପହଞ୍ଚିଲାଣି। ଏତେ ସଂଖ୍ୟକ ବିମାନ ରଖିବାରେ ଏୟାର ଇଣ୍ଡିଆ, ବନ୍ଦ ହୋଇଯାଇଥିବା ଜେଟ୍‌...

ରପ୍ତାନିକାରୀଙ୍କ ଲାଗି ଜିଏସ୍‌ଟି ରିଫଣ୍ଡ ପ୍ରକ୍ରିୟାରେ ପରିବର୍ତ୍ତନ

ନୂଆଦିଲ୍ଲୀ,୨୭-୫: ରପ୍ତାନିକାରୀଙ୍କ ଲାଗି ଜିଏସ୍‌ଟି ପ୍ରକ୍ରିୟାକୁ ସରଳ କରିବା ତଥା ଏଥିରେ ଗତିଶୀଳତା ଆଣିବା ଲକ୍ଷ୍ୟରେ ଅର୍ଥ ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ଯାଉଛି। ଏହା ଅଧୀନରେ ଜିଏସ୍‌ଟି ରିଫଣ୍ଡକୁ ମଞ୍ଜୁରୀ ତଥା ପ୍ରୋସେସିଂ ଉଭୟ କାମକୁ ଗୋଟିଏ ବ୍ୟବସ୍ଥା ବା...

ପରିସଂଖ୍ୟାନ ପ୍ରଣାଳୀରେ ସଂସ୍କାର ସପକ୍ଷରେ ନୀତି ଆୟୋଗ

ନୂଆଦିଲ୍ଲୀ,୨୭-୫: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଭାରତୀୟ ପରିସଂଖ୍ୟାନ ପ୍ରଣାଳୀରେ ସଂସ୍କାର ଏବଂ ଏହାକୁ ଆଧୁନିକ ରୂପ ଦେବା ସପକ୍ଷରେ ମତବ୍ୟକ୍ତ କରିଛନ୍ତି। ଏହାଦ୍ୱାରା ବାସ୍ତବିକ ସମୟର ପରିସଂଖ୍ୟାନ ମିଳିବ ଏବଂ ଏହାର ବ୍ୟବହାର ନୀତି ବିଶ୍ଲେଷଣରେ କରାଯାଇପାରିବ...

ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗୁଜବ

ନୂଆଦିଲ୍ଲୀ,୨୭-୫: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ନେଇ ସୋସିଆଲ ମିଡିଆରେ ହେଉଥିବା ପ୍ରଚାର ଏକ ଗୁଜବ ବୋଲି ସରକାରୀ ମୁଖପାତ୍ର କହିଛନ୍ତି। ସୋସିଆଲ ମିଡିଆରେ ହେଉଥିତ୍ବା ପ୍ରଚାର ସମ୍ପୂର୍ଣ୍ଣ ଭୁଲ୍‌ ଏବଂ ଭିତ୍ତିହୀନ ବୋଲି ସେ...

ସୁଇସ୍‌ ବ୍ୟାଙ୍କରେ କଳାଧନ: ୧୧ ଭାରତୀୟଙ୍କୁ ଜାରି ହେଲା ନୋଟିସ୍‌

ନୂଆଦିଲ୍ଲୀ,୨୭-୫: ବ୍ୟାଙ୍କିଙ୍ଗ୍‌ ଗୋପନୀୟତାକୁ ନେଇ ବିଶ୍ୱରେ ସମାଲୋଚନାର ଶିକାର ହୋଇଆସୁଥିବା ସୁଇଜରଲାଣ୍ଡ ଏବେ ନିଜର ମତ ପରିବର୍ତ୍ତନ କରିଛି। ନିକଟ ଅତୀତରେ ଏହା ଭାରତୀୟଙ୍କ କଳାଧନ ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ସୁଇଜରଲାଣ୍ଡ...

ଡ୍ୟୁକର ନୂଆ ସମର ୨୦୧୯ କଲେକ୍ସନ

ଭୁବନେଶ୍ୱର,୨୬-୫ : ଡ୍ୟୁକ ଫ୍ୟାସନ୍ସ ଲିମିଟେଡ ପକ୍ଷରୁ ନୂଆ ସମର କଲେକ୍ସନ ୨୦୧୯ ଶୁଭାରମ୍ଭ ହୋଇଛି। ବିଭିନ୍ନ ଷ୍ଟାଇଲ ଏବଂ ରଙ୍ଗରେ ଏହି କଲେକ୍ସନଗୁଡିକ ବଜାରରେ ଉପଲବ୍ଧ। ଏହା ମଧ୍ୟରେ ଶାର୍ଟ,ଟ୍ରାଉଜର ଏବଂ ଡେନିମ୍‌ ରହିଛି। ଏଥିରେ ଷ୍ଟାଇଲ ଏବଂ...

ସେଣ୍ଟ୍ରାଲ ବ୍ୟାଙ୍କ ମୁଖ୍ୟ ସତର୍କତା ଅଧିକାରୀଙ୍କ ସମ୍ବଲପୁର ଗସ୍ତ

ଭୁବନେଶ୍ୱର,୨୬-୫: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମୁଖ୍ୟ ସତର୍କତା ଅଧିକାରୀ ପର୍ଶୁରାମ ପଣ୍ଡା ପ୍ରଥମଥର ଲାଗି ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଣ୍ଡା ବ୍ୟାଙ୍କରେ ହେଉଥିବା ଠକାମୀ ଏହାର ନିବାରଣ ଉପରେ ଗୁରୁତ୍ୱାରୋପ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri