ଟାଟା ମୋଟର୍ସର ଅଲ୍ ନ୍ୟୁ ‘କର୍ଭ’ର ଅନାବରଣ
ମୁମ୍ବାଇ,୩।୯ (ଅଭୟ ଦାଶ): ଟାଟା ମୋଟର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍ ନ୍ୟୁ ‘କର୍ଭ’ର ଅନାବରଣ ସୋମବାର ମୁମ୍ବାଇଠାରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଅଲ୍ ନ୍ୟୁ କର୍ଭ କୁପେ ଏସ୍ୟୁଭିରେ ସମସ୍ତ ପ୍ରକାରର ଆଧୁନିକ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ...