ଆସିଲା ହୋଣ୍ଡାର ନୂଆ ଆମେଜ୍ ଭିଏକ୍ସ ସିଭିଟି
ନୂଆଦିଲ୍ଲୀ,୨୪-୪:ପ୍ରମୁଖ ଅଟୋମୋବାଇଲ ମାନୁଫାକ୍ଚରର ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ(ଏଚ୍ସିଆଇଏଲ୍) ପକ୍ଷରୁ ନୂଆ ଆମେଜ୍ ଭିକ୍ସ ସିଭିଟି ବଜାରକୁ ଆସିଛି। ହୋଣ୍ଡା ଆମେଜ୍ ଫ୍ୟାମିଲି ସେଡାନ୍ ବର୍ଗରେ କମ୍ପାନୀର ଏକ ଲୋକପ୍ରିୟ ବ୍ରାଣ୍ଡ ହୋଇଥିବା ବେଳେ ଏଥିରେ ଏକ ନୂଆ ଗ୍ରେଡ...