ଡେବିଟ କାର୍ଡ କମିଛି, କ୍ରେଡିଟ କାର୍ଡ ସଂଖ୍ୟା ବଢ଼ିଛି
ନୂଆଦିଲ୍ଲୀ,୧୪-୭: ଡେବିଟ କାର୍ଡ ବ୍ୟବହାର ମାର୍ଚ୍ଚରୁ ମେ’ ମଧ୍ୟରେ ୧୦ ପ୍ରତିଶତ ଅର୍ଥାତ ୧୦ କୋଟି ହ୍ରାସ ପାଇଥିବା ଦେଖାଯାଇଛି। ଏବେ ଏହି କାର୍ଡ ସଂଖ୍ୟା ୯୨.୪ କୋଟିରୁ ହ୍ରାସ ପାଇ ୮୨.୪ କୋଟିରେ ପହଞ୍ଚତ୍ଛି। ଅଧିକାଂଶ ବ୍ୟାଙ୍କ ମ୍ୟାଗ୍ନେଟିକ...
ବିଜୁଳି ବିଲ୍ ବକେୟା ପାଇଁ ବିଏସ୍ଏନ୍ଏଲ୍ର ୧୦୦୦ ମୋବାଇଲ ଟାଓ୍ବାର
ନୂଆଦିଲ୍ଲୀ,୧୪-୭: ବକେୟା ବିଜୁଳି ବିଲ୍ ପ୍ରଦାନ କରାଯାଇ ନ ଥିବାରୁ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍ଏନ୍ଏଲ୍)ର ୧୦୦୦ ମୋବାଇଲ ଟାଓ୍ବାର ଏବଂ ୫୦୦ରୁ ଊର୍ଦ୍ଧ୍ୱ ଟେଲିଫୋନ୍ ଏକ୍ସଚେଞ୍ଜ ଏବେ ବନ୍ଦ ହୋଇପଡିଛି। ଏ ସମ୍ପର୍କରେ ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ...
ଯଥାର୍ଥ ଟିକସ ଯୋଜନା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୧୪-୭: ଦେଶର ଟିକସଦାତାଙ୍କ ଲାଗି ଠିକ୍ ଟିକସ ଯୋଜନାର ଆବଶ୍ୟକତା ରହିଛି। ଅର୍ଥକୁ ଠିକ୍ ଭାବେ ପରିଚାଳନା, ନୂଆ ନୀତିକୁ ଧ୍ୟାନରେ ରଖି ଆଡଭାନ୍ସ ଟିକସ ପ୍ଲାନି କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଏଠାରେ ଶିଳ୍ପ ସଂଘ ଫିକି ପକ୍ଷରୁ ବଜେଟ...
ସୁପର ୩୦ ଦ୍ୱାରା ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବଜିନ୍ଦେଗୀ ଫାଉଣ୍ଡେଶନ
ଭୁବନେଶ୍ୱର,୧୪-୭: ଗଣିତଜ୍ଞ ଆନନ୍ଦ କୁମାରଙ୍କ ଚରିତ୍ର ଉପରେ ପର୍ଯ୍ୟବସିତ ‘ସୁପର ୩୦’ ଚଳଚ୍ଚିତ୍ର ରିଲିଜ ହୋଇଥିବା ବେଳେ ଏଥିରେ ପ୍ରମୁଖ ଭୂମିକାରେ ହ୍ରିତିକ ରୋଶନ ଏବଂ ମୃଣାଳ ଠାକୁର ଅଭିନୟ କରିଛନ୍ତି। ଅନଗ୍ରସର ଏବଂ ଗରିବ ମେଧାବୀ ପିଲାମାନଙ୍କୁ ପ୍ରଶିକ୍ଷଣ...
ନାଲ୍କୋକୁ ଗୋଲ୍ଡେନ ପିକକ ପୁରସ୍କାର
ଭୁବନେଶ୍ୱର,୧୪-୭(ବ୍ୟୁରୋ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍କୋ)କୁ ଗୋଲ୍ଡେନ ପିକକ ପରିବେଶ ପରିଚାଳନା ପୁରସ୍କାର ମିଳିଛି। ପରିବେଶ ପରିଚାଳନାରେ ବିଶ୍ୱସ୍ତରୀୟ ମାନ୍ୟତା, ଔଦ୍ୟୋଗିକ ବିକାଶ ସହ ନିରନ୍ତର ପ୍ରଗତିକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ୨୦୧୯ ବର୍ଷ ଲାଗି ନାଲ୍କୋକୁ ଏଭଳି ପୁରସ୍କାର...
ଏମ୍ଏସ୍ଏମ୍ଇର ସଶକ୍ତୀକରଣ ଜରୁରୀ
ଭୁବନେଶ୍ୱର,୧୪-୭(ବ୍ୟୁରୋ): ଦେଶର ଜିଡିପି ଅଭିବୃଦ୍ଧି କ୍ଷେତ୍ରରେ ଅଣୁକ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଗୁଡିକ ପ୍ରମୁଖ ଅଂଶୀଦାର ହୋଇପାରିବେ। ବର୍ତ୍ତମାନ ସ୍ଥିତିରେ ଏହି ଶିଳ୍ପଗୁଡିକର ଜିଡିପିକୁ ଯୋଗଦାନ ନଗଣ୍ୟ ରହିଛି। ଏଭଳି ସ୍ଥିତିକୁ ଧ୍ୟାନରେ ରଖି ଏମ୍ଏସ୍ଏମ୍ଇଗୁଡିକର ସଶକ୍ତୀକରଣ ଜରୁରୀ ବୋଲି...
ସିଣ୍ଡିକେଟ ବ୍ୟାଙ୍କର ନୂଆ ହାଉସିଂ ଲୋନ୍ ସ୍କିମ୍
ଭୁବନେଶ୍ୱର,୧୪-୭: ସିଣ୍ଡିକେଟ ବ୍ୟାଙ୍କ ପକ୍ଷରୁ ନୂଆ ହାଉସିଂ ଲୋନ ସ୍କିମ୍ ‘ସିଣ୍ଡିନିବାସ ଟେକ୍ ଓଭର ଧମାକା’ ଶୁଭାରମ୍ଭ ହୋଇଛି। ଏହା ଗ୍ରାହକଙ୍କୁ ବିଶେଷ ସୁବିଧା ପ୍ରଦାନ କରିବ। ଚଳିତ ବର୍ଷ ଜୁଲାଇ ପହିଲାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହାର ଲାଭ...
ନୂଆ ଗାଡ଼ି ପାଇଁ ନେବାକୁ ହେବ ଲମ୍ବା ଅବଧିର ବୀମା ପଲିସି: ଆଇଆର୍ଡିଏ
ନୂଆଦିଲ୍ଲୀ,୧୩-୭: ନୂଆ ଗାଡ଼ି କିଣୁଥିବା ବ୍ୟକ୍ତିବିଶେଷଙ୍କୁ ଲମ୍ବା ଅବଧିର ବୀମା ପଲିସି କିଣିବାକୁ ହେବ। ଏହା ବାଧ୍ୟତାମୂଳକ ହୋଇଛି। ତେବେ ପୂର୍ବରୁ ଗାଡ଼ି ପଲିସି ଥିବା ବ୍ୟକ୍ତିମାନେ ପ୍ରତିବର୍ଷ ଏହାର ନବୀକରଣ କରିବାକୁ ହେବ ବୋଲି ଭାରତୀୟ ବୀମା ନିୟାମକ...
ନିଜର ଉତ୍ତରାଧିକାରୀଙ୍କୁ ଆଦିତ୍ୟ ପୁରୀଙ୍କ ୧୫ ଦିନିଆ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ,୧୩-୭: ଏଚ୍ଡିଏଫ୍ସି ବ୍ୟାଙ୍କ ଏମ୍ଡି ଆଦିତ୍ୟ ପୁରୀଙ୍କ ଉତ୍ତରାଧିକାରୀ ଖୋଜା ଆରମ୍ଭ ହୋଇଛି। ତେବେ ନୂଆ ଏମ୍ଡିଙ୍କୁ ୨ ସପ୍ତାହ ଭିତରେ ତାଙ୍କର ସମସ୍ତ କାମ ଶିଖିବାକୁ ହେବ ବୋଲି ପୁରୀ ଚାହୁଁଛନ୍ତି। ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତିଜଣକ ସବୁ...
ଫେସବୁକ୍ ଉପରେ ଲାଗିବ ୩୪ ହଜାର କୋଟି ଜରିମାନା
ଓ୍ବାଶିଂଟନ,୧୩-୭: ଆମେରିକା ରେଗୁଲେଟର ଫେଡେରାଲ ଟ୍ରେଡ କମିଶନ(ଏଫ୍ଟିସି) ଡାଟା ଲିକ୍ ମାମଲାରେ ଫେସବୁକ୍ ଠାରୁ ୫ ବିଲିୟନ ଡଲାର( ପ୍ରାୟ ୩୪ ହଜାର କୋଟି ଟଙ୍କା) ଜରିମାନା ଆଦାୟ କରିବାକୁ ସୁପାରିସ୍ କରିଛନ୍ତି। କୌଣସି ଟେକ୍ କମ୍ପାନୀ ବିରୋଧରେ ଏହା...
ଅଂଶୁଲା କାନ୍ତ ହେବେ ବିଶ୍ୱବ୍ୟାଙ୍କ ଏମ୍ଡି
ନୂଆଦିଲ୍ଲୀ,୧୩।୭: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍ବିଆଇ) ଏମ୍ଡି ଅଂଶୁଲା କାନ୍ତଙ୍କୁ ବିଶ୍ୱ ବ୍ୟାଙ୍କର ଏମ୍ଡି ତଥା ଚିଫ୍ ଫାଇନାନସିଆଲ ଅଫିସର(ସିଏଫ୍ଓ) ଭାବେ ନିଯୁକ୍ତ କରାଯାଇଛି। ବିଶ୍ୱ ବ୍ୟାଙ୍କ ପ୍ରେସିଡେଣ୍ଟ ଡେଭିଡ ମାଲ୍ପାସ୍ ଶୁକ୍ରବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଅନ୍ତଃରାଷ୍ଟ୍ରୀୟ ବ୍ୟାଙ୍କର...
ଏସ୍ପ୍ଲାନେଡ ଓ୍ବାନ ପାଳିଲା ପ୍ରଥମବର୍ଷ ପୂର୍ତ୍ତି
ଭୁବନେଶ୍ୱର,୧୩।୭(ବ୍ୟୁରୋ): ଏସ୍ପ୍ଲାନେଡ ଓ୍ବାନ ମଲ୍ ପକ୍ଷରୁ ପ୍ରଥମ ବର୍ଷ ପୂର୍ତ୍ତି ଏବଂ ବାହୁଡା ଯାତ୍ରା ମଲ୍ ପରିସରରେ ପାଳିତ ହୋଇଯାଇଛି। ଏହା ସହ କେକ୍ କାଟି ପୂର୍ତ୍ତି ସେଲିବ୍ରେଶନ ଏବଂ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ମଲ୍ରେ ଆୟୋଜନ କରାଯାଇଥିଲା। ୧୮...
Archives


