କରୋନା ଭାଇରସ୍‌

ରାଜ୍ୟରୁ ପୁଣି ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୪୪୬କୁ ବୃଦ୍ଧି ପାଇଛି। ମୃତକ ଜଣକ ଖୋର୍ଦ୍ଧା ଜିଲାର। ତେବେ ଆଜି ରାଜ୍ୟରେ ୧୪୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ସର୍ବବୃହତ୍‌ କ୍ରୁଜ୍‌ ଶିପ୍‌ରେ ୪୮ କରୋନା ଆକ୍ରାନ୍ତ, ଆତଙ୍କରେ ୬୦୦୦ ଯାତ୍ରୀ…

ମିୟାମୀ, ୨୧।୧୨: ପୃଥିବୀର ସର୍ବବୃହତ୍‌ କ୍ରୁଜ୍‌ ଶିପ୍‌ ରୟାଲ କାରିବିୟାନ୍‌ର ୪୮ ଯାତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହି ଶିପ୍‌ରେ ଥିବା ୬,୦୦୦ ଯାତ୍ରୀ ଏବେ ଆତଙ୍କରେ ରହିଛନ୍ତି। କଡ଼ା କଟକଣା ଏବଂ ମାର୍ଗଦର୍ଶିକା ତଥା ସୁରକ୍ଷା...

ଟିକା ନେଇଥିବା ଲୋକ ସହଜରେ ହେଉଛନ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ…

ଜେନେଭା/ନୂଆଦିଲ୍ଲୀ, ୨୧।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ପୃଥିବୀରେ ସଙ୍କଟ ବଢ଼ିବାରେ ଲାଗିଛି। ତେବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞଙ୍କ ଅନୁସାରେ ଟିକା ନେଇଥିବା ଲୋକ ସହଜରେ ଓମିକ୍ରନ୍‌ରେ ଆକ୍ରାନ୍ତ ହେଉଛନ୍ତି। ଏହା ସହିତ ଓମିକ୍ରନ୍‌ ପୂର୍ବର ସମସ୍ତ...

୬ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୧।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୧୧ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୫...

ବ୍ରିଟେନରେ ଦିନକୁ ୧୨ ହଜାର ଓମିକ୍ରନ୍‌ ମାମଲା

ଲଣ୍ଡନ, ୨୧।୧୨(ପି.ଟି.): ବ୍ରିଟେନରେ ଓମିକ୍ରନ୍‌ ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଛି। ସେଠାରେ ଦୈନିକ ସଂକ୍ରମଣ ୧୨,୧୩୩ରେ ପହଞ୍ଚତ୍ଛି। ତେଣୁ କଠୋର ଲକ୍‌ଡାଉନ୍‌ ଲଗାଇବା ନେଇ ସୋମବାର ବ୍ରିଟିଶ କ୍ୟାବିନେଟରେ ଆଲୋଚନା ହୋଇଛି। ଦେଶରେ ମୋଟ ଓମିକ୍ରନ୍‌ ମାମଲା ୩୭,୧୦୧ରେ ପହଞ୍ଚତ୍ଛି।...

ଖ୍ରୀଷ୍ଟମାସ ପାଳନ ନ କରିବାକୁ ଡବ୍ଲୁଏଚଓର ପରାମର୍ଶ

ଜେନେଭା,୨୧ ।୧୨: ପାଖେଇ ଆସୁଛି ଖ୍ରୀଷ୍ଟମାସ ସହ ନୂଆବର୍ଷ । ବିଶ୍ୱବାସି ଏହି ପର୍ବକୁ ପାଳନ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । ଗତବର୍ଷ କରୋନା ମହାମାରୀ ପାଇଁ ଏହା ପାଳନ ହୋଇ ନ ଥିବା ବେଳେ...

ଗୁଜରାଟରେ ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢିଲା ନାଇଟ୍ କର୍ଫ୍ୟୁ

ଗାନ୍ଧିନଗର,୨୧ ।୧୨: ଗୁଜରାଟର ଭଦୋଦରାରେ ସୋମବାର ବ୍ରିଟେନରୁ ଫେରିଥିବା ଜଣେ ମହିଳା ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ୨୭ ବର୍ଷିୟା ମହିଳାଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଇ ନ ଥିବା ବେଳେ ସେ କିନ୍ତୁ ଓମିକ୍ରନରେ ସଂକ୍ରମିତ...

କରୋନା ମହାମାରୀ: ନାଜାଲ ଭ୍ୟାକ୍ସିନର ତୃତୀୟ ଷ୍ଟେଜ ଟେଷ୍ଟ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ

ନୂଆଦିଲ୍ଲୀ,୨୧ ।୧୨: କରୋନା ମହାମାରୀକୁ ଦୂରେଇବା ଲାଗି ଭ୍ୟାକ୍ସିନ ଏକମାତ୍ର ଉପାୟ ହୋଇଥିବା ବେଳେ ଭାରତ ବାୟୋଟେକ ଇତିମଧ୍ୟରେ ଡ୍ରଗ୍ସ ରେଗୁଲେଟରକୁ ନାକରେ ଦିଆଯାଇପାରିବା କୋଭିଡ ଟିକାର ତୃତୀୟ ଷ୍ଟେଜ ଟେଷ୍ଟ ପାଇଁ ଅନୁମତି ମାଗିଛି । ପୂର୍ବରୁ ଦୁଇଟି...

ରାଜ୍ୟରେ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ରାଜ୍ୟରେ ସୋମବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୪୫କୁ ବୃଦ୍ଧି ପାଇଛି। କେବଳ ଖୋର୍ଦ୍ଧା ଜିଲାରୁ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ...

ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ରାଜ୍ୟରେ ସୋମବାର ୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୯ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୧୦୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୭୭ ଜଣ ଲୋକାଲ...

୧୨ରାଜ୍ୟରେ ୧୫୩ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୨୦ ।୧୨: ଦେଶରେ ବେଳକୁ ବେଳ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହା ୧୨ ରାଜ୍ୟକୁ ବ୍ୟାପିଥିବା ବେଳେ ୧୫୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ସେଥିମଧ୍ୟରୁ ସର୍ବାଧିକ ମହାରାଷ୍ଟ୍ରରେ ୫୪ ଜଣ...

ଓମିକ୍ରନ୍‌କୁ ନେଇ ସବୁ ପରିସ୍ଥିତିର ସାମ୍ନା କରିବାକୁ ଦେଶ ପ୍ରସ୍ତୁତ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୦ ।୧୨: ଦେଶରେ ବଢି ଚାଲିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ପୁଣିଥରେ କେରାନା ସତର୍କ ଘଣ୍ଟି ବାଜିଲାଣି । ଫେବୃୟାରୀରେ ଓମିକ୍ରନ୍ ପିକ୍‌ରେ ପହଞ୍ଚିବା ବିଶେଷଜ୍ଞମାନେ ଚେତାବନୀ ଦେଉଥିବା ବେଳେ ଏବେବି ଲୋକେ ଏହାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri