କରୋନା ଭାଇରସ୍‌

ରାଜ୍ୟରେ ୭ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଶନିବାର ରାଜ୍ୟରେ ୭,୧୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୪,୦୨୬ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୩,୧୬୨ ଲୋକାଲ...

ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ୭ ଦିନ ଘୁଞ୍ଚିଲା

ଭୁବନେଶ୍ୱର,୨୯।୫(ବ୍ୟୁରୋ): କରୋନା ଟିକା କିଣିବା ଲାଗି ଡକାଯାଇଥିବା ଗ୍ଲୋବାଲ ଟେଣ୍ଡରକୁ ରାଜ୍ୟ ସରକାର ଆଉ ଗୋଟିଏ ସପ୍ତାହ ପାଇଁ ଘୁଞ୍ଚାଇ ଦେଇଛନ୍ତି। ଶୁକ୍ରବାର ଟେଣ୍ଡର ଖୋଲିବା ପ୍ରକ୍ରିୟା ବନ୍ଦ କରାଯାଇଛି। ଫଳରେ ଆସନ୍ତା ଜୁନ୍‌ ୪କୁ ଏହା ଘୁଞ୍ଚାଇ ଦିଆଯାଇଛି।...

ଟିକା ନେଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଲେ ୧୧୮ବର୍ଷୀୟ ବୃଦ୍ଧ

ଶ୍ରୀନଗର,୨୮।୫: କରୋନା ଭାଇରସ୍‌ର ଦ୍ୱିତୀୟ ଲହରର ପ୍ରକୋପ ମଧ୍ୟରେ ଦେଶରେ ଟିକାକରଣ ଅଭିଯାନକୁ ତ୍ୱରାନ୍ବିତ କରାଯାଇଛି। ଇତିମଧ୍ୟରେ ଜଣେ ୧୧୮ ବର୍ଷୀୟ ବୃଦ୍ଧ କରୋନା ଟିକା ନେଇ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ସୂଚନାଯୋଗ୍ୟ, ଯେଉଁଠି ଅନେକ ଲୋକ...

କରୋନା ନେଗେଟିଭ୍‌ ମା’ଙ୍କ ନବଜାତ ଶିଶୁ ପଜିଟିଭ୍‌ ଚିହ୍ନଟ

ବାରାଣସୀ,୨୮।୫: ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରକୋପ ଜାରି ରହିଥିବା ବେଳେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ କୁହାଯାଉଛି, ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତ ହେବେ। ଇତିମଧ୍ୟରେ ଉତ୍ତରପ୍ରଦେଶ ବାରାଣସୀରୁ ଏକ ଆଶ୍ଚର୍ଯ୍ୟଜନକ...

ରାଜଧାନୀରୁ ହଟିଲା ଲକ୍‌ଡାଉନ୍‌: ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀବାସୀଙ୍କ ପାଇଁ ଏକ ଖୁସି ଖବର। ଦେଶର ରାଜଧାନୀରେ କ୍ରମାଗତ ଭାବେ କରୋନା ପଜିଟିଭ୍‌ ହାର ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନ୍‌ଲକ୍‌ ପାଇଁ ସରକାର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି। ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ...

୨ରୁ ୮ବର୍ଷର ପିଲାଙ୍କ ଉପରେ କୋଭାକ୍ସିନ ଟ୍ରାଏଲ ଆରମ୍ଭ

ପାଟନା,୨୮।୫: ବିହାର ସମେତ ପୁରା ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ପ୍ରତିଦିନ ହଜାର ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା କଥା ନ କହିଲେ ଭଲ। କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତଦେହର...

୧୨ ଘଣ୍ଟା ପରେ କରୋନା ମୃତକଙ୍କଠାରୁ ବ୍ୟାପି ନ ଥାଏ ସଂକ୍ରମଣ: ଏମ୍ସ୍‌ ବିଶେଷଜ୍ଞ…

ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ କରୋନା ମୃତକଙ୍କଠାରୁ ସଂକ୍ରମଣ ହେବ କି ନାହିଁ ସେ ନେଇ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଗତ ଏକ ବର୍ଷ ଧରି ଏହା ଉପରେ ଗବେଷଣା ଜାରି ରହିଥିଲା।...

ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ: ୧୦ଲକ୍ଷ ଆମ୍ଫୋଟେରିସନ୍‌ ଇଞ୍ଜେକ୍ସନ୍‌ ଯୋଗାଇବ ଆମେରିକାର ଏହି କମ୍ପାନୀ

ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଇତିମଧ୍ୟରେ ବର୍ଦ୍ଧିତ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଏବେ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୧୧ହଜାରରୁ ଊର୍ଦ୍ଧ୍ୱ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇସାରିଛନ୍ତି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ...

ଭାରତରେ ୬ କମ୍ପାନୀଙ୍କୁ ସ୍ପୁଟନିକ୍‌-ଭି ଉତ୍ପାଦନ ଦାୟିତ୍ୱ…

ନୂଆଦିଲ୍ଲୀ, ୨୭।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ଆବଶ୍ୟକ ଟିକା ଅଭାବରୁ ସାର୍ବଜନକୀ ଟିକାକରଣ କାର୍ଯ୍ୟକ୍ରମ ଧିମା ପଡ଼ିଯାଇଛି। ତେବେ ରୁଷିଆର ସ୍ପୁଟନିକ୍‌-ଭି ଟିକା ଦ୍ୱାରା ଟିକା ଅଭାବ ପୂରଣ ହୋଇପାରିବ ବୋଲି ଭାଜପା...

ଜଣେ ଯାତ୍ରୀଙ୍କୁ ନେଇ ମୁମ୍ବାଇରୁ ଦୁବାଇ ଉଡ଼ାଣ କଲା ବିମାନ…

ମୁମ୍ବାଇ,୨୭।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ବିଦେଶ ବିମାନ ଉଡ଼ାଣ ଉପରେ କଟକଣା ଜାରି ହୋଇଛି। ସମ୍ପ୍ରତି ମୁମ୍ବାଇରୁ ଜଣେ ଯାତ୍ରୀଙ୍କୁ ନେଇ ଇମିରାତ ବିମାନ ଦୁବାଇ ଯାତ୍ରା କରିଥିବାର...

କରୋନା ଭୂତାଣୁ ଆସିଛି କେଉଁଠୁ: ୯୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି…

ଓ୍ବାଶିଂଟନ,୨୭।୫: ପୃଥିବୀରେ ତାଣ୍ଡବ ରଚିଥିବା କରୋନା ମହାମାରୀ ଭୂତାଣୁ କେଉଁଠୁ ଆସିଛି ତାହାର ରିପୋର୍ଟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୯୦ ଦିନ ମଧ୍ୟରେ ଲୋଡିଛନ୍ତି। କରୋନା ଭୂତାଣୁ ପ୍ରାଣୀଙ୍କଠାରୁ ମଣିଷଙ୍କ ପାଖକୁ ଆସିଛି ଅବା ଏହାକୁ ଚାଇନାର ଉହାନ...

ଆକ୍ରାନ୍ତ କଏଦୀଙ୍କୁ ଚିକିତ୍ସା ଅବହେଳା ଅଭିଯୋଗ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଝାରପଡା ଜେଲ୍‌ରେ ଏବେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଶତାଧିକ କଏଦୀ ଆକ୍ରାନ୍ତ ହୋଇଥିବାବେଳେ କେତେଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି। ଜେଲ୍‌ ଆଇସୋଲେଶନ ଓ୍ବାର୍ଡରେ ଠିକ୍‌ ଭାବେ ଚିକିତ୍ସା ମିଳୁ ନ ଥିବା ଓ ଗୁରୁତରଙ୍କୁ କୋଭିଡ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri