କରୋନା ଭାଇରସ୍‌

ପୁଣି ଡରାଇଲାଣି କରୋନା, ଗତ ୨୪ ଘଣ୍ଟାରେ ୪୩ ନୂଆ ସଂକ୍ରମିତ

ନୂଆଦିଲ୍ଲୀ,୮।୧୦: ଗତ ପ୍ରାୟ ଏକ ବର୍ଷ ଧରି ଭାରତରେ ବିଶ୍ୱ ମହାମାରୀ କରୋନା (କୋଭିଡ ୧୯) ମାମଲା ଶାନ୍ତ ରହିଛି। କିନ୍ତୁ ଗତ କିଛି ଦିନ ହେବ କରୋନା ସଂକ୍ରମଣ ପୁଣି ଦେଖାଯିବା ଆରମ୍ଭ କରିଛି। ରବିବାର କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରଣାଳୟର...

ସିଡିସି ନିୟମ ପାଳନ କରି ଜି-୨୦ ସମ୍ମିଳନୀରେ ଯୋଗ ଦେବେ ବାଇଡେନ

ଓ୍ବାଶିଂଟନ,୬।୯: ଜି -୨୦ ଶିଖର ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଦିଲ୍ଲୀରେ ପ୍ରସ୍ତୁତି ଶେଷ ହୋଇଛି। ଏଥି ସହିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନେକ ଦେଶର ନେତା ଏହି ସମ୍ମିଳନୀରେ ଯୋଗ ଦେବାକୁ...

ଜିଲ ବାଇଡେନ କରୋନା ପଜିଟିଭ, ବାଇଡେନଙ୍କ ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ନେଇ ଉପୁଜିଲା ସନ୍ଦେହ

ଓ୍ବାଶିଂଟନ,୫।୯:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ତଥା ଫାଷ୍ଟ ଲେଡି ଜିଲ ବାଇଡେନ କରୋନା ପଜିଟିଭ ହୋଇଛନ୍ତି। ସୋମବାର ହ୍ବାଇଟ ହାଉସ କହିଛି ଯେ ଜିଲ ବାଇଡେନଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଥିବାବେଳେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରୀକ୍ଷା...

ଆମେରିକାରେ କରୋନା ଲହର: ଇଜି.୫-ଏଫଏଲ.୧.୫.୧-ବିଏ.୨.୮୬ ଭାରିଆଣ୍ଟ ସକ୍ରିୟ…

ଓ୍ବାଶିଂଟନ,୨୨।୮ : କୋଭିଡ-୧୯ ଆମେରିକାରେ ଏକ ନୂଆ ଲହର ଭାବରେ ଫେରି ଆସିିଛି ବୋଲି ଚର୍ଚ୍ଚା ହେଉଛି। ଏନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦେଶରେ ଇଜି.୫-ଏଫଏଲ.୧.୫.୧-ବିଏ.୨.୮୬ ଭାରିଆଣ୍ଟ ସକ୍ରିୟ ହେବାରେ ଲାଗିଛନ୍ତିି। ଫଳରେ ସ୍ଥାନୀୟ ଲୋକେ ସତର୍କ ହେବାରେ...

ତିନି ବର୍ଷ ହେବ ଲାଗିଥିବା କୋଭିଡ ପ୍ରୋଟୋକଲକୁ ଶେଷ କରିବେ ନ୍ୟୁଜିଲ୍ୟାଣ୍ଡ ସରକାର

ଓ୍ବେଲିଂଟନ,୧୪।୮: ନ୍ୟୁଜିଲ୍ୟାଣ୍ଡ ସରକାର ମଙ୍ଗଳବାର ମଧ୍ୟ ରାତ୍ରିରୁ ସମସ୍ତ କୋଭିଡ-୧୯ ପ୍ରୋଟୋକଲକୁ ହଟାଇ ଦେବେ। ତିନି ବର୍ଷରୁ ଅଧିକ ସମୟ ଧରି ଲାଗୁ କରାଯାଇଥିବା ସବୁଠାରୁ କଠିନ କୋଭିଡ-୧୯ ମହାମାରୀ ନିୟମ ଏବେ ଶେଷ ହେବାକୁ ଯାଉଛି। ସ୍ବାସ୍ଥ୍ୟମନ୍ତ୍ରୀ ଆୟେଶା...

ଆମେରିକାରେ ଇଜି.୫ ଭାରିଆଣ୍ଟ ଆତଙ୍କ, ନ୍ୟୁୟର୍କରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି…

ନ୍ୟୁୟର୍କ,୧୩।୮ : କରୋନା ମହାମାରୀର ନୂଆ ଭାରିଆଣ୍ଟ ଇଜି.୫ ନେଇ ଆମେରିକାରେ ଆତଙ୍କ ସୃଷ୍ଟି ହୋଇଛି। ଏହା ଯୋଗୁ ନ୍ୟୁୟର୍କ ସିଟିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହିତ ଦେଶରେ କରୋନାର ନୂଆ ଭାରିଆଣ୍ଟ...

କରୋନା ନୂଆ ଭାରିଆଣ୍ଟ ନେଇ ଆତଙ୍କ, ୨୮ ଦିନରେ ସଂକ୍ରମଣରେ ୮୦ ପ୍ରତିଶତ ବୃଦ୍ଧି…

ଲଣ୍ଡନ,୧୨।୮ : ପୁଣିଥରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରୁଛି। କରୋନାର ନୂଆ ଭାରିଆଣ୍ଟ ଇଜି.୫.୧ ଆରିସ ଦ୍ୱାରା ଲୋକେ ସଂକ୍ରମିତ ହେବାରେ ଲାଗିଛନ୍ତି। ଏହାକୁ ଇଜି.୫.୧ ଏରିସ ସବ ଭାରିଆଣ୍ଟ ନାମିତ କରାଯାଇଛି। ସାତଟି ନୂତନ କୋଭିଡ ଭାରିଆଣ୍ଟ...

ଭାରତରେ ପୁଣି କରୋନା ଆତଙ୍କ, ମହାରାଷ୍ଟ୍ରରେ ସଂକ୍ରମଣ ବଢୁଛି…

ନୂଆଦିଲ୍ଲୀ,୮।୮ : ପୁଣିଥରେ କରୋନା ମହାମାରୀ ଭୂତାଣୁ ଦେଶରେ ନିଜର ପାଦ ବିସ୍ତାର କରୁଛି। ଏଥର କୋଭିଡ-୧୯ ର ନୂତନ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି। ଏହି ଭାରିଆଣ୍ଟ ବ୍ରିଟେନରେ ଆତଙ୍କ ସୃଷ୍ଟି କରିଛି। ବର୍ତ୍ତମାନ...

ବ୍ରିଟେନରେ ବ୍ୟାପୁଛି କରୋନା ମହାମାରୀର ନୂଆ ଭାରିଆଣ୍ଟ ଇଜି.୫.୧…

ଲଣ୍ଡନ,୭।୮ : ପୁଣିଥରେ ବ୍ରିଟେନରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରୁଛି। କରୋନାର ନୂଆ ଭାରିଆଣ୍ଟ ଇଜି.୫.୧ ଆରିସ ଦ୍ୱାରା ଲୋକେ ସଂକ୍ରମିତ ହେବାରେ ଲାଗିଛନ୍ତି। ଏହାକୁ ଇଜି.୫.୧ ଏରିସ ସବ ଭାରିଆଣ୍ଟ ନାମିତ କରାଯାଇଛି। ସାତଟି ନୂତନ କୋଭିଡ...

ଆମେରିକାରରେ ପୁଣି ବଢ଼ିଲା କରୋନା ମାମଲା, ବୁଷ୍ଟର ଡୋଜ ନେବାକୁ ପରାମର୍ଶ…

ଓ୍ବାଶିଂଟନ,୩୧।୭ : ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଚେତାବନୀ ଦେଇଛି ଦେଶରେ କରୋନା ସଂକ୍ରମଣ ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ପରିସଂଖ୍ୟାନ ଅନୁଯାୟୀ, ଡିସେମ୍ବର ୨୦୨୨ ତୁଳନାରେ ଡାକ୍ତରଖାନାରେ ଭର୍ତ୍ତି...

ଲୋକଙ୍କୁ ସଂକ୍ରମିତ କରିବା ପାଇଁ ଜାଣିଶୁଣି କରୋନା ଭୁତାଣୁ ବିକଶିତ କରିଥିଲା ଚାଇନା…

ବେଜିଂ,୨୮।୬ : କରୋନା ମହାମାରୀ ଭୁତାଣୁର ଉତ୍ପତ୍ତି ବିଷୟରେ ଅନେକ ତଥ୍ୟ ରହିଛି। ସାରା ବିଶ୍ୱରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଚାଇନାର ଏକ ଲ୍ୟାବରେ କୋଭିଡ -୧୯ ଭୁତାଣୁ ବିକଶିତ କରାଯାଇଥିଲା। ଏହାର ଅନୁସନ୍ଧାନ ପାଇଁ ଜାତିସଂଘର ଏକ ଦଳ...

ଚାଇନା ଲୋକଙ୍କୁ ସଂକ୍ରମିତ କରିବାକୁ ଜାଣିଶୁଣି ପ୍ରସ୍ତୁତ କରାଯାଇଥିଲା କରୋନା ଭାଇରସ

ବେଜିଂ,୨୮।୬: କରୋନା ଭାଇରସର ଉତ୍ପତିକୁ ନେଇ କେତେ କଥା ଶୁଣିବାକୁ ମିଳୁଛି। ସାରା ବିଶ୍ୱର ବୈଜ୍ଞାନିକମାାନେ ଦାବି କରୁଛନ୍ତି କି କୋଭିଡ-୧୯ ଚାଇନାର ଲ୍ୟାବରେ ତିଆରି କରାଯାଇଛି। ଏହାର ଯାଞ୍ଚ କରିବାକୁ ୟୁଏନର ଏକ ଟିମ ବି ଉହାନ ଲାବୋରୋଟୋରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri