କରୋନା ଭାଇରସ୍‌

ଏହି ବିଶ୍ୱବିଦ୍ୟାଳୟରେ କରୋନା ଯୋଦ୍ଧାଙ୍କ ପିଲାଙ୍କୁ ଅଧ୍ୟୟନ ଲାଗି ମିଳିବ ସ୍କଲାରଶିପ୍‌

ନୋଏଡା, ୨୦।୮: ବିଶ୍ୱ ମହାମାରୀ କରୋନ ଭାଇରସ୍‌ ସହ ଲଢ଼େଇ କରୁଥିବା କରୋନା ଯୋଦ୍ଧାଙ୍କ ପିଲାଙ୍କ ଲାଗି ଖୁସି ଖବର। ଗ୍ରେଟର ନୋଏଡାସ୍ଥିତ ନୋଏଡା ଇଣ୍ଟରନ୍ୟାଶନାଲ ବିଶ୍ୱବିଦ୍ୟାଳୟ କରୋନା ଯୋଦ୍ଧାଙ୍କ ପିଲାଙ୍କୁ ଅଧ୍ୟୟନ ଲାଗି ସ୍କଲାରଶିପ୍‌ ପ୍ରଦାନ କରିବ। ବିଶ୍ୱବିଦ୍ୟାଳୟ...

କରୋନା ଭାଇରସ ଯୋଗୁ ସ୍ବାମୀଙ୍କ ମୃତ୍ୟୁ ହେବାରୁ ପୁଅ, ଝିଅଙ୍କ ସହ ଆତ୍ମହତ୍ୟା କଲେ ପତ୍ନୀ

ନୂଆଦିଲ୍ଲୀ,୨୦।୮: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଗ୍ରାସ କରିଥିବା ବେଳେ ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ପାର କରି ସାରିଲାଣି। ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ୫୩ ହଜାର ଅତିକ୍ରମ କଲାଣି। ଏହି କରୋନା ସଂକ୍ରମଣକୁ...

ହଟ୍‌ସ୍ପଟ୍‌ରେ ଏସ୍‌ସିବି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ଆଜି ୧୦ ପଜିଟିଭ୍‌ ଚିହ୍ନଟ

କଟକ ଅଫିସ,୨୦ା୮: ଏସ୍‌ସିବି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ବୁଧବାର ପ୍ରଥମ କରି ୩ ଜଣ ଷ୍ଟାଫ୍‌ଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ତେବେ ଗୁରୁବାର ସକାଳେ ଆଉ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଆଟେଣ୍ଡାଣ୍ଟ...

ମୋଦି ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୦।୮: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିବା ସହ ସ୍ଥିତି ଅଣାୟତ ହେବାରେ ଲାଗିଛି। ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ଲକ୍ଷ ପାର କରିଛି। ଏହା କବଳରୁ କେହି ଭିଭିଆଇପି ମଧ୍ୟ ବର୍ତ୍ତି ପାରିନାହାନ୍ତି। ଇତିମଧ୍ୟରେ ମୋଦି ସରକାରଙ୍କ...

ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରୋନା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଗୁରୁବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ନିଜେ ଏ ସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହି ଟୁଇଟ୍‌ରେ କହିଛନ୍ତି, ସେ ସୁସ୍ଥ ଥିବା ସହ ହୋମ୍‌ କ୍ୱାରାଣ୍ଟାଇନ୍‌ରେ...

ଆଜି ରାଜ୍ୟରେ ୮ ମୁଣ୍ଡ ନେଲା କରୋନା: ଜାଣନ୍ତୁ ମୃତକ କେଉଁ ଜିଲାର

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୮ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୦ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୮...

୪୧ ସହରରେ ହେବ କରୋନା ଔଷଧର ଫ୍ରି ଡେଲିଭରୀ…

ନୂଆଦିଲ୍ଲୀ, ୨୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ଡକ୍ଟର ରେଡ୍ଡୀ ଲାବୋରେଟୋରୀ ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଔଷଧ ଆଭିଗନର ଭାରତରେ ବିକ୍ରି ଲାଗି ଅନୁମତି ମିଳିଛି। ଏହାକୁ ଦେଶର ୪୧ ସହରରେ କମ୍ପାନୀ...

ବିଧାନସଭା ଅଧିବେଶନ ପୂର୍ବରୁ ୪ ବିଧାୟକ କରୋନାରେ ଆକ୍ରାନ୍ତ

ଲକ୍ଷ୍ନୌ,୨୦।୮: କରୋନା ସଂକ୍ରମଣ ବେଳକୁ ବେଳ ଉଗ୍ର ରୂପ ନେବାକୁ ଯାଉଛି। ଉତ୍ତର ପ୍ରଦେଶ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏବେ ସମସ୍ତଙ୍କ ମୁଣ୍ଡ ବିଗାଡିଛି ଏହି କରୋନା ମହାମାରୀ। ବିଧାନସଭା ଆରମ୍ଭ ହେବାର ପ୍ରାୟ ୨୪ ଘଣ୍ଟା...

CORONAVIRUS UPDATE: ରାଜ୍ୟରେ ୭୦ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ରାଜ୍ୟରେ ଗୁରୁବାର ପୁଣି ୨୮୯୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ହଜାର ଟପିଛି। ତେବେ ନୂଆ ଚିହ୍ନଟ ଆକ୍ରାନ୍ତଙ୍କ...

ଅନ୍‌ଲାଇନ ପାଠପଢାରେ ବାଧା ସାଜିଛି ମୋବାଇଲ ନେଟୱାର୍କ: ପରୀକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରୀଛାତ୍ର 

ପୁରୁଷୋତ୍ତମପୁର,୨୦।୮(ଡି.ଏନ.ଏ.): ସମଗ୍ର ବିଶରେ ମାରାତ୍ମକ ମହାମାରୀ କରୋନାର ପ୍ରକୋପ ଜାରି ରହିଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ମୋବାଇଲ ନେଟୱାର୍କ କମ୍ପାନୀ ଛାତ୍ରୀଛାତ୍ରଙ୍କ ଉପରେ ଦାଉ ସାଧୁଛନ୍ତି। ଯାହାଦ୍ୱାରା ଶିିିକ୍ଷାଦାନ ସହ ପରୀକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରୀଛାତ୍ରମାନେ। କରୋନା...

କରୋନା କଲା ରେକର୍ଡ: ୨୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୦।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଲକ୍ଷ ୩୬ ହଜାର ୯୫୨ଛୁଇଁଛିି। ସେହିପରି ମୃତକଙ୍କ ସଂଖ୍ୟା...

ପୁରୀରେ ଉଚ୍ଛେଦକୁ ବର୍ଷେ ପୂରିଲା: ବିକାଶରେ କରୋନା ସାଜିଛି କଣ୍ଟା

ପୁରୀ ଅଫିସ,୨୦ା୮: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ବଦଳିଯିବ ଏହାର ରୂପରେଖ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଏହା ପରିଗଣିତ ହେବ। ଭକ୍ତ, ପର୍ଯ୍ୟଟକଙ୍କୁ ଅତ୍ୟାଧୁନିକ ସେବା ସୁବିଧା ମିଳିବ। ଏଥିପାଇଁ ଭିତ୍ତିଭୂମିର ବିକାଶ, ନୂଆ ବହୁଥାକିଆ ରାସ୍ତା,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri