ଆମେରିକାର ଗୁପ୍ତଚର ସଂସ୍ଥାର ବଡ ଦାବି: ଉହାନଙ୍କ ଲ୍ୟାବରୁ ହୋଇନି କରୋନା ମହାମାରୀ ଲିକ… ଓ୍ବାଶିଂଟନ,୨୫।୬ : ଆମେରିକାର ଅଧିକାରୀମାନେ ଚାଇନାର ଉହାନ ଲ୍ୟାବରୁ ଏକ କରୋନା ମହାମାରୀ ଲିକ ହୋଇଥିବା ଏକ ଗୁପ୍ତଚର ରିପୋର୍ଟ କୁ ଖଣ୍ଡନ କରିଛନ୍ତି। ଏହି ରିପୋର୍ଟରେ ଦୋହରାଯାଇଛି ମହାମାରୀ କିପରି ଉତ୍ପନ୍ନ ହେଲା ସେନେଇ ଆମେରିକାର ଗୁପ୍ତଚର ବିଭାଗଗୁଡ଼ିକର...
ଆସିଲା ପ୍ରଥମ ଏମଆରଏନଏ ବୁଷ୍ଟର ଟିକା… ନୂଆଦିଲ୍ଲୀ,୨୪।୬ : କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଶନିବାର କରୋନାର ଓମିକ୍ରନ ଭାରିଆଣ୍ଟ ପାଇଁ ଏମଆରଏନଏ ବୁଷ୍ଟର୍ ଟିକା ଆରମ୍ଭ କରିଛନ୍ତି। ଏକ ବିବୃତ୍ତିରେ କୁହାଯାଇଛି ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଶିଳ୍ପ ଅନୁସନ୍ଧାନ ସହାୟତା ପରିଷଦ (ବିଆରଏସି)ର ଆର୍ଥିକ...
୯୩ ପ୍ରତିଶତ ଲୋକଙ୍କଠାରେ ସୃଷ୍ଟି ହୋଇଛି କରୋନା ଆଣ୍ଟିବଡ଼ି… ନୂଆଦିଲ୍ଲୀ,୨୧।୬ : ପ୍ରଥମ ଥର ପାଇଁ ଦେଶର ୯୩ ପ୍ରତିଶତ ଜନସଂଖ୍ୟାଙ୍କଠାରେ କରୋନା ବିରୁଦ୍ଧରେ ଶକ୍ତିଶାଳୀ ଆଣ୍ଟିବଡି ସୃଷ୍ଟି ହୋଇଛି। ଯାହା ଛଅ ମାସ ପାଇଁ ସୁରକ୍ଷା ଦେଇପାରେ । ଯେଉଁମାନେ କରୋନା ଟିକା ଗ୍ରହଣ କରିଛନ୍ତି ଏହି ସ୍ତର...
ଓମିକ୍ରନ ହେବ ପରାସ୍ତ: ଏମ-ଆରଏନଏ ଟିକା ଜେମକୋଭାକ-ଓଏମକୁ ମଞ୍ଜୁରୀ… ନୂଆଦିଲ୍ଲୀ,୨୦।୬ : ବାୟୋଟେକ୍ନୋଲୋଜି ବିଭାଗ ମଙ୍ଗଳବାର କହିଛି ମିଶନ କୋଭିଡ ସୁରକ୍ଷଙ୍କ ଅନ୍ତର୍ଗତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ବିକଶିତ ଓମିକ୍ରନ ନିର୍ଦ୍ଦିଷ୍ଟ ଏମ-ଆରଏନଏ ଆଧାରିତ ବୁଷ୍ଟର୍ ଟିକାକୁ ଭାରତର ଡ୍ରଗ କଣ୍ଟ୍ରୋଲର୍ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି। ଏକ...
୪୦ ତଳେ ଦୈନିକ ସଂକ୍ରମଣ, ମାର୍ଚ୍ଚ ୨୦୨୦ ପରେ ସର୍ବନିମ୍ନ… ନୂଆଦିଲ୍ଲୀ, ୨୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ...
ଏଣ୍ଡେମିକ ପଥରେ କରୋନା, ତଥାପି ସରକାର ସତର୍କ, ପ୍ରତ୍ୟେକ ଭାରିଆଣ୍ଟ ଉପରେ ନଜର: ସ୍ବାସ୍ଥ୍ୟମନ୍ତ୍ରୀ… ନୂଆଦିଲ୍ଲୀ,୨୦।୬ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି କରୋନା ବର୍ତ୍ତମାନ ଏଣ୍ଡେମିକ ହେବାର ଶିଖରରେ ଅଛି। ତେବେ ଭାରତୀୟ ବୈଜ୍ଞାନିକମାନେ ପ୍ରତ୍ୟେକ ନୂତନ ଭାରିଆଣ୍ଟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ସରକାର ଏନେଇ ସଜାଗ ଅଛନ୍ତି। ମନ୍ତ୍ରୀ...
ବ୍ରିଟେନରେ କୋଭିଡ ପ୍ରସ୍ତୁତି ନେଇ ସାର୍ବଜନୀକ ଯାଞ୍ଚ୍, ପ୍ରତ୍ୟେକ ଆକ୍ରାନ୍ତ ପ୍ରମାଣ ସହ କହିବେ ନିଜ କାହାଣୀ… ଲଣ୍ଡନ,୧୩।୬ : କୋଭିଡ-୧୯ ମହାମାରୀ ସମୟରେ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ଏକ ସାର୍ବଜନୀକ ଯାଞ୍ଚ୍ ମଙ୍ଗଳବାର ଲଣ୍ଡନରେ ଜନସାଧାରଣଙ୍କ ପାଇଁ ଖୋଲା ଯାଇଥିଲା। ଗତ ବର୍ଷ ତତ୍କାଳୀନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏକ ନିରପେକ୍ଷ ତଦନ୍ତ ସ୍ଥାପନ କରିଥିଲେ। ପ୍ରମାଣର...
ଦୈନିକ ସଂକ୍ରମଣ ୮୦ ତଳେ… ନୂଆଦିଲ୍ଲୀ, ୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ...
ଚାଇନାରେ ପୁଣି କରୋନା ମହାମାରୀ ଯୋଗୁ ବଢ଼ିଲା ଚିନ୍ତା… ବେଜିଂ,୨୯।୫ : ପୁଣିଥରେ ଚାଇନାରେ କରୋନା ମହାମାରୀ ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଛି। ପ୍ରକାଶ ଥାଉକି, ସଂକ୍ରମଣ ମାମଲା ବୃଦ୍ଧି ଏବଂ ଲକଡାଉନ ବିରୋଧରେ ଜନସାଧାରଣଙ୍କ ଅସନ୍ତୋଷ ବଢ଼ିବାରୁ ଚାଇନା ସରକାର ଗତ ବର୍ଷଠାରୁ ନିଜର ଶୂନ ନୀତି ପରିତ୍ୟାଗ...
ଚାଇନାରେ କରୋନାର ନୂଆ ଲହର ଆଶଙ୍କା, ଜୁନରେ ଗୋଟିଏ ସପ୍ତାହରେ ସାଢେ ୬ କୋଟି ଲୋକ ହୋଇପାରନ୍ତି ସଂକ୍ରମିତ ବେଜିଂ,୨୬।୫: ଚାଇନାରେ ପୁଣିଥରେ ଆସିପାରେ କରୋନାର ଲହର। ଆଉ ଏହି ଲହର ଏତେ ବିପଦଜନକ ଯେ ଆଶଙ୍କା କରାଯାଉଛି କି ଜୁନରେ ପ୍ରତି ସପ୍ତାହରେ ସାଢେ ୬ କୋଟି ଲୋକ କରୋନାର ଏହି ଲହରରେ ସଂକ୍ରମିତ ହୋଇପାରନ୍ତି। ଏହି ଦାବି...
ଗୋଟିଏ ଦିନରେ ୪୪ ପ୍ରତିଶତ ବଢ଼ିଲା ଦୈନିକ ସଂକ୍ରମଣ… ନୂଆଦିଲ୍ଲୀ, ୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି...
ନୂଆ ରୂପ ନେଲା କରୋନା: ଏଫୟୁ-୧, ଏଫୟୁ-୨ ମ୍ୟୁଟେଶନ ଚିହ୍ନଟ, ୨୮ ଆକ୍ରାନ୍ତ… ନୂଆଦିଲ୍ଲୀ,୨୪।୪ : କରୋନା ଭୂତାଣୁ ପୁନର୍ବାର ଏହାର ସ୍ପାଇକ ପ୍ରୋଟିନ ବଦଳାଇବା ଆରମ୍ଭ କରିଛି । ବୈଜ୍ଞାନିକମାନେ ଏବେ ଏହାର ଦୁଇଟି ନୂତନ ପରିବର୍ତ୍ତନ ଚିହ୍ନଟ କରିଛନ୍ତି। ୨୮ କରୋନା ସଂକ୍ରମିତଙ୍କଠାରେ ଏହା ଦେଖିବାକୁ ମିଳିଛି। ଏହି ଦୁଇଟି ମ୍ୟୁଟେଶନକୁ...