Advertisement

ଅପରାଧ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ପ୍ରତି ଆକ୍ରମଣ ଘଟଣା: ୨ ଗଲେ ଜେଲ୍‌ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ପ୍ରତି ଆକ୍ରମଣ ଘଟଣା: ୨ ଗଲେ ଜେଲ୍‌

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ପ୍ରତି ଆକ୍ରମଣ ଘଟଣା: ୨ ଗଲେ ଜେଲ୍‌

ଦିଗପହଣ୍ଡି,୧୮ା୧୨(ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ପ୍ରତି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ ନରେନ୍ଦ୍ରପୁର…

4 months ago
ମହିଳାଙ୍କ ଗଳା କାଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଧରାଇଲା ୟୁପିଆଇ ପେମେଣ୍ଟ, ସ୍ବାମୀଙ୍କ ସମେତ ୩ ଗିରଫମହିଳାଙ୍କ ଗଳା କାଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଧରାଇଲା ୟୁପିଆଇ ପେମେଣ୍ଟ, ସ୍ବାମୀଙ୍କ ସମେତ ୩ ଗିରଫ

ମହିଳାଙ୍କ ଗଳା କାଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଧରାଇଲା ୟୁପିଆଇ ପେମେଣ୍ଟ, ସ୍ବାମୀଙ୍କ ସମେତ ୩ ଗିରଫ

କଟକ/କଟକ ସଦର,୧୬ା୧୨(କାର୍ତ୍ତିକ ସାହୁ/ ସୁଶାନ୍ତ କୁମାର ଜେନା): ହତ୍ୟାର ଶିକାର ମହିଳା ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଭିତର ସୋବଳା ଗ୍ରାମର ପଦ୍ମାବତୀ ସାମଲ(୩୫)।…

4 months ago
କମେଡିଆନ ସୁନୀଲ ପାଲଙ୍କ ଅପହରଣକାରୀଙ୍କୁ ଏନକାଉଣ୍ଟରକମେଡିଆନ ସୁନୀଲ ପାଲଙ୍କ ଅପହରଣକାରୀଙ୍କୁ ଏନକାଉଣ୍ଟର

କମେଡିଆନ ସୁନୀଲ ପାଲଙ୍କ ଅପହରଣକାରୀଙ୍କୁ ଏନକାଉଣ୍ଟର

ମେରଟ,୧୫।୧୨: କମେଡିଆନ ସୁନୀଲ ପାଲ ଏବଂ ଅଭିନେତା ମୁସ୍ତାକ ଖାନଙ୍କ ଅପହରଣକାରୀ ଅର୍ଜୁନ କର୍ଣ୍ଣଓ୍ବାଲଙ୍କୁ ପୋଲିସ ଏନକାଉଣ୍ଟର କରିଛି। ଅଭିଯୁକ୍ତଜଣଙ୍କ ପୋଲିସ ହେପାଜତରୁ ଫେରାର ହେବାକୁ ଚେଷ୍ଟା…

4 months ago
ଦେଶୀମଦ ପ୍ରସ୍ତୁତି ଘଟଣା: ମା’-ପୁଅ ଗଲେ ଜେଲ୍‌ଦେଶୀମଦ ପ୍ରସ୍ତୁତି ଘଟଣା: ମା’-ପୁଅ ଗଲେ ଜେଲ୍‌

ଦେଶୀମଦ ପ୍ରସ୍ତୁତି ଘଟଣା: ମା’-ପୁଅ ଗଲେ ଜେଲ୍‌

ଦିଗପହଣ୍ଡି,୧୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲି ନିକଟ ବେଲପଡ଼ା ଗ୍ରାମରେ ବେଆଇନ ଭାବେ ଦେଶୀମଦ ପ୍ରସ୍ତୁତ କରି ଚୋରା ଚାଲାଣ କରୁଥିବା ଘଟଣାରେ…

4 months ago
ବାପା, ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ କରି ବଡ଼ ଗଲେ ଜେଲ୍‌ବାପା, ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ କରି ବଡ଼ ଗଲେ ଜେଲ୍‌

ବାପା, ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ କରି ବଡ଼ ଗଲେ ଜେଲ୍‌

ଦିଗପହଣ୍ଡି,୧୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ବୃନ୍ଦାବନ ଗୌଡ଼ ଏବଂ ତାଙ୍କ ସାନପୁଅ ଶଙ୍କର ଗୌଡ଼ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସମ୍ପୃକ୍ତ…

4 months ago
୧୪ବର୍ଷ ପରେ ପ୍ରକାଶ ପାଇଲା ଚୂଡ଼ାନ୍ତ ରାୟ: ୫ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ୧୪ବର୍ଷ ପରେ ପ୍ରକାଶ ପାଇଲା ଚୂଡ଼ାନ୍ତ ରାୟ: ୫ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

୧୪ବର୍ଷ ପରେ ପ୍ରକାଶ ପାଇଲା ଚୂଡ଼ାନ୍ତ ରାୟ: ୫ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୯ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରରେ ଘଟିଥିବା ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାର ଦୀର୍ଘ ୧୪ ବର୍ଷର ବିଚାରଣା ପରେ ସୋମବାର ଚୂଡ଼ାନ୍ତ ରାୟ…

5 months ago
ଜଣଙ୍କ ଜୁଇ ଜଳୁଥିବାବେଳେ ଆଉ ଜଣଙ୍କୁ ସେହି ନିଆଁରେ ପକାଇ ଜାଳିଦେଲେ ଲୋକେ, କାରଣ ଜାଣିଲେ ହେବେ ଚକିତଜଣଙ୍କ ଜୁଇ ଜଳୁଥିବାବେଳେ ଆଉ ଜଣଙ୍କୁ ସେହି ନିଆଁରେ ପକାଇ ଜାଳିଦେଲେ ଲୋକେ, କାରଣ ଜାଣିଲେ ହେବେ ଚକିତ

ଜଣଙ୍କ ଜୁଇ ଜଳୁଥିବାବେଳେ ଆଉ ଜଣଙ୍କୁ ସେହି ନିଆଁରେ ପକାଇ ଜାଳିଦେଲେ ଲୋକେ, କାରଣ ଜାଣିଲେ ହେବେ ଚକିତ

କୋରାପୁଟ,୯ା୧୨: କୋରାପୁଟ ଜିଲା ବନ୍ଧୁଗାଁ ଛାରପା ଗାଁରେ ଏକ ଅଭାବାନୀୟ କାଣ୍ଡ ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କ ଶବଦାହ ଚାଲିଥିବାବେଳେ ସେହି ନିଆଁରେ ଆଉ ଜଣଙ୍କୁ ଜିଅନ୍ତା…

5 months ago
ମାଣବସା ଗୁରୁବାରରେ ସ୍ତ୍ରୀଙ୍କ ଜୀବନ ନେଇଗଲେ ସ୍ବାମୀ, ଅଟକ ରଖିଲା ପୋଲିସମାଣବସା ଗୁରୁବାରରେ ସ୍ତ୍ରୀଙ୍କ ଜୀବନ ନେଇଗଲେ ସ୍ବାମୀ, ଅଟକ ରଖିଲା ପୋଲିସ

ମାଣବସା ଗୁରୁବାରରେ ସ୍ତ୍ରୀଙ୍କ ଜୀବନ ନେଇଗଲେ ସ୍ବାମୀ, ଅଟକ ରଖିଲା ପୋଲିସ

ଭୋଗରାଇ,୫ା୧୨(ପ୍ରଦୀପ ଦାସ): ଘରୋଇ କଳହରୁ ମାର୍ଗଶିର ମାସ ମାଣବସା ଗୁରୁବାରରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବାର ଭୋଗରାଇ ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ…

5 months ago
ଅପରାଧୀଙ୍କ ଚରାଭୂଇଁ ପାଲଟିଛି ରମ୍ଭା ଅଞ୍ଚଳ, ଗୁଳି ଫୁଟାଇ କାଜୁ ଫ୍ୟାକ୍ଟ୍ରି ମାଲିକଙ୍କଠାରୁ ଲୁଟିନେଲେଅପରାଧୀଙ୍କ ଚରାଭୂଇଁ ପାଲଟିଛି ରମ୍ଭା ଅଞ୍ଚଳ, ଗୁଳି ଫୁଟାଇ କାଜୁ ଫ୍ୟାକ୍ଟ୍ରି ମାଲିକଙ୍କଠାରୁ ଲୁଟିନେଲେ

ଅପରାଧୀଙ୍କ ଚରାଭୂଇଁ ପାଲଟିଛି ରମ୍ଭା ଅଞ୍ଚଳ, ଗୁଳି ଫୁଟାଇ କାଜୁ ଫ୍ୟାକ୍ଟ୍ରି ମାଲିକଙ୍କଠାରୁ ଲୁଟିନେଲେ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ବର୍ତ୍ତମାନ ଅପରାଧୀଙ୍କ ଚରାଭୂଇଁ ପାଲଟିଛି ରମ୍ଭା ଅଞ୍ଚଳ। ହୁମା ଫାଣ୍ଡି ଓ ରମ୍ଭା ଥାନା ପୋଲିସକୁ ଚ୍ୟାଲେଞ୍ଜ କରି ଗୋଟିଏ ଗୋଟିଏ ପରେ ଲୁଟ୍‌…

5 months ago
ତାଲା ଭାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରରୁ ଦୁର୍ବୃତ୍ତ ଲୁଟିନେଲେ ଏଲ୍‌ଇଡି ଟିଭି, ପ୍ରିଣ୍ଟରତାଲା ଭାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରରୁ ଦୁର୍ବୃତ୍ତ ଲୁଟିନେଲେ ଏଲ୍‌ଇଡି ଟିଭି, ପ୍ରିଣ୍ଟର

ତାଲା ଭାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରରୁ ଦୁର୍ବୃତ୍ତ ଲୁଟିନେଲେ ଏଲ୍‌ଇଡି ଟିଭି, ପ୍ରିଣ୍ଟର

ଭୁବନ,୫ା୧୨(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଓଡ଼ିଶ ଗ୍ରାମରେ ଥିବା ପ୍ରାଥମିକ ସାସ୍ଥ୍ୟକେନ୍ଦ୍ରରୁ ବୁଧବାର ବିଳମ୍ବିତ ରାତିରେ ଏଲ୍‌ଇଡି ଟିଭି ଓ ପ୍ରିଣ୍ଟର ଚୋରି…

5 months ago