ଅପରାଧ

ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅର୍ଡର ଜାଲିଆତି ଅଭିଯୋଗ,ଏମିତି ପଡ଼ିଲେ ଧରା

ପୁରୁଷୋତ୍ତମପୁର,୧୯ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅତିରିକ୍ତ ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ସୁନିଲ କୁମାର ଟୁଡୁଙ୍କ ଦସ୍ତଖତ ସମ୍ବଳିତ କୋର୍ଟର ଅର୍ଡରକୁ ଜାଲ୍‌ କରିଥିବା ଅଭିଯୋଗରେ ପୁରୁଷୋତ୍ତମପୁର ପୋଲିସ ରବିବାର ନୋଟାରି ତଥା ଓକିଲ ସୀମାଞ୍ଚଳ ସେଠୀ, ଓକିଲ ରାମଚନ୍ଦ୍ର...

ଭଉଣୀଙ୍କ ସୁନା ଚୋରି କରି ଜେଲ ଗଲେ ଭାଇ, ବନ୍ଧା ରଖି ଆଣିଥିଲେ ଟଙ୍କା

ଗଞ୍ଜାମ,୧୬।୯(ଡି.ଏନ୍‌.ଏ.): ଭାଇ ସାଜିଲା ଭଉଣୀର ଭଗାରୀ । ନିଜ ଭଉଣୀର ସୁନା ନାନୁ ଓ ଚେନ ଚୋରି କରି ଧରା ପଡିବା ପରେ ଭାଇକୁ ଜେଲ୍‌ ଯିବାକୁ ପଡିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଥାନା...

ହାତଗୋଡ଼ ବାନ୍ଧି ଗର୍ଭବତୀଙ୍କୁ ମାରି ପୋଲ ତଳେ ଫିଙ୍ଗିଦେଲେ, ଅଧା ସନ୍ତାନ ପ୍ରସବ ଅବସ୍ଥାରେ ମିଳିଲା ମୃତଦେହ

ପରଜଙ୍ଗ,୧୧ା୯(ଡି.ଏନ୍‌.ଏ.): ଭଗବାନ ମଣିଷକୁ ବୁଦ୍ଧି, ବିବେକ, ଜ୍ଞାନ ସବୁକିଛି ଦେଇଛନ୍ତି। ମାତ୍ର ସଭ୍ୟ ମଣିଷ ଯେ ଏତେ ଅମଣିଷ ପାଲଟିଯାଏ ତାହା ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ଘଟିଥିବା ଏକ ଘଟଣାରୁ ସ୍ପଷ୍ଟ ହୋଇଛି। ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ...

ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି ଶହ ଶହ ଯୁବକଙ୍କୁ ପ୍ରେମଜାଲରେ ଫସାଉଥିଲେ ଏହି ଯୁବତୀ, ଏମିତି ପଡ଼ିଲେ ଧରା

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି ପ୍ରତିଦିନ ଶହ ଶହ ଯୁବକଙ୍କୁ ଫସାଉଥିଲେ ଜଣେ ଯୁବତୀ। ସେ ହେଉଛନ୍ତି ଖୋର୍ଦ୍ଧା ଜିଲା ନାଚୁଣୀ ଅଞ୍ଚଳର। ଏବେ ତାଙ୍କୁ ଭୁବନେଶ୍ୱର ସହିଦନଗର ଥାନା ପୋଲିସ ଗିରଫ କରିଛି। ଏହି ଯୁବତୀ ଜଣକ...

ବିଶାଖାପାଟଣାରୁ ଗିରଫ ପରେ ଚୌଦ୍ୱାର ଜେଲ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ୍‌.ଭି. ପ୍ରସାଦ

କଟକ ଅଫିସ,୭।୯: ଅନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ୍‌.ଭି. ପ୍ରସାଦଙ୍କୁ ମଙ୍ଗଳବାର ଚୌଦ୍ୱାର ଜେଲ ପଠାଇ ଦିଆଯାଇଛି। ଚିଟ୍‌ଫଣ୍ଡ ଠକେଇ ମାମଲାରେ ତାଙ୍କୁ ସୋମବାର ବିଶାଖାପାଟଣାରୁ ଗିରଫ କରାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଶାଖା ପକ୍ଷରୁ ତାଙ୍କୁ ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ହାଜର...

ଭିଡିଓ କଲ୍‌ରେ ସ୍ତ୍ରୀ ପୁଅର ଚେହେରା ନ ଦେଖାଇବାରୁ ସ୍ବାମୀ ନେଲେ ଚରମ ନିଷ୍ପତ୍ତି, ଜାଣିଲେ…

ଭୋପାଳ,୬ା୯: ମଧ୍ୟପ୍ରଦେଶର ଶିବାନୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାଗି କି ବାପଘର ଚାଲି ଯାଇଥିବା ଜଣେ ମହିଳା ଭିଡିଓ କଲ୍‌ରେ ପୁଅର ମୁହଁ ସ୍ବାମୀଙ୍କୁ ନ ଦେଖାଇବାରୁ ସ୍ବାମୀ ରଶି ଲଗାଇ ଆତ୍ମହତ୍ୟା କରିବା ଖବର ସମସ୍ତଙ୍କୁ...

ଶ୍ୱଶୁର ଘରେ ପହଞ୍ଚି ନବବିବାହିତା ସ୍ତ୍ରୀଙ୍କୁ ବେଲ୍ଟରେ ନିର୍ଧୂମ ପିଟିଲେ ସ୍ବାମୀ, ଆଉ ତା’ ପରେ…

ଭୋପାଳ,୬ା୯: ଗ୍ବାଲିଅରରେ ଜଣେ ନବବିବାହିତାଙ୍କୁ ତାଙ୍କ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ଘରୁ ତଡ଼ି ଦେଇଥିଲେ। ଫଳରେ ସେ ତାଙ୍କ ବାପଘରକୁ ଚାଲିଯାଇଥିଲେ। ଏଥିରେ କ୍ରୋଧାନ୍ବିତ ହୋଇ ଜ୍ୱାଇଁ ପହଞ୍ଚିଥିଲେ ଶ୍ୱଶୁର ଘରେ। ପରେ ମାର୍‌ପିଟ୍‌ ଆରମ୍ଭ...

ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ପାଟଣା,୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସାହୁ କମ୍ପ୍ଲେକ୍ସ ଭିତରୁ ଏସ୍‌ବିଆଇର ଏଟିଏମ୍‌କୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଛନ୍ତି। ସୋମବାର ସକାଳୁ...

ମହିଳାଙ୍କୁ ନିର୍ମମ ହତ୍ୟା, ୪ ଅଟକ

ରେଢ଼ାଖୋଲ,୬ା୯(ଡି.ଏନ୍‌.ଏ.):  ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଗ୍ରାମରେ ରବିବାର ରାତିରେ ବନିତା ମିର୍ଦ୍ଧା (୩୦) ନାମକ ଜଣେ ମହିଳାଙ୍କୁ ତାଙ୍କ ଘର ଅଗଣାରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଖବରପାଇ ରେଢ଼ାଖୋଲ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମେହେର,ଥାନା...

ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି ନାବାଳିକାଙ୍କ ଅଶ୍ଳୀଳ ଫଟୋ ଛାଡ଼ିଲେ ଦୁଇ ଯୁବକ, ଆଉ ତା’ ପରେ

ପାଟଣା,୬ା୯(ସ୍ବ.ପ୍ର.): ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳର ଜଣେ ନାବଳିକାଙ୍କୁ ଅଶ୍ଳୀଳ ମେସେଜ ସହ ନାବାଳିକାଙ୍କ ଫଟୋକୁ ଏଡିଟ୍‌ କରି ଫେସବୁକ୍‌ରେ ଛାଡ଼ିବା ଦୁଇ ଯୁବକଙ୍କୁ ମହଙ୍ଗା ପଡ଼ିଛି। ନାବାଳିକାଙ୍କ ବାପାଙ୍କ ନାମରେ ଫେକ୍‌ ଆକାଉଣ୍ଟ...

ରାଜଧାନୀକୁ ବନ୍ଧୁକ ବିକ୍ରି କରିବାକୁ ଆସିଥିବା ପଶ୍ଚିମବଙ୍ଗ ବେପାରୀ ଗିରଫ

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜଧାନୀରେ ବନ୍ଧୁକ ବିକ୍ରି କରିବାକୁ ଆସିଥିବା ପଶ୍ଚିମବଙ୍ଗର ଜଣେ ବେପାରୀଙ୍କୁ କମିଶନରେଟ ପୋଲିସ କାବୁ କିରିଛି। ରବିବାର ପୂର୍ବାହ୍ନରେ ଭରତପୁର ଥାନା ଅନ୍ତର୍ଗତ କୋଳଥିଆ ପଡିଆ ନିକଟରେ ବନ୍ଧୁକ ବିକ୍ରି ପାଇଁ ଗରାଖଙ୍କୁ ଅପେକ୍ଷା କରିଥିବାବେଳେ ପୋଲିସ ଗିରଫ...

ବ୍ରାଉନ୍‌ସୁଗାର କାରବାର: ଖୋର୍ଦ୍ଧାର ବିଟେକ୍‌ ଛାତ୍ରଙ୍କୁ ବାନ୍ଧିଲା ଏସ୍‌ଟିଏଫ୍‌

ଖୋର୍ଦ୍ଧା ଅଫିସ,୪।୯ : ଖୋର୍ଦ୍ଧା ପାଲଟିଛି ବ୍ରାଉନସୁଗାରର ପେଣ୍ଠସ୍ଥଳୀ। ଯେତିକି ଧରପଗଡ ଚାଲିଛି, ସେତିକି କାରବାର ବଢିଚାଲିଛି। ବାଲେଶ୍ବର ଜଳେଶ୍ବରଠାରୁ ଚେର ଖୋର୍ଦ୍ଧା ପର୍ଯ୍ୟନ୍ତ ଲମ୍ବିଛି। ଏଠାରୁ ଜିଲାର ବିଭିନ୍ନ ଗ୍ରାମକୁ ବ୍ରାଉନସୁଗାର ପଠାଯାଉଛି। ବାରମ୍ବାର ଏସ୍‌ଟିଏଫ୍‌ ପକ୍ଷରୁ ଧରପଗଡ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri