ଅପରାଧ

ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା: ୨ ରାଉଣ୍ଡ ଗୁଳି ଜବତ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି

ବଡ଼ବିଲ,୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଦଲକି ବସ୍ତିରେ ରହୁଥିବା ଓଏମ୍‌ଡି କମ୍ପାନୀର କର୍ମଚାରୀଙ୍କୁ ଗୁଳି କରି ହତ୍ୟା ହୋଇଛି। ମୃତକ ହେଲେ ଦୁଃଶାସନ ବାରିକ (୫୫)। ଦାମୁ ହଟିଂସ୍ଥିତ ଇଲେକ୍ଟ୍ରିକ ଗ୍ରୀଡ୍‌ ନିକଟ ଏକ ହାଇ...

ଖାତାରେ ଜମା ନାଁରେ ୧୫ ଲକ୍ଷ ଆତ୍ମସାତ୍‌

ଭୁବନେଶ୍ୱର,୭।୪ (ବ୍ୟୁରୋ): ଲୋକଙ୍କଠାରୁ ଟଙ୍କା ଆଦାୟ କରି ଜମା ନାଁରେ ୧୫ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଲିଙ୍ଗରାଜ ଥାନା ପୋଲିସ ଜଣେ ମହିଳା ଡାକ ଏଜେଣ୍ଟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ...

୩୦ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

ବାଲିକୁଦା,୭ା୪(ସ୍ବ.ପ୍ର.): ୩୦ ବର୍ଷ ଧରି ଫେରାର୍‌ ଥିବା ଜଣେ ଅଭିଯୁକ୍ତଙ୍କୁ ବୁଧବାର ବାଲିକୁଦା ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେ ହେଲେ ବାଲିକୁଦା ଥାନା ଅନ୍ତର୍ଗତ ଅନନ୍ତପୁର ଫାଣ୍ଡି ଅଧୀନ ବରମୁଣ୍ଡଳୀ ପଞ୍ଚାୟତ ବରଦିଆ (ଫୁଲବେଲାରୀ)...

ସ୍ତ୍ରୀଙ୍କୁ ସନ୍ଦେହ କରି ସ୍ବାମୀଙ୍କ ଆକ୍ରମଣ

ହିଞ୍ଜିଳିକାଟୁ,୬ା୪(ଡି.ଏନ୍‌.ଏ.): ଚରିତ୍ର ଉପରେ ସନ୍ଦେହ କରି ଶାଶୁଘରେ ପାରିବାରିକ ନିର୍ଯାତନା ସହ ଆକ୍ରମଣ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ହିଞ୍ଜିଳିକାଟୁ ଫାୟାର ଷ୍ଟେଶନ ରୋଡ୍‌ର ସୁମିତ୍ରା ନାୟକଙ୍କ ଅଭିଯୋଗ କ୍ରମେ ଥାନାରେ କେସ୍‌ ନଂ ୨୧୩/୨୩ରେ ପୋଲିସ ସ୍ବାମୀ,...

ଲାଞ୍ଚ ନେଇ ବନ୍ଧାହେଲେ ଖଣ୍ଡଗିରି ଏସ୍‌ଆଇ

ଭୁବନେଶ୍ୱର,୬ା୪(ବ୍ୟୁରୋ): ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗୁରୁବାର ଖଣ୍ଡଗିରି ଥାନା ଏସ୍‌ଆଇ ସୁଶାନ୍ତ କୁମାର ସ୍ବାଇଁ ଗିରଫ ହୋଇଛନ୍ତି। ଏକ ମାମଲାର ଦଫାରଫା କରିବା ପାଇଁ ନାକା ଗେଟ୍‌ ନିକଟରେ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ସାଇରନ ବାଜିବାରୁ ଛୁ ମାରିଲେ ଲୁଟେରା

କଟକ ଅଫିସ,୬ା୪: ତ୍ରିଶୁଳିଆ ନିକଟ ଫକୀରପଡ଼ାରେ ଥିବା ଆଇସିଆଇସିଆଇ ବ୍ୟାଙ୍କକୁ ସ୍ପଷ୍ଟ ଦିବାଲୋକରେ ଲୁଟ୍‌ କରିବାକୁ ଆସି ଲୁଟେରାମାନେ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲକର ଚାବି ମାଗିଥିଲେ। ମାତ୍ର ବ୍ୟାଙ୍କର ସାଇରନ ବାଜିବାରୁ ଲୁଟେରାଙ୍କ ଉଦ୍ୟମ...

ଭାଇଙ୍କୁ ପିଟି ହତ୍ୟା କଲେ ଭାଇ

ବ୍ରହ୍ମପୁର ଅଫିସ,୫ା୪: ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପଛପାଖରେ ଥିବା ରାଜୀବ ଆବାସ ଯୋଜନା ଘରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ସାନଭାଇଙ୍କୁ ଡମ୍ବଲ୍ସ(ବାୟାମ ଲୁହା)ରେ ଛେଚି ମଝିଆ ଭାଇ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି। ମୃତକ ହେଲେ...

ବ୍ୟାଙ୍କ ନିକଟରୁ ଲୁଟ୍‌ ଘଟଣା: ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ୍‌, ୬ ଗିରଫ

ଫୁଲବାଣୀ ଅଫିସ,୫ା୪: ଫୁଲବାଣୀ ସହର ଆକ୍ସିସ ବ୍ୟାଙ୍କ ନିକଟରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ ଘଟଣାରେ କନ୍ଧମାଳ ଜିଲା ପୋଲିସ କଳାହାଣ୍ଡି ପୋଲିସ ସହାୟତାରେ ଲୁଟେରା ଗ୍ୟାଙ୍ଗ୍‌ଙ୍କୁ କେସିଙ୍ଗା ନିକଟରୁ ଧରିଛି। ଏହି ଘଟଣାରେ ମୋଟ ୬...

ମାତିଛନ୍ତି ଝାଡ଼ଖଣ୍ଡ ଲୁଟେରା

ଅନୁଗୋଳ ଅଫିସ,୩।୪: ଅନୁଗୋଳରେ ମାତିଛନ୍ତି ଝାଡ଼ଖଣ୍ଡୀ ଲୁଟେରା ଗ୍ୟାଙ୍ଗ୍‌। ସାମାନ୍ୟ ଅନ୍ୟମନସ୍କ ହେଲେ ଆଖି ପିଛୁଳାକେ ସେମାନେ ମୋବାଇଲ ଫୋନ୍‌ ଝାମ୍ପି ନେଇ ଚମ୍ପଟ ମାରୁଛନ୍ତି। ତାଲା ବନ୍ଦ ଘରକୁ ଟାର୍ଗେଟ କରି କଳାକନା ବୁଲାଉଛନ୍ତି। ରବିବାର ସାପ୍ତହିକ ହାଟରେ...

ଗିରଫ ଏସ୍‌ଆଇଙ୍କ ଲିଙ୍ଗକୁ ନେଇ ଦ୍ୱନ୍ଦ୍ୱ

ଭଦ୍ରକ ଅଫିସ,୩ା୪: ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ ପ୍ରଲୋଭନ ଦେଖାଇ ଦୁଇବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ଜଣେ ଏସ୍‌ଆଇଙ୍କୁ ଭଦ୍ରକ ଟାଉନ ପୋଲିସ ଗିରଫ ପରେ ରବିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ଚୂଡ଼ାମଣି...

ରାଜଧାନୀରେ ବାଉନ୍‌ସର ଗ୍ୟାଙ୍ଗ୍‌, ୭ ଗିରଫ

ଭୁବନେଶ୍ୱର,୩୧।୩(ବ୍ୟୁରୋ): ରାଜଧାନୀରେ ବାଉନ୍‌ସରଙ୍କ ରାଜ୍‌ ଚାଲିଛି। ଗ୍ୟାଙ୍ଗ୍‌ ଗଢ଼ି ବଡ଼ ବଡ଼ ଅପରାଧ ଘଟାଉଛନ୍ତି। ରାତି ଅଧରେ ଜେସିବି ଲଗାଇ ଦୋକାନ ଘର ଭାଙ୍ଗି ଲୁଟ୍‌ କରିବା ସହ ଜମି ଜବରଦଖଲ କରୁଛନ୍ତି। ଏହି ଗ୍ୟାଙ୍ଗର ସଦସ୍ୟ ଥିବା ୭...

ରାମନବମୀରେ ଭିଡ଼ ଭିତରୁ ୬ ମହିଳାଙ୍କ ଚେନ୍‌ ଝାମ୍ପିନେଲେ ଲୁଟେରା

ନିଶ୍ଚିନ୍ତକୋଇଲି,୩୦ା୩(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଲ ପଞ୍ଚୟତ ରଘୁନାଥ ମନ୍ଦିରରେ ଶ୍ରୀରାମ ନବମୀ ଅବସରରେ ବହୁ ଜନ ସମାଗମ ହୋଇଥିଲା। ଏହାର ସୁଯଗ ନେଇ ଚେନ୍‌ ଲୁଟେରା ସକ୍ରିୟ ହୋଇ ପଡ଼ିଥିଲେ। ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri