ଆମ ଜିଲା ଖବର

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୯ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ହିଞ୍ଜିଳି ଥାନା ଖରିଡ଼ା ଗ୍ରାମରେ ସୋମବାର ବିଦ୍ୟୁତ୍‌ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିପ୍ର ରାଉଳ (୫୫)।…

1 year ago

ଫସଲ ଜଗିବାକୁ ମଞ୍ଚାରେ ଶୋଇଥିବା ବେଳେ ଯୁବକଙ୍କ ଗଳାକାଟି ହତ୍ୟା

ଅନୁଗୋଳ,୯ା୧୦(ଅମିତ କୁମାର ସାମଲ): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଓଲାବିର ଗାଁରେ ରବିବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛ। ଫସଲ ଜଗିବାକୁ ମଞ୍ଚାରେ ଶୋଇଥିବା ବେଳେ…

1 year ago

୨ ଦିନ ହେଲା ଉଠୁନି ମୃତ ବାଛୁରୀ

ଛତ୍ରପୁର,୮/୧୦(ସନ୍ତୋଷ ପାଢ଼ୀ /ଦିଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ରେ ଗତ ଦୁଇ ଦିନ ହେଲା ଏକ ବାଛୁରୀର ମୃତଦେହ…

1 year ago

ଚକଡ଼ା ପୋକକୁ ନେଇ ଚିନ୍ତାରେ ଚାଷୀ

ନୀଳଗିରି,9ା୧୦(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର ପ୍ରାୟ ୩୦୦ ଏକରରୁ ଊଦ୍ଧର୍‌ବ ଜମିରେ ଚକଡ଼ା ପୋକ ଲାଗି ଧାନ ଫସଲ ନଷ୍ଟ ହୋଇଛି। ଅମଳ ପୂର୍ବରୁ ଏଭଳି…

1 year ago

ନୂତନ ପୋଲ ପାଇଁ ସଂଯୋଗୀକରଣ ରାସ୍ତା ନାହିଁ

ରାହାମା, ୯।୧୦ (ଶ୍ରୀକାନ୍ତ ଦାସ ):କୁଜଙ୍ଗ ବ୍ଲକ ଅନ୍ତର୍ଗତ ବୃଦ୍ଧାନଦୀ ଉପରେ ପ୍ରାୟ ୬ମାସ ହେବ ପୋଲ ନିର୍ମାଣ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଂଯୋଗୀକରଣ ରାସ୍ତା ହୋଇନାହିଁ।…

1 year ago

ଛିଣ୍ଡାପାଲ ତଳେ ଦମ୍ପତିଙ୍କ ଜୀବନ

କୋରେଇ,୯ା୧୦(ଚନ୍ଦ୍ରକାନ୍ତ ପତି):କୋରେଇ ବ୍ଲକ ଅଧୀନ ଗୌରପୁର ପଞ୍ଚାୟତ ଇଚ୍ଛାପୁର ଗ୍ରାମର ମୂଳବାସିନ୍ଦା ନିରଞ୍ଜନ ଜେନା(୭୭) ଓ ତାଙ୍କ ସ୍ତ୍ରୀ ଦୁଃଖୀ ଜେନା (୭୨) ଛିଣ୍ଡାପାଲ ତଳେ ଜୀବନ…

1 year ago

ବିପଦ ସାଜିଛି ମୁକୁଳା ଡ୍ରେନ୍‌

କାଏମା,୮ା୧୦(ଶିବପ୍ରସାଦ ମହାନ୍ତି):ମୁକୁଳା ଡ୍ରେନ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟୁଛି। ଡ୍ରେନ୍‌ରେ ପଡ଼ି ଲୋକେ ମୃତାହତ ହେଉଛନ୍ତି। ଏହାସତ୍ତ୍ୱେ ଅଘଟଣ ଏଡାଇବା ପାଇଁ ପ୍ରଶାସନର ଚେତା…

1 year ago

ଔଷଧୀୟ ଗୁଣରେ ପରିପୂର୍ଣ୍ଣ ବଟବୃକ୍ଷ ଏବେ ଅସୁରକ୍ଷିତ

ଯାଜପୁର,୯ା୧୦(ହର୍ଷବର୍ଦ୍ଧନ ବେହେରା):ସାମାନ୍ୟ ପବନରେ ଶତାଧିକ ବର୍ଷ ପୁରୁଣା ଗଛଗୁଡିକ ଟଳି ପଡୁଛି। ସେଥିମଧ୍ୟରୁ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ତଥା ଜାତୀୟ ବୃକ୍ଷ ଏବଂ ଜୈବ ବିବିଧତାର ଉତ୍ସ…

1 year ago

ଜଗରିଜୋର-ଭୋପାଳ ମୁଖ୍ୟ ରାସ୍ତାରେ ମଇଁଷି ଗୋଠ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜଗରିଜୋରଠାରୁ ଭୋପାଳ ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ରାସ୍ତାର ପାଣିଖିଆ ସାନ୍ତାଳପଡ଼ା ଗ୍ରାମ ସନ୍ନିକଟରେ ବହୁ ମଇଁଷି…

1 year ago

କେ-ଫର୍ମ କେଁରେ ହନ୍ତସନ୍ତ ଉପାନ୍ତ ଅଞ୍ଚଳବାସୀ

କେନ୍ଦ୍ରାପଡ଼ା, ୯ା୧୦(ଜଗନ୍ନାଥ ଧଳ):ଜଙ୍ଗଲ ଜମି ଅନଧିକାର ଭାବେ ଦଖଲ ଥିଲେ କେ-ଫର୍ମରେ ଜରିମାନା ଆଦାୟ ହେଉଛି। ତେବେ ଏହି କେ-ଫର୍ମରେ ଜରିମାନା ଆଦାୟ ପାଉତି ପାଇଁ କେନ୍ଦ୍ରାପଡ଼ା…

1 year ago