ଯାଜପୁରରୋଡ୍,୧୩।୯(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ଅବରସରପ୍ରାପ୍ତ ଅଧ୍ୟକ୍ଷ କୁଶଚନ୍ଦ୍ର ପ୍ରଧାନଙ୍କ ନାମରେ ପୁରାତନ ଛାତ୍ର ପରିଷଦ(ଅଲମୁମିନି)ପକ୍ଷରୁ ଯାଜପୁରରୋଡ୍ ଥାନାରେ ଅଭିଯୋଗ ହୋଇଛି। ପ୍ରଧାନ ଗତ…
ଅନୁଗୋଳ, ୧୩।୯ (ଅମିତ କୁମାର ସାମଲ): ଗାଈ ଚରାଉଥିବା ବେଳେ ମଙ୍ଗଳବାର ବଜ୍ରପାତରେ ଗୁରୁତର ହୋଇଥିଲେ ଜଣେ ବୃଦ୍ଧ। ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି…
ଢେଙ୍କାନାଳ,୧୩।୯(ରତନ ନାୟାର): ଢେଙ୍କାନାଳ ପୂର୍ତ୍ତ ବିଭାଗ ଓ ପୌରସଂସ୍ଥା ମଧ୍ୟରେ ଉପଯୁକ୍ତ ସମନ୍ବୟ ନାହିଁ। ଯେଉଁଥିପାଇଁ ଢେଙ୍କାନାଳ ସହର ଗଣେଶ ବଜାରଠାରୁ ରଥଗଡା ପର୍ଯ୍ୟନ୍ତ ରାସ୍ତାକୁ ନେଇ…
ବ୍ରହ୍ମପୁର,୧୩।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ ମେଡିକାଲ(ଏମ୍କେସିଜି) ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ରେଫରାଲ ହସ୍ପିଟାଲ। ନିମ୍ନମାନର ରୋଗୀସେବାକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହି ଆସୁଥିବା…
ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସି ସଭା ଗୃହରେ ମଙ୍ଗଳବାର ଷଷ୍ଠ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଓ ଇଓ ଅବିନାଶ ମିଶ୍ର ମଞ୍ଚାସିନ ଥିବା…
ସୋରଡ଼ା,୧୩।୯(ଲମ୍ବୋଦର ପାଣିଗ୍ରାହୀ):ସୋରଡ଼ା ବ୍ଲକର ଆଦିବାସୀ ବହୁଳ ତଥା ବଣପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ଭ୍ରାମ୍ୟମାଣ ଡାକ୍ତରୀ ଦଳର ୭ଜଣିଆ ଟିମ୍ ପହଞ୍ଚତ୍ ସ୍ବାସ୍ଥ୍ୟସେବା ଓ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ…
ଦାରିଙ୍ଗବାଡି, ୧୨ା୯ (ଅରୁଣ ସାହୁ):ଲଘୁଚାପଜନିତ ଲଗାଣ ବର୍ଷାରେ ମଙ୍ଗଳବାର ଦାରିଙ୍ଗବାଡିରେ ନିର୍ମାଣାଧୀନ ରାସ୍ତା ଧୋଇହୋଇଯାଇଛି। ନିମ୍ନ ମାନର କାର୍ଯ୍ୟ ଯୋଗୁ ରାସ୍ତା ଧୋଇ ହୋଇଯାଇଥିବାରୁ ଲୋକମାନଙ୍କ ମଧ୍ୟରେ…
ଛତ୍ରପୁର,୧୩।୯(ସନ୍ତୋଷ ପାଢ଼ୀ): ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା (ଓସ୍ଡମା) ତରଫରୁ ଜିଲା ପରିଷଦସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ ଶିବିର ଅତିରିକ୍ତ ଜିଲାପାଳ…
ବାଲେଶ୍ୱର, ୧୩।୯(ମାନସ ବିଶ୍ୱାଳ): ବାଲେଶ୍ୱର ସହରରେ କିଛିଦିନ ଧରି ଅପରାଧିକ କାର୍ଯ୍ୟକଳାପ ବନ୍ଦ ଥିଲା ବେଳେ ଗତ ସୋମବାର ଅପରାହ୍ନରେ ସହଦେବଖୁଣ୍ଟା ଥାନା ଶୋଭାରାମପୁର ଅଞ୍ଚଳର ଟାଇଲ୍ବସା…
ଖଇରା, ୧୩।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ତହସିଲ ବର୍ତ୍ତନା ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ବାଉଁଶଗଡିଆ କୋହ୍ଳସାହି ନିକଟରୁ ମୋରମ ଚୋରାଚାଲାଣ କରାଯାଉଥିବା ବେଳେ ଗ୍ରାମବାସୀ ସୋମବାର…