ଆମ ଜିଲା ଖବର

ବିଧାୟକଙ୍କ ନିର୍ଦ୍ଦେଶରେ ୩ବର୍ଷ ପରେ ଖୋଲିଲେ ଗେଟ୍‌

କେସିଙ୍ଗା,୧୭।୫(ଡି.ଏନ.ଏ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରସୂତିକାଳୀନ ଏବଂ ଶିଶୁ ସାସ୍ଥ୍ୟ କେନ୍ଦ୍ରକୁ ଯାଇଥିବା ମୁଖ୍ୟ ଗେଟ୍‌କୁ ଜିଲାପାଳଙ୍କ ଉପସ୍ଥିତରେ ଖୋଲା ଯାଇଛି।…

1 year ago

ଗ୍ରୀଷ୍ମ ଯନ୍ତ୍ରଣା ବଢ଼ାଉଛି ବିଦ୍ୟୁତ୍‌ କାଟ

ଅନୁଗୋଳ ଅଫିସ, ୧୭।୫: ଅସହ୍ୟ ଗ୍ରୀଷ୍ମ ପ୍ରବାହ ବେଳେ ଘନ ଘନ ହେଉଛି ବିଦ୍ୟୁତ୍‌ କାଟ। ଘଣ୍ଟା ଘଣ୍ଟା ଧରି ଅପେକ୍ଷା ସତ୍ତ୍ୱେ ଆସୁନି କରେଣ୍ଟ। ଫଳରେ…

1 year ago

ଜିଲାରେ କମିଛି ଡେଙ୍ଗୁ ପ୍ରକୋପ

ଢେଙ୍କାନାଳ ଅଫିସ, ୧୬।୫: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ମଙ୍ଗଳବାର ଜିଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା.…

1 year ago

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସିବେ ୫ଟି ସଚିବ

କେସିଙ୍ଗା,୧୭।୫(ଡିଏନଏ) ଆସନ୍ତା ୧୯ ଓ ୨୦ ତାରିଖ ଶୁକ୍ରବାର ଏବଂ ଶନିବାର ୫ଟି ସଚିବ ଭି.କେ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସୁଛନ୍ତି। ଏନେଇ କେସିଙ୍ଗା ବିଡ଼ିଓ ପ୍ରଫୁଲ…

1 year ago

ରାଜନୀତିରୁ ବଢୁଛି ରକ୍ତପାତ

ଢେଙ୍କାନାଳ ଅଫିସ, ୧୭।୫: ରାଜନୈତିକ ଗୋଷ୍ଠୀ କନ୍ଦଳରୁ ବଢୁଛି ରକ୍ତପାତ। ଗଡୁଛି ମୁଣ୍ଡ। ହତ୍ୟାକାଣ୍ଡର ଅଭିଯୁକ୍ତମାନେ ଧରାପଡୁଛନ୍ତି ସତ, ହେଲେ ପରଦା ପଛର ଖଳନାୟକଙ୍କ ପାଖରେ ପହଞ୍ଚତ୍…

1 year ago

କାଶିନିପଦର: ହିତାଧିକାରୀଙ୍କ ଚାଉଳ ଲୁଟ୍‌ ଅଭିଯୋଗ

ଫୁଲବାଣୀ ଅଫିସ, ୧୭।୫: କନ୍ଧମାଳ ଜିଲାରେ ହିତାଧିକାରୀଙ୍କ ଚାଉଳ ହେରଫେର ହେଉଥିବା ଅଭିଯୋଗ ହୋଇଛି। ବିଗତ ଦିନରେ କୁଟିଆ କନ୍ଧଙ୍କ ଚାଉଳ ହରିଲୁଟକୁ ନେଇ ଜିଲାରେ ଚର୍ଚ୍ଚା ଜୋର…

1 year ago

ଟେଣ୍ଟ ଉଡ଼ିଗଲା, ତୋରଣ ଭାଙ୍ଗିଲା

ଭଞ୍ଜନଗର/ଚିକିଟି/ଆସିକା,୧୬।୫(ଡି.ଏନ.ଏ): ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଭଞ୍ଜନଗର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ ତୋଫାନ ସହ ବର୍ଷା ହୋଇଛି। ଭଞ୍ଜନଗର ଠାକୁରାଣୀ ଯାତ୍ରା ପାଇଁ ହୋଇଥିବା…

1 year ago

କ୍ଷୁଦ୍ର ଜଳସେଚନ ବିଭାଗରେ ସରକାରୀ ଅର୍ଥ ବ୍ୟୟ

ପାରଳାଖେମୁଣ୍ଡି,୧୭।୫(ଡି.ଏନ୍‌.ଏ.): ଗଜପତି ଜିଲା କ୍ଷୁଦ୍ର ଜଳସେଚନ ବିଭାଗୀୟ କର୍ମକର୍ତ୍ତାଙ୍କ ଆନ୍ତରିକତାର ଅଭାବ ଯୋଗୁ ପାରଳା ମହାରାଜାଙ୍କ ଅମଳର ସମସ୍ତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଶିଥିଳ ଭାବେ ପଡ଼ି…

1 year ago

ମୁରବିବିହୀନ ଜିଆର୍‌ପି ଥାନାରେ କର୍ମଚାରୀ ମରୁଡ଼ି

ବ୍ରହ୍ମପୁର ଅଫିସ,୧୭।୫: ବ୍ରହ୍ମପୁରରେ ଥିବା ସରକାରୀ ରେଳବାଇ ପୋଲିସ (ଜିଆର୍‌ପି) ଥାନାରେ ଏବେ ଇନ୍ସପେକ୍ଟର ପଦବୀ ଖାଲି ପଡ଼ିଛି। ଗତ ୨୭ ତାରିଖରୁ ଇନ୍ସପେକ୍ଟର ଜ୍ୟୋତି ପ୍ରକାଶ…

1 year ago

ଆରମ୍ଭ ହେଲା ରବିଧାନ ସଂଗ୍ରହ

ବାରିପଦା ଅଫିସ,୧୭।୫: ମୟୂରଭଞ୍ଜ ଜିଲାରେ ଚଳିତ ବର୍ଷ ଚାଷୀମାନଙ୍କଠାରୁ ରବି ଧାନ କିଣା ଆରମ୍ଭ ହୋଇଛି। ଜିଲାସ୍ତରୀୟ ରବି ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟି ବୈଠକ…

1 year ago