ଚଣ୍ଡିଖୋଲ,୧୧।୧(ଡି.ଏନ.ଏ.): ଫୁଲ ଚୋରି ରୋକିବା ପାଇଁ ଜଣେ ଶିକ୍ଷକ ନିଜ ବାଡିରେ ଥିବା ତାର ବାଡରେ ବିଦ୍ୟୁତ୍ ସଂଯୋଗ କରିଥିଲେ। ସେହି ତାରବାଡ଼ ସଂସ୍ପର୍ଶରେ ଆସି ଜଣେ…
ରାଜନଗର, ୧୧।୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ କୁମ୍ଭୀର ଗଣନା ଶେଷ ହୋଇଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ କୁମ୍ଭୀରଙ୍କ ସଂଖ୍ୟାରେ ୧୬ ବଢ଼ିଥିବା ରିପୋର୍ଟରୁ ଜଣାପଡ଼ିଛି। ଗତବର୍ଷ…
ସମ୍ବଲପୁର,୧୧।୧(ବ୍ୟୁରୋ): ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀ ଗଣନା ରିପୋର୍ଟ ସୋମବାର ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ରିପୋର୍ଟ ଅନୁଯାୟୀ ଚଳିତବର୍ଷ ବିଦେଶୀ ପକ୍ଷୀ…
କେନ୍ଦ୍ରାପଡ଼ା ଅଫିସ, ୧୧ା୧: ଗାଁରେ ଆଉ କେନ୍ଦରା ସ୍ବର ଶୁଭୁନାହିଁ। ପାଲା, ଦାସକାଠିଆରେ ଲୋକଙ୍କ ରାତି ଆଉ ପାଉ ନାହିଁ। କଣ୍ଢେଇ ଲୋକ କଳା ବିଲୁପ୍ତ ହେବକୁ…
ନିମାପଡ଼ା,୧୧।୧(ଡି.ଏନ୍.ଏ.): ନିମାପଡ଼ା ଥାନା ଅଞ୍ଚଳରେ ନିଶାଦ୍ରବ୍ୟ କାରାବାର ଜୋରଦାର ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏ ନେଇ ଏସ୍ପି ଡ.କନଓ୍ବର ବିଶାଲ ସିଂଙ୍କ ନିର୍ଦ୍ଦେଶକ୍ରମେ ଏସ୍ଡିପିଓ…
ଡେରାବିଶ,୧୧ା୧(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଡେରାବିଶ ବ୍ଲକ ଅଧୀନରେ ଥିବା ୧୨…
ରଘୁନାଥପୁର,୧୧ା୧(ଡି.ଏନ୍.ଏ.): ସରକାର ବିଭିନ୍ନ ପଞ୍ଚାୟତରେ ପାନୀୟଜଳ ପ୍ରକଳ୍ପ କରି ଗ୍ରାମାଞ୍ଚଳରେ ସ୍ବଚ୍ଛ ପିଇବା ପାଣି ଯୋଗାଇ ଦେଉଛନ୍ତି। ମାତ୍ର ଅନେକ ସମୟରେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ…
କଟକ ଅଫିସ,୧୧।୧: ମୟୂରଭଞ୍ଜ ଜିଲାର ପଡ଼ିଆବେଡ଼ା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କ ଆବେଦନକୁ ସୋମବାର ହାଇକୋର୍ଟ ଖାରଜ…
ପାରାଦୀପ, ୧୧ା୧(ସ୍ବ.ପ୍ର.): କେନ୍ଦ୍ର ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ସଚିବ ଡା.ସଞ୍ଜୀବ ରଞ୍ଜନ ସୋମବାର ପ୍ରଥମ ଥର ପାଇଁ ପାରାଦୀପ ଗସ୍ତ କରିଛନ୍ତି। ତାଙ୍କୁ…
ଜଗତ୍ସିଂହପୁର ଅଫିସ, ୧୧ା୧: ଜଗତ୍ସିଂହପୁର ଜିଲାରେ କୋଭିଡ୍- ୧୯ ସୁପରିଚାଳନା ସଂକ୍ରାନ୍ତୀୟ ସମୀକ୍ଷା ବୈଠକ ସୋମବାର ଜିଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।…