ଆମ ଜିଲା ଖବର

ବଜ୍ରପାତରେ ୨ ଗୁରୁତର

ଚମ୍ପୁଆ,୨୮ା୫ (ଡି.ଏନ.ଏ.)-ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ପଞ୍ଚାୟତର ପତଳା ଗ୍ରାମରେ ଗୁରୁବାର ସକାଳେ ବଜ୍ରପାତରେ ୨ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପାର୍ବତୀ ପାତ୍ର ଓ ଝୁମି…

4 years ago

ଅଭିଯୋଗ ପରେ ବିବାହ କଲେ ପ୍ରେମିକ

ନିମାପଡ଼ା,୨୮ା୫(ଡି.ଏନ.ଏ.): ପ୍ରଥମେ ବିବାହ ପ୍ରତିଶ୍ରୁତି ଦେଇ ରଖିଲେ ଶାରୀରିକ ସମ୍ପର୍କ। ଯୁବତୀଜଣକ ଅନ୍ତଃସ୍ବତ୍ତା ହେବାପରେ ପ୍ରେମିକ ବିବାହ ହେବା ପାଇଁ ମନା କରିଦେଇଥିଲେ। ଏ ନେଇ ଯୁବତୀ…

4 years ago

ବେଆଇନ ବିଲ୍‌ ଆଦାୟ ବିରୋଧରେ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ,୨୮।୫- ବାଲେଶ୍ୱର ଜିଲାର ବିଦ୍ୟୁତ୍‌ ସରବରାହ ପରିଚାଳନା ଦାୟିତ୍ୱରେ ଥିବା ନେସ୍କୋ ବିଦ୍ୟୁତ୍‌ ବିତରଣ ସଂସ୍ଥା ଉପଭୋକ୍ତାଙ୍କ ଠାରୁ ବିଦ୍ୟୁତ୍‌ ଶକ୍ତି ବ୍ୟବହାର ବାବଦରେ ଶୁଳ୍କ…

4 years ago

ଶ୍ରମିକ, ଚାଷୀଙ୍କୁ ସହାୟତା ଯୋଗାଇ ଦିଅନ୍ତୁ କେନ୍ଦ୍ର, ରାଜ୍ୟ ସରକାର

ଜୟପୁର ,୨୮ା୫(ଡି.ଏନ.ଏ./ନି.ପ୍ର. )- କୋରାପୁଟ ଜିଲା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଗୁରୁବାର ଜିଲା କଂଗ୍ରେସଭବନଠାରେ ଏକ ଖବରଦାତା ସମ୍ମିଳନୀରେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ,…

4 years ago

କର୍ମଚାରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ନ ଦେଲେ ଗଡିବନି ବସ୍‌

ଜୟପୁର,୨୮ା୫(ଡି.ଏନ.ଏ./ନି.ପ୍ର. )- ଯାତ୍ରୀବାହୀ ବସ୍‌ ଚଳାଚଳ ଆସନ୍ତା ୧ରୁ ଚାଲିବ। ଏନେଇ ରାଜ୍ୟସଂଘ ସହ ଆଲୋଚନା ପରେ ନିଷ୍ପତ୍ତି ହୋଇଛି। ବିଭିନ୍ନ ଘୋରଇ ବସ୍‌ ମାଲିକ ସଂଘ…

4 years ago

୨ହଜାର ଲୋକଙ୍କୁ ନେଇ ବିଚ୍ଛିନାଞ୍ଚଳରେ ପ୍ରଜାମେଳି

କୋରୁକୋଣ୍ଡା, ୨୮ା୫(ଡି.ଏନ. ଏ.)-ବିଚ୍ଛିନାଞ୍ଚଳବାସୀ ବାରମ୍ବାର ନିଜ ସମସ୍ୟା ନେଇ ପ୍ରଶାସନ ନିକଟରେ ଉପସ୍ଥାପନ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଫଳରେ ବିଚ୍ଛିନାଞ୍ଚଳବାସୀ ପୁଣି ଥରେ ପ୍ରଜାମେଳି…

4 years ago

୪ମାସ ବିତିଲା, ମୃତ୍ୟୁ ରହସ୍ୟ ଉନ୍ମୋଚିତ ହେଲାନି

ଦେଓଗାଁ, ୨୮ା୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସିଲେଟକାନୀ ଗାଁ ନିକଟ ସୋନଗଡ ନଦୀପଠାରୁ ୧୧ବର୍ଷର ବାଳକ ବାବୁଲାଲ ବଗର୍ତ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହେବା ୪ମାସ…

4 years ago

ନିରାଡମ୍ବରରେ ହେଲା ଦେବଦମ୍ପତିଙ୍କ ବିବାହ

ଧରାକୋଟ,୨୮ା୫(ଡି.ଏନ୍‌.ଏ.)- କରୋନା କଟକଣା ଯୋଗୁ ଧରାକୋଟଗଡ଼ର ପ୍ରମୁଖ ଯାତ୍ରା ଶୀତଳଷଷ୍ଠୀ ଚଳିତ ବର୍ଷ ନିରାଡମ୍ବରରେ ଶେଷ ହୋଇଛି। ଦୀର୍ଘବର୍ଷ ହେଲା ଏହିଦିନ ବାବା ଚନ୍ଦ୍ରଶେଖରଙ୍କ ସହ ମା’…

4 years ago

ପ୍ରବାସୀଙ୍କ ପାଇଁ ସାମଗ୍ରୀ ବୋହିଲେ ପ୍ରଶାସନିକ ଅଧିକାରୀ

ଜୁନାଗଡ଼,୨୮।୫(ଡି.ଏନ୍‌.ଏ.)-କୋଭିଡ-୧୯କୁ ମୁକାବିଲା କରିବା ପାଇଁ ଜୁନାଗଡ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଡିଓଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଏହି କାମରେ ନିୟୋଜିତ ରହିଛନ୍ତି।…

4 years ago

ଅମ୍ଫନ କ୍ଷତିପୂରଣ ଦାବି

ବିଞ୍ଝାରପୁର, ୨୮।୫ (ଡି.ଏନ୍‌.ଏ.): ବାତ୍ୟା ଅମ୍ଫନ ପ୍ରଭାବରେ ବିଞ୍ଝାରପୁର ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ଶହ ଶହ ପରିବାର ପ୍ରଭାବିତ ହୋଇଛନ୍ତି। ଅନେକଙ୍କର କଚ୍ଚା ଘର ଭାଙ୍ଗି…

4 years ago