ଅନୁଗୋଳ

୬ ମାସ ନ ପୂରୁଣୁ ୬ ସ୍ଥାନରେ ଫାଟ

ବଇଣ୍ଡା,୧୦ା୮(ଡି.ଏନ.ଏ.) ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇନି। ଏପରି କି ନିର୍ମାଣାଧୀନ ୪୦ କିଲୋମିଟର ରାସ୍ତାକୁ ୬ ମାସ ମଧ୍ୟ ପୂରିନି। ହେଲେ ୬ଟି ସ୍ଥାନରେ ଫାଟ ଦେଖାଦେଲାଣି। ଏହାକୁ ନେଇ ଆଶଙ୍କାରେ ପଡ଼ିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର...

‘କଣ୍ଡି’ କହେ ପାଣିପାଗ କଥା

ଛେଣ୍ଡିପଦା,୯ା୮: ପାଣିପାଗ ସହ ଚାଷ ଓ ଚାଷୀଙ୍କ ଭାଗ୍ୟ ବନ୍ଧା। ଅନୁକୂଳ ପାଗ ସୂଚନା ଚାଷୀଙ୍କୁ କର୍ମଚଞ୍ଚଳ କରିଦିଏ। ପ୍ରତିକୂଳର ସାମାନ୍ୟ ଆଶଙ୍କା ମଧ୍ୟ ଚିନ୍ତାରେ ପକାଇଦିଏ। ପ୍ରତିବର୍ଷ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି)ର ଏ ସମ୍ପର୍କିତ ଘୋଷଣାକୁ ଚାଷୀମାନେ...

ଉନ୍ନତି ଦିଗକୁ ଉପେକ୍ଷା

ଅନୁଗୋଳ ଅଫିସ, ୮ା୮: ଅନୁଗୋଳ ଜିଲାର ଅନୁଗୋଳ, ତାଳଚେର, ବଅଁରପାଳ, ଛେଣ୍ଡିପଦା ଓ ଢେଙ୍କାନାଳ ଜିଲା ମେରାମଣ୍ଡଳୀ ଅଞ୍ଚଳର ବିଭିନ୍ନ ବିକାଶ କାର୍ଯ୍ୟ ପାଇଁ ଅନୁଗୋଳ-ତାଳଚେର-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (ତାମଡା) ଆରମ୍ଭ ହୋଇଥିଲା। ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ତାମଡା...

ଶିଶୁକନ୍ୟା ଜନ୍ମଦେଲେ ନାବାଳିକା

ଅନୁଗୋଳ ଅଫିସ, ୭।୮: ନାବାଳିକାଙ୍କ ଗର୍ଭରେ ବଢୁଥିଲା ସନ୍ତାନ। ହେଲେ ଏ କଥା ଜାଣି ନ ଥିଲେ ପରିବାର ସଦସ୍ୟ। ହଠାତ୍‌ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ଟ୍ୟୁମର ହୋଇଥିବା ସନ୍ଦେହରେ ଘର ଲୋକେ ତାଙ୍କୁ ନେଇ ଯାଉଥିଲେ...

ସୁରକ୍ଷିତ ରହିବ ସରକାରୀ ସମ୍ପତ୍ତି

ଅନୁଗୋଳ ଅଫିସ, ୭।୮ ଅନୁଗୋଳ ପୌରାଞ୍ଚଳରେ ଆଉ ଦେଖାଦେବନି ଜବରଦଖଲ ସମସ୍ୟା। ଏଠାରେ ଥିବା ସରକାରୀ ସମ୍ପତ୍ତି ଉନ୍ନୟନ କାର୍ଯ୍ୟ ନିମନ୍ତେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ। କୌଣସି ସ୍ଥାନକୁ କେହି ଅକ୍ତିଆର କରିବାକୁ ଉଦ୍ୟମ କରିବା ମାତ୍ରେ ତୁରନ୍ତ ଖବର...

ବର୍ଷାଭାବ ବିଗାଡ଼ୁଛି ଚାଷ

ଆଠମଲ୍ଲିକ,୬ା୮(ଡି.ଏନ.ଏ.) ଚାଷ ସମୟ ଗଡ଼ିଯାଉଛି। ହେଲେ ରୁଆ, ବେଉଷଣ ପାଇଁ ଜମିରେ ପାଣି ନାହିଁ। ଚଳିତ ବର୍ଷ ବର୍ଷା ପରିମାଣ କମ୍‌ ରହିଥିବାରୁ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ଚାଷ କାର୍ଯ୍ୟ ଏପରି ବିଗିଡ଼ି ଯାଇଛି। ୨୪୭୫ ହେକ୍ଟର...

ବନ୍ୟା ଜଳ ଛାଡ଼ିଲା ରେଙ୍ଗାଳି

କଣିହାଁ,୫।୮ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍‌ରୁ ବୁଧବାର ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲାଯାଇଥିବା ସୂଚନା ମିଳିଛି। ଅଧୀକ୍ଷଣ ଯନ୍ତ୍ରୀ ଅଜିତ...

ବ୍ୟବସ୍ଥିତ ନୁହେଁ ବ୍ୟବସ୍ଥା

ଅନୁଗୋଳ ଅଫିସ, ୫ା୮:  ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କୁ କରାଯାଉଛି ଶୋଷଣ। ଏଠାରେ ବୁଲୁଥିବା ଦଲାଲମାନେ ସହଯୋଗ ଆଳରେ ସେମାନଙ୍କୁ ଠକେଇ କରୁଛନ୍ତି। କେତେବେଳେ ସରକାରୀ ଯୋଜନାରେ ଉପକୃତ କରାଇଦେବାକୁ କହି ଟଙ୍କା ନେଉଛନ୍ତି ତ...

ଜଙ୍ଗଲାଞ୍ଚଳରେ ଅପହଞ୍ଚ ଯୋଜନା

ବଇଣ୍ଡା,୪ା୮(ଡି.ଏନ.ଏ.) – ଯୋଗାଯୋଗର ଉନ୍ନତି ପାଇଁ ଗ୍ରାମାଞ୍ଚଳରେ ପକ୍କା ସଡ଼କ ନିର୍ମାଣ ହେଉଛି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ବସୁଧା ଯୋଜନାରେ ପ୍ରକଳ୍ପମାନ କରାଯାଉଛି। ଗରିବ ପରିବାରକୁ ବିନା ମୂଲ୍ୟରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଉଛି। ହେଲେ ରାଜ୍ୟ ସରକାରଙ୍କ...

ନିଷ୍ପତ୍ତିରେ ବିଳମ୍ବ ନ ହେଉ

ଅନୁଗୋଳ ଅଫିସ, ୩ା୮ କୋଭିଡ୍‌ ସଂକ୍ରମଣ ସାମାନ୍ୟ ଥମିଛି। ତେଣୁ ଅନଲକ୍‌କୁ ଯାଇଛନ୍ତି ରାଜ୍ୟ ସରକାର। ଦୀର୍ଘଦିନ ଧରି ବନ୍ଦ ରହିଥିବା ଶପିଂ ମଲ, ସିନେମା ହଲ, ପାର୍କ ଆଦିକୁ ଜନସାଧାରଣଙ୍କ ପାଇଁ ଖୋଲାଯାଇଛି। ଅଧା ଦର୍ଶକରେ ଯାତ୍ରାକୁ ଅନୁମତି...

ଗୁଣିଗାରେଡି, ପୂର୍ବ ରାଗରୁ ୩ ଜଣଙ୍କୁ ହତ୍ୟା

ଖମାର,୨ା୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡା ବ୍ଲକ ଖମାର ଥାନା କୁଞ୍ଜାମ ପଞ୍ଚାୟତର ୩ ଜଣଙ୍କୁ ଗୁଣିଗାରେଡି ସନ୍ଦେହ ଓ ପୂର୍ବ ରାଗ ରଖି ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ପରେ ମୃତଦେହକୁ ରଶିରେ ବାନ୍ଧି ଘୋଷାରି ନେଇ ସମାକୋଇ ନଦୀରେ ଫିଙ୍ଗାଯାଇଥିବା...

ମଶା ନେଇଛି ୫୪ ମୁଣ୍ଡ

ଅନୁଗୋଳ ଅଫିସ, ୨ା୮:  ମଶାଜନିତ ରୋଗରେ ଯାଉଛି ମଣିଷ ଜୀବନ। କେତେବେଳେ ମଶା ମ୍ୟାଲେରିଆର ବାହାକ ସାଜୁଛି ତ କେବେ ଡେଙ୍ଗୁ ରୋଗରେ ଆକ୍ରାନ୍ତ କରୁଛି। ଗତ ୧୦ ବର୍ଷ ମଧ୍ୟରେ ଅନୁଗୋଳ ଜିଲାରେ ଏହି ଦୁଇ ରୋଗରେ ମୋଟ୍‌ ୫୪...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri