ଅନୁଗୋଳ

ବ୍ରାହ୍ମଣୀରେ ବହଳିଆ କଳାପାଣି

ତାଳଚେର,୨୬ା୯(ମନୋଜ ନନ୍ଦ):ଅନୁଗୋଳ ଜିଲା ତାଳଚେର ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀରେ ସୋମବାର ଅପରାହ୍ନଠାରୁ ହଠାତ୍‌ ବହଳିଆ କଳାପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା। ଏହି ଖବର ପାଇବା ପରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ...

ହାତୀଙ୍କ ଅବାଧ ଗତିକୁ ରୋକ

ଅନୁଗୋଳ,୨୪।୯(ଅମିତ କୁମାର ସାମଲ): ଅନୁଗୋଳ ସର୍କିଟ ହାଉସ ଠାରେ ଅନୁଗୋଳ ଜିଲା ବନ ବିଭାଗର ଏକ ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ଏଥିରେ ଅଧ୍ୟକ୍ଷତା କରିଥିଲେ।...

ସହଜ ହେଉନି ସଂଯୋଗ

ବଇଣ୍ଡା,୨୩ା୯ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତର ବୈଷ୍ଟବ ସାହି ଠାରୁ ଭାୟା ଅର୍ଜୁନଧରା ଦେଇ ବିଲେଇନାଳି ପଞ୍ଚାୟତକୁ ସଂଯୋଗ କରୁଛି ପୂର୍ତ୍ତ ବିଭାଗ ରାସ୍ତା। ବ୍ଲକ ସଦର ମହକୁମାକୁ ଏହି ସଡ଼କରେ କମ୍‌ ଦୂରତା...

ଘରୁ ଡାକି ନେଇ ହତ୍ୟା, ଠେଙ୍ଗାରେ ପିଟି ମାରିଦେଲେ

ଅନୁଗୋଳ,୧୭ା୯(ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଞ୍ଚଳରେ ୨ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କାଙ୍ଗୁଲା ଗ୍ରାମର ସଂଗ୍ରାମ ବେହେରା(୨୨)ଙ୍କୁ ଘରୁ ଡାକି ନେଇ କେହି ହତ୍ୟା କରିଥିବା ବେଳେ ଅଙ୍ଗାରବନ୍ଧ ଗାଁର ସୌମ୍ୟରଞ୍ଜନ ବେହେରାଙ୍କୁ ଠେଙ୍ଗାରେ...

ସହପାଠୀଙ୍କୁ ପଢ଼ାଉଛନ୍ତି ମେଧାବୀ

ବଇଣ୍ଡା,୧୬।୯(ପରିକ୍ଷିତ ସାହୁ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଆହ୍ବାନ କ୍ରମେ ୩ ଦଫା ଦାବି ପୂରଣ ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ଓ କିଶୋରନଗର ବ୍ଲକର ଶିକ୍ଷୟିତ୍ରୀ ଶିକ୍ଷକମାନେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଚଳାଇଛନ୍ତି। ଏହି...

ବଜ୍ରପାତ ଆକ୍ରାନ୍ତଙ୍କୁ ବାଇକ୍‌ରେ ଅଣାଗଲା ମେଡିକାଲ

ଅନୁଗୋଳ, ୧୩।୯ (ଅମିତ କୁମାର ସାମଲ): ଗାଈ ଚରାଉଥିବା ବେଳେ ମଙ୍ଗଳବାର ବଜ୍ରପାତରେ ଗୁରୁତର ହୋଇଥିଲେ ଜଣେ ବୃଦ୍ଧ। ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ୩ ଘଣ୍ଟାର ଅପେକ୍ଷା ସତ୍ତ୍ୱେ...

କାର୍ଯ୍ୟକ୍ଷମ ହେଉନି ଜେଏମ୍‌ଏଫ୍‌ସି କୋର୍ଟ

ବଇଣ୍ଡା,୧୧।୯(ପରିକ୍ଷିତ ସାହୁ): ଗ୍ରାମାଞ୍ଚଳର ଲୋକଙ୍କୁ ନ୍ୟାୟିକ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୨୦୧୮ରେ ବିଭିନ୍ନ ବ୍ଲକରେ ଜେଏମ୍‌ଏଫ୍‌ସି (ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ) ସ୍ଥାପନ ପାଇଁ ଘୋଷଣା କରିଥିଲେ। ଏପରିକି ତତ୍କାଳୀନ ପ୍ରମୁଖ ସଚିବଙ୍କ ଚିଠି...

ସକାଳ ୯ରୁ ସାଢ଼େ ୬ ଯାଏ ଗଡ଼ିବନି ଭାରିଯାନ

ଅନୁଗୋଳ, ୧୧ା୯ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ରନ୍ତଲେଇ ଠାରୁ ବଅଁରପାଳ ପର୍ଯ୍ୟନ୍ତ ୫୫ନଂ. ଜାତୀୟ ରାଜପଥର ୧୭ କିଲୋମିଟର ରାସ୍ତା ମରାମତି ହେଉଛି। ଏହି ମରାମତି କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ଉକ୍ତ ୧୭ କିଲୋମିଟର...

ବିପୁଳ ପରିମାଣର ଦେଶୀ ମଦ ଜବତ, ୨ ଗିରଫ

ଛେଣ୍ଡିପଦା,୯ା୯(ଅଜିତ ଧଳ): ଅନୁଗୋଳ ଜିଲା ଅବକାରୀ ବିଭାଗ ପକ୍ଷରୁ ନକଲି ବିଦେଶୀ ମଦ ତିଆରି ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଛେଣ୍ତିପଦା ଥାନା ମଛକୁଟା ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ଦେଶୀ ଓ ବିଦେଶୀ ମଦ ଜବତ...

ରାଜପଥରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ

ବଅଁରପାଳ,୯ା୯(ଉପେନ୍ଦ୍ର ରାଉତ): ଅନୁଗୋଳ ଜିଲା ବଅଁରପାଳସ୍ଥିତ ପାଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲର ୬ଷ୍ଠ ଶ୍ରେଣୀର ଛାତ୍ରୀ ପୂଜା ସାହୁ (୧୧)ଙ୍କ ଗୁରୁବାର ଦୁର୍ଘଟଣାରେ ମୃତ୍ୟୁ ପରଠାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଶୁକ୍ରବାର ଅପରାହ୍ନ ୧ଟାରୁ ଛାତ୍ରୀଛାତ୍ରମାନେ ୫୫ନଂ....

ସାତକୋଶିଆ ଅଭୟାରଣ୍ୟରୁ ମିଳିଲା ୨ ହାତୀର ମୃତଦେହ

ଅନୁଗୋଳ,୫।୯: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରୁ ୨ ହାତୀର ମୃତଦେହ ଠାବ କରାଯାଇଛି। ତେବେ ହାତୀ ୨ଟିର କିପରି ମୃତ୍ୟୁଘଟିଲା ତାର କାରଣ ଜଣାପଡ଼ି ନାହିଁ। ମଙ୍ଗଳବାର ସକାଳେ ସାତକୋଶିଆ ଅଭୟାରଣ୍ୟର ଜଗନ୍ନାଥପୁର ଗାଁ ନିକଟ ଜଙ୍ଗଲରେ ହାତୀ ୨ଟିର...

ପୋଲ କାମ ସରୁନି, ନାଳରେ ପଶି ଯାତାୟାତ

ବଇଣ୍ଡା,୫।୯(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ମଇମୁରା ପଞ୍ଚାୟତ ମଇମୁରାଠାରୁ କଳଚିକଟାକୁ ସଂଯୋଗ ପାଇଁ ମଇମୁରାଠାରେ ନିର୍ମାଣ ହେଉଥିବା ପୋଲ କାର୍ଯ୍ୟ ସରୁନାହିଁ। ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ପୋଲ କାମ ଶେଷ ହେଉ ନ ଥିବା ଯୋଗୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri