ଅନୁଗୋଳ

ଏନ୍‌ଟିପିସିର ଶତ ପ୍ରତିଶତ ପିଏଲଏଫ୍‌ ହାସଲ

ତାଳଚେର,୧୬ା୫(ନି.ପ୍ର.)- ଏନ୍‌ଟିପିସି କଣିହଁା ମେ ୧୪ରେ ଶତ ପ୍ରତିଶତ ପ୍ଲାଣ୍ଟ ଲୋଡ଼ ଫ୍ୟାକ୍ଟର(ପିଏଲଏଫ୍‌)ର ହାସଲ କରିପାରିଛି। ଚଳିତ ବର୍ଷ ମେ ମାସରେ ୩ୟ ଥର ପାଇଁ କମ୍ପାନୀ ଶତ ପ୍ରତିଶତ ପିଏଲଏଫ୍‌ ହାସଲ କରିଥିବା ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି।...

ସୁପରଭାଇଜରଙ୍କ ମୃତ୍ୟୁକୁ ନେଇ କଣିହାଁ ଏନ୍‌ଟିପିସିରେ ଉତ୍ତେଜନା, ନିଯୁକ୍ତି ସହ କ୍ଷତିପୂରଣ ଦାବି

ତାଳଚେର,୬।୫(ନି.ପ୍ର.): ଅନୁଗୋଳ ଜିଲା କଣିହାଁ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ପାଉଁଶ ପୋଖରୀରେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହର କିଛି ଅଂଶ ସହ ଚପଲ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କର ପରିଚୟ ମିଳିଛି। ମୃତକ ହେଲେ କଣିହାଁ ଥାନା କାକୁଡ଼ିଆ ଗ୍ରାମର...

ଡ୍ୟୁଟି ସାରି ଫେରିବା ବେଳେ ଧକ୍କା ଦେଇ ଗାଡ଼ି ଫେରାର, ହୋମଗାର୍ଡଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ତାଳଚେର,୬।୫(ନି.ପ୍ର.): ଅନୁଗୋଳ ଜିଲା ରେଙ୍ଗାଳି ଦକ୍ଷିଣ କେନାଲ ରାସ୍ତାରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତାଳଚେର ବ୍ଲକ କଙ୍କିଳି ନୂଆସାହିର କାଳିଆ ଓରଫ ପ୍ରିୟମାଧବ ସାହୁ। ସେ ତାଳଚେର ଥାନାରେ...

ଅନୁଗୋଳରେ ଅଂଶୁଘାତ ମୃତ୍ୟୁ

ବନ୍ତଳା, ୧୬ା୫(ଡି.ଏନ.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ନୂଆଖେତା ସାରୁଆଳି ଗ୍ରାମ ନିକଟରେ ଶୁକ୍ରବାର ଅଂଶୁଘାତରେ ଜଣେ ମାଛ ବିକାଳିଙ୍କ ମୃତ୍ୟୁ ହୋଇଛି। ମୃତକ ବନ୍ତଳା ଅଞ୍ଚଳର ପ୍ରମୋଦ ସାହୁ(୪୫) ବୋଲି ଜଣାପଡିଛି। ଅପରାହ୍ନ ପ୍ରାୟ ୨ଟାରେ ସେ ମାଛ...

ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ମାଡ଼ ଅଭିଯୋଗ: ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଉପସ୍ଥାନକୁ ନେଇ ବିବାଦ

ଛେଣ୍ଡିପଦା,୧୬ା୫(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିବା ଶୁକ୍ରବାର ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସ୍ବାସ୍ଥ୍ୟକେନ୍ଦ୍ର ଉପସ୍ଥାନ ଖାତାରେ କୋଭିଡ-୧୯ କଣ୍ଟ୍ରୋଲ...

ବିବାହ ପାଇଁ ବ୍ୟସ୍ତ ବିହାରୀ ଶ୍ରମିକ

ଅନୁଗୋଳ ଅଫିସ, ୧୬।୫ – ବିବାହ ପାଇଁ ତିଥି ନିର୍ଦ୍ଧାରଣ ସରିଛି। ଆଉ ହାତରେ ଅଧିକ ସମୟ ନାହିଁ। ସଙ୍ଗରୋଧ ଅବଧି ମଧ୍ୟ ସରିଗଲାଣି। ତୁରନ୍ତ ଆମକୁ ଗୋପାଳଗଞ୍ଜ ପଠାଅ। ନ ହେଲେ ଏଠାରେ ଆତ୍ମହତ୍ୟା କରିବୁ ବୋଲି ଅନୁଗୋଳ...

ରୋଗ ରୋକିଦେଲା ରୋଜଗାର

(ଦିନେଶ ଦେହୁରୀ) ବନ୍ତଳା,୧୬ା୫ – ବାଳୁତରୁ ଆସି ପାକଳ ହେଲୁଣି, ହେଲେ ଏମିତି ସମୟ କେବେ ଆସି ନ ଥିଲା। ବନ୍ୟା, ବାତ୍ୟା ପରି ଆସିଥିବା ଅନେକ ବିପର୍ଯ୍ୟୟ ମଧ୍ୟ ହାତ ବାନ୍ଧି ଦେଇ ନ ଥିଲା। କିନ୍ତୁ ଏ...

ଘାଟିରେ ପ୍ରବାସୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ଆଠମଲ୍ଲିକ, ୧୫ା୫(ଡି.ଏନ.ଏ.)- ପଶ୍ଚିମବଙ୍ଗର ବାଙ୍କୁଡା ଜିଲା ସୁନାମୁଖିରୁ ଫେରୁଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ କାର୍‌ ଶୁକ୍ରବାର ଅନୁଗୋଳ ଜିଲା ଆଠମଲ୍ଲିକ ଥାନା ଆଠମଲ୍ଲିକ-ଅନୁଗୋଳ ପୂର୍ତ୍ତ ବିଭାଗ ରାସ୍ତା ଝରଝରି ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାରୁ ପ୍ରକାଶ, ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି...

ରାଶନ ଯୋଗାଣରେ ଅବହେଳା ଅଭିଯୋଗ: ହିତାଧିକାରୀଙ୍କୁ ମିଳିନି ଡାଲି

ଆଠମଲ୍ଲିକ, ୧୫ା୫(ଡି.ଏନ.ଏ.)- କରୋନା ବିତ୍ପତ୍ତି ଯୋଗୁ ସରକାର ରାଶନ କାର୍ଡ ହିତାଧିକାରୀଙ୍କୁ ମାଗଣା ୩ ମାସର ଚାଉଳ ଓ ଡାଲି ଯୋଗାଇଦେବାକୁ ଘୋଷଣା କରିଛନ୍ତି। ଅନୁଗୋଳ ଜିଲା ଆଠମଲ୍ଲିକ ଏନ୍‌ଏସି ଓ ବ୍ଲକରେ ହିତାଧିକାରୀଙ୍କୁ ଏହି ରାଶନ ସାମଗ୍ରୀ ଯୋଗାଣରେ...

୨ ପଞ୍ଚାୟତକୁ କରାଗଲା ସାନିଟାଇଜ

ବଇଣ୍ଡା,୧୫।୫(ଡି.ଏନ.ଏ.)-ବାମୁର ଅଗ୍ନିଶମ ବିଭାଗ ପକ୍ଷରୁ ଶୁକ୍ରବାର ହଣ୍ଡପା ଓ ଉରୁକୁଳା ପଞ୍ଚାୟତର ପଞ୍ଚାୟତ ଗୃହ, କ୍ୱାରାଣ୍ଟାଇନ ସେଣ୍ଟର, ଥାନା, ମେଡ଼ିକାଲ, ହଣ୍ଡପା ବଜାର ସହ ବିଭିନ୍ନ ଅନୁଷ୍ଠାନକୁ ସାନିଟାଇଜ କରାଯାଇଛି। ବାମୁର ଅଗ୍ନିଶମ ଅଧିକାରୀ ପ୍ରକାଶ କୁମାର ବେହେରା, ରଞ୍ଜନ...

ରାତିରେ ଭାତ ନୁହେଁ, ରୁଟି ଦିଅ

ଅନୁଗୋଳ ଅଫିସ, ୧୫।୫ – ସଙ୍ଗରୋଧ କେନ୍ଦ୍ରରେ କିପରି ଖାଦ୍ୟ ଦିଆଯିବ ସେ ନେଇ ସରକାରଙ୍କ ଗାଇଡ୍‌ଲାଇନ୍‌ ରହିଛି। ହେଲେ ଅନୁଗୋଳ ସହରର ଦୁଇଟି କ୍ବାରାଣ୍ଟାଇନ୍‌ ସେଣ୍ଟରରେ ଥିବା ୨୭ ପ୍ରବାସୀ ରାତିରେ ଭାତ ବଦଳରେ ରୁଟି ଦେବାକୁ ଦାବିକରି...

ମିଳୁନି ରୋଜଗାରର ଆଶା ଭରସା

ବଅଁରପାଳ, ୧୫ା୫(ଡି.ଏନ.ଏ.) – ଲକ୍‌ଡାଉନ ଯୋଗୁ ପ୍ରଭାବିତ ହୋଇଛି ଜୀବନ ଜୀବିକା। ବିଶେଷକରି ଖଟିଖିଆ ଦିନମଜୁରିଆମାନେ ରୋଜଗାର ହରାଇ ବସିଛନ୍ତି। ସବୁଠି ତାଲା ବନ୍ଦ ଯୋଗୁ ସେମାନଙ୍କ ହାତରେ କାମ ନାହିଁ। ଏପରି ଅବସ୍ଥାରେ ପରିବାର କେମିତି ଚଳିବ ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri