ହାତୀ ନେଲା ଦୁଇ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରେ ବସିଲେ ଲୋକେ
ଅନୁଗୋଳ,୨୪ା୮(ଅମିତ କୁମାର ସାମଲ): ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଯାଇଛି। ମୃତକ ଦ୍ୱୟ ହେଲେ ଅନୁଗୋଳ ବନଖଣ୍ଡ ପାତେଳି ଗାଁର ଶଙ୍କର ବିଶ୍ୱାଳ ଓ ଝିଲି ମାଝି। ତେବେ ପ୍ରତିବାଦରେ ଅନୁଗୋଳ-ବନ୍ତଳା ରାସ୍ତାକୁ ଉତ୍ତ୍ୟକ୍ତ ଲୋକେ ଅବରୋଧ କରିଛନ୍ତି।...
ଶିକ୍ଷାନୁଷ୍ଠାନରେ ଠପ୍ ସଂସ୍କୃତ ଶିକ୍ଷା
ବଇଣ୍ଡା,୨୦ା୮(ପରିକ୍ଷିତ ସାହୁ)ଅନୁଗୋଳ ଜିଲା କିଶୋରନଗର ବ୍ଲକ ଉରୁକୁଳା ପଞ୍ଚାୟତ ଠାରେ ଥିବା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ (ପର୍ଶୁମାଳ) ନାନା ସମସ୍ୟା ଦେଇ ଗତି କରୁଛି। ଆବଶ୍ୟକ ଶିକ୍ଷକ ନ ଥିବା ଯୋଗୁ ଏଠାରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଖାଲି...
ଅନୁଗୋଳ ଅତିରିକ୍ତ ଏସ୍ପିଙ୍କ ଅକାଳ ବିୟୋଗ
ଅନୁଗୋଳ,୧୮ା୮(ଅମିତ କୁମାର ସାମଲ): ଅନୁଗୋଳ ଜିଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ (୫୮)ଙ୍କ ଗୁରୁବାର ସକାଳେ ହୃଦ୍ଘାତରେ ଅକାଳ ବିୟୋଗ ଘଟିଛି। ବଜାରରୁ ଫେରି ଘରେ କିଛି କାମ କରୁଥିବା ବେଳେ ତାଙ୍କର ବାନ୍ତି ହୋଇଥିଲା। ଏହାପରେ...
ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
ମାଧପୁର,୧୭।୮(ମନୋଜ ପ୍ରଧାନ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅଧୀନ ଟୁସର ନିକଟରେ ଗୁରୁବାର ଏକ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ବାଇକ୍ ଆରୋହୀ ଜଣଙ୍କ ଟୁସରରୁ ବାରେଣି ଆସୁଥିବା ବେଳେ...
ଋଣ ପରିଶୋଧ କରି ନ ପାରି ହାରିଦେଲେ ଜୀବନ
ମାଧପୁର,୧୭ା୮(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅଧୀନ ମୁଣ୍ଡପଡ଼ା ଛକ ନିକଟ ବିନୋଦପୁର ଜଙ୍ଗଲର ଗୋଟିଏ ମହୁଲ ଗଛରେ ବେକରେ ରଶି ଦେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପ୍ରାଥମିକ ସୂଚନାରେ, ବ୍ୟକ୍ତିଙ୍କ...
୧୮ ତାରିଖ ସ୍ବାଧୀନତା ଦିବସ ଚିଠି ଲେଖି ନିମନ୍ତ୍ରଣ କଲେ ପ୍ରଧାନ ଶିକ୍ଷୟିତ୍ରୀ
ଛେଣ୍ଡିପଦା,୧୬।୮(ଅଜିତ ଧଳ): ୧୮ ତାରିଖ ସ୍ବାଧୀନତା ଦିବସ । ଶୁଣିବାକୁ ଅଡ଼ୁଆ ଲାଗିପାରେ ହେଲେ ଏଭଳି ଲେଖି ନିମନ୍ତ୍ରଣ କଲେ ଜଣେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ । ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି। ସୁଚନା ଅନୁସାରେ ଚଳିତ ବର୍ଷ...
ବିଲରେ କରୁଥିଲେ କାମ, ଚାଷୀଙ୍କୁ ଦଳିଦେଲା ହାତୀ
ଖମାର,୧୩ା୮(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ବନଖଣ୍ଡ ଅନ୍ତର୍ଗତ ବାରକୋଟିଆ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ରବିବାର ଘନ ମୁଣ୍ଡା ନାମକ ଜଣେ ଚାଷୀ ବିଲକୁ କାମ କରିବାକୁ ଯାଇଥିବା...
ପବିତ୍ରମୋହନଙ୍କ ନାମରେ ନାମିତ ହେବ ତାଳଚେର ମେଡିକାଲ କଲେଜ
ଅନୁଗୋଳ,୧୧ା୮(ଅମିତ କୁମାର ସାମଲ)/ ତାଳଚେର, (ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେରଠାରେ ଏମ୍ସିଏଲ୍ ପକ୍ଷରୁ ନିର୍ମିତ ନୂତନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ମହାନଦୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ)ର ନାମ ପରିବର୍ତ୍ତନ ହେବ। ଏହାକୁ ପୂର୍ବତନ...
ନଦୀକୂଳରୁ ମିଳିଲା ଅଜଣା ମୃତଦେହ
ମାଧପୁର,୧୦ା୮(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅଧୀନ କିଆକଟା ପଞ୍ଚାୟତର କୁମ୍ଭୀଆ ଗ୍ରାମ ମହାନଦୀ କୂଳରୁ ଏକ ଅଜଣା ମୃତଦେହ ମିଳିଥିବା ଜଣାପଡ଼ିଛି। ସୂଚନାନୁସାରେ, ଗୁରୁବାର ସକାଳେ କୁମ୍ଭିଆ ଗ୍ରାମର କିଛି ଲୋକ ଗାଁ...
ମଙ୍ଗଳା କୋଠି ଭାଙ୍ଗିବା ଦାବିରେ ରାସ୍ତାରୋକୋ
ମାଧପୁର, (ମନୋଜ ପ୍ରଧାନ)/ ବଇଣ୍ଡା, ୯।୮ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କିଆକଟା ଥାନା ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମର ନାବାଳକ ସଞ୍ଜୀବ ବିଶ୍ୱାଳଙ୍କୁ ବଳି ଦିଆଯାଇଥିବା ଅଭିଯୋଗର ତଦନ୍ତରେ ପୋଲିସ ଅବହେଳା କରୁଥିବା ଅଞ୍ଚଳବାସୀ...
ତରଣ୍ଡା ଜଙ୍ଗଲ ଶ୍ରୀହୀନ
ବଇଣ୍ଡା,୭।୮(ପରିକ୍ଷିତ ସାହୁ) : ଶ୍ରୀହୀନ ହେବାରେ ଲାଗିଛି ଅନୁଗୋଳ ଜିଲା ଧଣ୍ଡାତୋପା ରେଞ୍ଜ ଅଧୀନ ତରଣ୍ଡା ଜଙ୍ଗଲ। ଜଙ୍ଗଲରେ ଚୋରା କାଠ ମାଫିଆ ମାତିଛନ୍ତି। ଅବାଧ ଭାବେ ଗଛ କଟାଯାଉଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି। ଏହାର ସୁରକ୍ଷା...
ପାଣି ଖସିଲା, ଦୁର୍ଦ୍ଦଶା ବଢ଼ିଲା
ଅନୁଗୋଳ, ୫ା୮ (ଅମିତ କୁମାର ସାମଲ): ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଅନୁଗୋଳ ଜିଲାର ବିଭିନ୍ନ ବ୍ଲକରେ ସୃଷ୍ଟି ହୋଇଥିବା ଜଳାର୍ଣ୍ଣବ ସ୍ଥିତିରେ ଶୁକ୍ରବାର ସୁଧାର ଆସିଛି। ବିଶେଷକରି ମହାନଦୀରେ ବନ୍ୟା ଜଳ ହ୍ରାସ ପାଇଥିବାରୁ ବିପନ୍ନ ଲୋକଙ୍କ...
Archives


