ଅନୁଗୋଳ

ଟ୍ରେନ୍‌ରେ କଟିଗଲା ୨ ଗୋଡ଼

ଅନୁଗୋଳ, ୫ା୮ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା କୁମଣ୍ଡ ଚଣ୍ଡୀ ବଜାର ଛକ ନିକଟ ରେଳ ଧାରଣାରେ ଜଣେ ମହିଳା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ତାଙ୍କ ୨ ଗୋଡ଼ କଟିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ...

ପାଣି ଘେରରୁ ୫ ଶହ ସ୍ଥାନାନ୍ତର

ଅନୁଗୋଳ,୪ା୮(ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ବର୍ଷା ବିପତ୍ତି ପରେ ବଢ଼ିଯାଇଛି ବିପନ୍ନଙ୍କ ଦୁଃଖ। ବିଶେଷକରି ଆଠମଲ୍ଲିକ ଓ ଟିକରପଡ଼ାର ବନ୍ୟା ବିପନ୍ନଙ୍କୁ ଉଦ୍ଧାର, ଥଇଥାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ସେହିପରି ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ପାଣି...

ଡେଙ୍ଗୁ ରୋଗୀ ଚିହ୍ନଟ ପରେ ବଢ଼ିଲା ଚିନ୍ତା

ଅନୁଗୋଳ,୪ା୮(ଅମିତ କୁମାର ସାମଲ): ଅନୁଗୋଳରେ ୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ସହରର ଅନେକ ଲୋକ ଚିନ୍ତାରେ ପଡ଼ିଛନ୍ତି। ଅତୀତରେ ସେମାନେ ଡେଙ୍ଗୁର ଭୟାବହତା ଦେଖିଥିବାରୁ କିପରି ଏହା କବଳରୁ ସୁରକ୍ଷିତ ରହିବେ ସେ ନେଇ ବ୍ୟସ୍ତ...

ଗାଡ଼ି ପୋଡ଼ି ନେଇ ୩୬୬ ଜଣଙ୍କ ନାମରେ ମାମଲା

ଅନୁଗୋଳ,୩୧ା୭(ଅମିତ କୁମାର ସାମଲ): ଆଠମଲ୍ଲିକ ବ୍ଲକ କିଆକଟା ଥାନା ନିକଟସ୍ଥ ଜଙ୍ଗଲରୁ ନାବାଳକ ସଞ୍ଜୀବ ବିଶ୍ୱାଳଙ୍କ ମୃତଦେହ ଠାବ କରାଯିବା ପରେ ଘଟଣାସ୍ଥଳକୁ ପୋଲିସ ଯାଇଥିଲା। ହେଲେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ କହିବା ସହ କିଆକଟା ପୋଲିସ ଭ୍ୟାନ୍‌ (ନଂ...

ନାବାଳକଙ୍କୁ ବଳି ସନ୍ଦେହ ମାମଲା: ମଙ୍ଗଳା କୋଠି ପୂଜାରିଣୀଙ୍କ ସହ ୩ ଗିରଫ

ଅନୁଗୋଳ,୩୦ା୭(ଅମିତ କୁମାର ସାମଲ): ଅନୁଗୋଳ ଜିଲା ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଗୋଡ଼, ହାତ ନ ଥିବା କ୍ଷତବିକ୍ଷତ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଅନ୍ୟପକ୍ଷେ ନାବାଳକଙ୍କୁ ବଳି ପାଇଁ ହତ୍ୟା କରାଯାଇଥିବା ସନ୍ଦେହ ହେଉଥିବା ବେଳେ ଏବେ ବି...

ନିଖୋଜ ନାବାଳକଙ୍କୁ ବଳି ସନ୍ଦେହ

ମାଧପୁର (ମନୋଜ ପ୍ରଧାନ)/ବଇଣ୍ଡା (ପରିକ୍ଷିତ ସାହୁ), ୨୯ା୭: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କିଆକଟା ଥାନା ବାସୁଦେବପୁର ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମର ନିଖୋଜ ସପ୍ତମ ଶ୍ରେଣୀ ଛାତ୍ର ସଞ୍ଜୀବ ବିଶ୍ୱାଳ(୧୩)ଙ୍କ ଗଳିତ ମୃତଦେହ ଶୁକ୍ରବାର ବାରେଣୀ ଜଙ୍ଗଲରୁ ମିଳିବା ପରେ...

ହାତ ଗୋଡ଼ ନ ଥିବା ମିଳିଲା ନାବାଳକଙ୍କ ମୃତଦେହ: ବଳି ସନ୍ଦେହ

ଅନୁଗୋଳ,୨୮ା୭(ଅମିତ କୁମାର ସାମଲ): ଅନୁଗୋଳ ଜିଲା ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତବିକ୍ଷତ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନାବାଳକଙ୍କ ଗୋଡ଼, ହାତ ନ ଥିବା ବେଳେ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ମୁତାବକ,...

ଲାଞ୍ଚ ନେଇ ଧରାପଡ଼ିଲେ ଥାନା ଏଏସ୍‌ଆଇ

ମାଧପୁର,୨୬ା୭(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନାର ଏଏସ୍‌ଆଇ ନବୀନ କୁମାର ଶତପଥୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, କିଆକଟା ଥାନା କନ୍ଧପଡ଼ା ପଞ୍ଚାୟତ ଅଧୀନ ବେଲାଦୁଲା ଗ୍ରାମର...

ପାଉଁଶ ସମସ୍ୟାର ହୋଇପାରୁନି ସମାଧାନ

ବଅଁରପାଳ,୨୬।୭(ଉପେନ୍ଦ୍ର ରାଉତ): ଅନୁଗୋଳ ଜିଲାରେ ଥିବା ନାଲ୍‌କୋର ତାପଜ ବିଦ୍ୟୁତ୍‌ କେନ୍ଦ୍ର (ସିପିପି)କୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ପାଉଁଶ ନିଷ୍କାସନ ସମସ୍ୟାର ସମାଧାନ ହୋଇପାରୁ ନ ଥିବା ବେଳେ ଏବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ ଆଞ୍ଚଳିକ କାର୍ଯ୍ୟାଳୟ...

ଉପ ବାଚସ୍ପତିଙ୍କ ଘର ଆଗରେ ଖଣ୍ଡା ବୁଲାଇ ଆତଙ୍କ

ଅନୁଗୋଳ,୨୬।୭(ଅମିତ କୁମାର ସାମଲ): ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଗୋତମରା ବାସଭବନ ଆଗରେ ମଙ୍ଗଳବାର ୨ ଜଣ ଯୁବକ ଆତଙ୍କ ଖେଳାଇଥିବା ଅଭିଯୋଗ ହୋଇଛି। ସେମାନେ ଖଣ୍ଡା ବୁଲାଇବା ସହ ଗାଳିଗୁଲଜ କରିଥିବା...

ବିଜେଡିକୁ ଘୋଡ଼ାବେପାର ଭୟ

ଅନୁଗୋଳ, ୨୪।୭(ଅମିତ୍‌ ସାମଲ: ଅନୁଗୋଳ ଜିଲା ପ୍ଲାନିଂ କମିଟି ସଦସ୍ୟ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବ। ମୋଟ ୨ଟି ପଦବୀ ଲାଗି ମତଦାନ ହେବ। କମିଟିରେ ଗୋଟିଏ ପଦବୀ ପୁରୁଷ ବର୍ଗଙ୍କ ଲାଗି ରହିଥିବାବେଳେ ଅନ୍ୟଟି ମହିଳାଙ୍କ ଲାଗି ସଂରକ୍ଷିତ...

କୋଇଲା ଖଣିରେ ଶ୍ରମିକ ମୃତ : ଚପା ଉତ୍ତେଜନା

ତାଳଚେର,୧୮।୭( ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଏକ କୋଇଲା ଖଣିର ଜଣେ ଡମ୍ଫର ଅପରେଟରଙ୍କ ମଙ୍ଗଳବାର ସାଇଲୋ ଅଫିସ ନିକଟରେ ମୃତ୍ୟୁ ଘଟିଛି। ସେ ହେଲେ ବଲଣ୍ଡାର ସୁଶାନ୍ତ କୁମାର ପ୍ରଧାନ । ସୁଶାନ୍ତ ନିଜେ ଚଳାଉଥିବା ଡମ୍ଫର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri