ତାତିରୁ ମିଳୁନି ତ୍ରାହି
ଅନୁଗୋଳ ଅଫିସ,୨୧ା୪: ସକାଳୁ ହେଉଛି ମୁଣ୍ଡଫଟା ଖରା। ଅସହ୍ୟ ହୋଇପଡ଼ୁଛି ତାତି। ମଧ୍ୟାହ୍ନରେ ଝାଞ୍ଜି ପବନ ଯୋଗୁ ଆଉଟୁପାଉଟୁ ହେଉଛନ୍ତି ଅନୁଗୋଳବାସୀ। ଦିନକୁ ଦିନ ପାରଦ ବଢ଼ିଚାଲିଥିବା ବେଳେ କାଳବୈଶାଖୀର ଦେଖା ନ ଥିବାରୁ ତାତିରୁ ତ୍ରାହି ପାଉନାହାନ୍ତି ସହରବାସୀ।...
ଅନୁଗୋଳ ଅଫିସ,୨୧ା୪: ସକାଳୁ ହେଉଛି ମୁଣ୍ଡଫଟା ଖରା। ଅସହ୍ୟ ହୋଇପଡ଼ୁଛି ତାତି। ମଧ୍ୟାହ୍ନରେ ଝାଞ୍ଜି ପବନ ଯୋଗୁ ଆଉଟୁପାଉଟୁ ହେଉଛନ୍ତି ଅନୁଗୋଳବାସୀ। ଦିନକୁ ଦିନ ପାରଦ ବଢ଼ିଚାଲିଥିବା ବେଳେ କାଳବୈଶାଖୀର ଦେଖା ନ ଥିବାରୁ ତାତିରୁ ତ୍ରାହି ପାଉନାହାନ୍ତି ସହରବାସୀ।...
କାମାକ୍ଷାନଗର, ୨୦।୪(ଡି.ଏନ୍.ଏ.) ଅନୁଗୋଳରୁ ଯାଜପୁରକୁ ସଂଯୋଗ କରୁଥିବା ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଧୀମେଇଛି। ଉକ୍ତ ବ୍ୟସ୍ତବହୁଳ ସଡ଼କ ମରଣଯନ୍ତା ପାଲଟିଥିବାବେଳେ ଏହାକୁ ନେଇ ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ରରୂପ ନେଲାଣି। ଏହାର ପ୍ରତିବାଦରେ ବୁଧବାର ଢେଙ୍କାନାଳ ଜିଲା କାମାକ୍ଷାନଗର...
ବଅଁରପାଳ, ୨୦।୪ (ଡି.ଏନ.ଏ.) ଅନୁଗୋଳ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି। ତାପମାତ୍ରା ରେକର୍ଡ ପରେ ରେକର୍ଡ କରୁଥିବା ବେଳେ ବଅଁରପାଳ ବ୍ଲକ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଲୋକଙ୍କୁ ଅତିଷ୍ଠ କରିଦେଉଛି। ଦିନରେ ତାତି ଓ...
ବଇଣ୍ଡା,୧୯।୪(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ହେଉଛି। ବ୍ଲକ ପ୍ରଶାସନ ସବୁବେଳେ ସମିତିସଭ୍ୟମାନଙ୍କୁ ଅଣଦେଖା କରି କୁଜି ନେତାଙ୍କ ଜରିଆରେ ଏହି ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ମଙ୍ଗଳବାର ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ...
ବଇଣ୍ଡା,୧୮।୪: (ଡି.ଏନ.ଏ.) ଆଠମଲ୍ଲିକ ଉପଖଣ୍ଡରେ ଥିବା ହାଇସ୍କୁଲଗୁଡ଼ିକ ମଧ୍ୟରୁ ସର୍ବାଧିକ ଛାତ୍ରୀଛାତ୍ର ଏଠାରେ ପଢ଼ୁଛନ୍ତି। ହଷ୍ଟେଲ ସୁବିଧା ଥିବାରୁ ଜିଲା ବାହାରର ଛାତ୍ରୀମାନେ ଏହି ବିଦ୍ୟାଳୟରେ ପଢ଼ିବାକୁ ଆଗ୍ରହ ଦେଖାଉଛନ୍ତି। ହେଲେ ଶିକ୍ଷକ ଅଭାବ ପାଇକସାହି ରାଧାମାଧବ ଉଚ୍ଚ ବିଦ୍ୟାଳୟ...
ବଇଣ୍ଡା,୧୭।୪(ଡି.ଏନ.ଏ): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁରଠାରେ ନିର୍ମାଣାଧୀନ ୫୫ନଂ. ଜାତୀୟ ରାଜପଥ ଫ୍ଲାଏଓଭର କାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ସରପଞ୍ଚ ସଞ୍ଜୀବ କୁମାର ପ୍ରଧାନ ଶୁକ୍ରବାର ଅନୁଗୋଳ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅଭିଯୋଗପତ୍ରରେ...
ଅନୁଗୋଳ ଅଫିସ, ୧୬ା୪: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଫାଟକକୁ ଶନିବାର ବନ୍ଦ କରାଯାଇଛି। ଡ୍ରେନ୍ କାର୍ଯ୍ୟ ପାଇଁ କିଛିଦିନ ପର୍ଯ୍ୟନ୍ତ ଫାଟକ ବନ୍ଦ ରହିବ ବୋଲି ମେଡିକାଲ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ମେଡିକାଲକୁ ଆସୁଥିବା...
ବଇଣ୍ଡା, ୧୫ା୪ (ଡି.ଏନ.ଏ.) ରାତି ପାହିବାଠାରୁ ରାତି ହେବା ଯାଏ ପାଣି ବିନା ଜୀବନଚର୍ଯ୍ୟା ଅଚଳ। ହେଲେ ଏହି ବାସ୍ତବତାକୁ ବୁଝିପାରୁନି କିଶୋରନଗର ବ୍ଲକ ପ୍ରଶାସନ। କାରଣ ହଣ୍ଡପା ପଞ୍ଚାୟତର ୯ ଗ୍ରାମକୁ ଏଯାଏ ପାଇପ୍ ପାଣିର ବ୍ୟବସ୍ଥା ହୋଇ...
ଆଠମଲ୍ଲିକ, ୧୫।୪ (ଡି.ଏନ.ଏ.): କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ଶୁକ୍ରବାର ଅନୁଗୋଳ ଜିଲା ଆଠମଲ୍ଲିକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆଠମଲ୍ଲିକ ବ୍ଲକ ନଅଗାଁ ପଞ୍ଚାୟତର କମଳପୁର ଗଁାରେ ସ୍ବେଚ୍ଛାସେବୀ ସଙ୍ଗଠନ ବ୍ୟାକ୍...
ଛେଣ୍ଡିପଦା,୧୫।୪(ସ୍ବ.ପ୍ର.): ଅନୁଗୋଳ ଜିଲା ବାଗଡିଆ ଥାନା ଟାଙ୍ଗିରି ପଞ୍ଚାୟତର ନୂଆପଡା ଗ୍ରାମରେ ଘର କାନ୍ଥ ପଡି ଶୁକ୍ରବାର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନୂଆପଡା ଗ୍ରାମର ବାମନ ବେହେରା। ଘଟଣାରୁ ପ୍ରକାଶ, ନୂଆପଡା ଗ୍ରାମର ଟୁନା ମହାପାତ୍ରଙ୍କ...
ଅନୁଗୋଳ ଅଫିସ, ୧୫ା୪: ଅନୁଗୋଳ ସହରରେ ପାର୍କିଂ ବ୍ୟବସ୍ଥାକୁ ନେଇ ବାରମ୍ବାର ଆପତ୍ତି ଉଠିବା ପରେ ଜିଲା ପ୍ରଶାସନ ତପତ୍ରତା ଦେଖାଇଛି। ସେହିପରି ଉଠା ଦୋକାନୀଙ୍କ କାରଣରୁ ସହରରେ ଟ୍ରାଫିକ ସମସ୍ୟା ଦେଖାଦେଉଥିବାରୁ ଏଥିରେ ସୁଧାର ଆଣିବାକୁ ଜିଲା ପ୍ରଶାସନ...
ଅନୁଗୋଳ ଅଫିସ,୧୪ା୪: ଅନୁଗୋଳ ଜିଲାରେ ଗୁରୁବାର ପାରଦ ୪୨ ଡିଗ୍ରୀ ପାର କରିଛି। ଚଳିତବର୍ଷ ଅନୁଗୋଳରେ ଏହା ସର୍ବାଧିକ ତାପମାତ୍ରା ବୋଲି ସୂଚନା ମିଳିଛି। ଫଳରେ ଏପରି ଗ୍ରୀଷ୍ମ ପ୍ରବାହ ଯୋଗୁ ଗରମ ଓ ଗୁଳୁଗୁଳିରେ ଅନୁଗୋଳବାସୀ ଆଉଟୁପାଉଟୁ ହୋଇଛନ୍ତି।...