ଅନୁଗୋଳ

୨୧ରେ ବିଧାନସଭା ସମ୍ମୁଖରେ ଧାରଣା

ତାଳଚେର, ୧୪ା୨ (ନି.ପ୍ର.): ତାଳଚେର-ପାଲଲହଡା ଓ ପରଜଙ୍ଗ ଅଞ୍ଚଳକୁ ନେଇ ତାଳଚେରକୁ ଜିଲା ଘୋଷଣା କରିବା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ସୋମବାର ୭୦ ଦିନରେ ପହଞ୍ଚିଛି। କମିଟି ପକ୍ଷରୁ...

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ

ଖମାର, ୧୩ା୨ (ଡି.ଏନ.ଏ.):ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଖମାର ଥାନା ଅଞ୍ଚଳର ଜଣେ ୨୩ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ଶୁକ୍ରବାର ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ବାପା ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ...

ଜଣେ ଲେଖାଏ ଶିକ୍ଷକରେ ଚାଲିଛି ୫ ସ୍କୁଲ

ଆଠମଲ୍ଲିକ, ୧୧ା୨ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକରେ ଥିବା ମୋଟ ୧୧୪ ସ୍କୁଲ ମଧ୍ୟରୁ ୫ଟିରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି। ଫଳରେ ଏସବୁ ବିଦ୍ୟାଳୟରେ ପାଠପଢ଼ା ବାଧାପ୍ରାପ୍ତ ହେଉଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ସୂଚନା ଅନୁଯାୟୀ, ରାଉତପଡା...

ଧାନ କିଣାଯାଉ ନ ଥିବାରୁ ଚାଷୀ ଅସନ୍ତୁଷ୍ଟ

ବଇଣ୍ଡା,୧୦।୨(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ସେବା ସମବାୟ ସମିତି ଜରିଆରେ ଚାଷୀଙ୍କଠାରୁ ମିଲର ଧାନ କିଣୁନାହାନ୍ତି। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏ ନେଇ ଗୁରୁବାର କେତେଜଣ ଚାଷୀ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଏହାର ଏକ...

ଅନୁଗୋଳ ସହରବାସୀଙ୍କୁ ଅଥୟ କଲାଣି ମଶା

ଅନୁଗୋଳ ଅଫିସ, ୯ା୨: ଅନୁଗୋଳ ପୌରାଞ୍ଚଳରେ ମଶା ବଂଶ ବୃଦ୍ଧି ଚିନ୍ତାର କାରଣ ହୋଇଛି। ପରିମଳ ବ୍ୟବସ୍ଥା ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉ ନ ଥିବାରୁ ମଶା ସହରବାସୀଙ୍କୁ ଅଥୟ କରିଦେଲେଣି। ଏ ନେଇ ଅନୁଗୋଳ ଜିଲା କଂଗ୍ରେସ ପକ୍ଷରୁ...

ଶିକ୍ଷାରୁ ବଞ୍ଚିତ କଲେ ସରକାର

ଅନୁଗୋଳ ଅଫିସ, ୮ା୨: ଘଞ୍ଚ ଜଙ୍ଗଲ ଭିତରେ ଥିବା ଆଦିବାସୀ ବହୁଳ ସିଟିକୋଇଲି ଗଁାର ପ୍ରାଥମିକ ବିଦ୍ୟାଳୟକୁ ସରକାର ବନ୍ଦ କରିଦେଲେ। ୩ କିଲୋମିଟର ଦୂରରେ ଥିବା କନ୍ଧକୋଇଲି ସ୍କୁଲ ସହିତ ଏହାକୁ ମିଶାଇଦେଲେ। ହେଲେ ସିଟିକୋଇଲିର ୨୦ ପ୍ରାଥମିକ...

ବ୍ରେକ୍‌ଫେଲ୍‌ ହୋଇ ନାଳକୁ ଓଲଟିଲା ଭ୍ୟାନ୍‌: ୩୦ ଗୁରୁତର

ବଇଣ୍ଡା,୬।୨(ଡି.ଏନ.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ମଣ୍ଡାମ ନାଳ ତଳକୁ ରବିବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳର ଫାନ୍ସି ଲାଖଡା, ନବୀନ ସୋୟା, ସୋରେନ ସୋୟା, ମୁନିୱାନା ସୋରେନ,...

‘ସରଳ ଜୀବନଯାପନ ମହିମା ଧର୍ମର ଆଦର୍ଶ’

ଅନୁଗୋଳ ଅଫିସ/ଢେଙ୍କାନାଳ ଅଫିସ, ୬।୨:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଢେଙ୍କାନାଳ ଯୋରନ୍ଦାସ୍ଥିତ ମହିମା ଗାଦି ଏବଂ ଅନୁଗୋଳ ଅଙ୍ଗାରବନ୍ଧସ୍ଥିତ ମହିମା ପୀଠ ପରିଦର୍ଶନ କରି ସାଧୁସନ୍ଥଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଅଙ୍ଗାରବନ୍ଧରେ ଶୂନ୍ୟଦିଅଁଙ୍କ ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ...

ଅଧା ହିତାଧିକାରୀ ଅଯୋଗ୍ୟ

ଅନୁଗୋଳ ଅଫିସ, ୫।୨: ଆବାସ ତାଲିକାରୁ କଟିଗଲା ପ୍ରାୟ ଅଧା ହିତାଧିକାରୀଙ୍କ ନାମ। ଅନୁଗୋଳ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ସମ୍ପର୍କିତ ସୂଚନା ସାଧାରଣରେ ପ୍ରକାଶ କରାଯିବା ପରେ ଜିଲାରେ ଏହା...

ନାଲ୍‌କୋ ସିପିପିର ୩ ୟୁନିଟ୍‌ ଅଚଳ

ବଅଁରପାଳ, ୩ା୨ (ଡି.ଏନ.ଏ.):ଅନୁଗୋଳ ଜିଲା ନାଲ୍‌କୋରେ ଜଳ ସଙ୍କଟ ଦେଖା ଦେଇଛି। ବ୍ରାହ୍ମଣୀରୁ ଆବଶ୍ୟକତା ଅନୁଯାୟୀ କାରଖାନାକୁ ପାଣି ଆସିପାରୁ ନ ଥିବାରୁ କ୍ୟାପଟିଭ୍‌ ପାଓ୍ବାର ପ୍ଲାଣ୍ଟ (ସିପିପି)ର ୩ଟି ୟୁନିଟ୍‌ ଅଚଳ ହୋଇପଡ଼ିଛି। ଫଳରେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ...

ଧାନ କିଣା ନ ଗଲେ ଆନ୍ଦୋଳନ

ବଇଣ୍ଡା, ୩୧ା୧ (ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳର ବିଭିନ୍ନ ସୋସାଇଟିରେ ଏବେ ଧାନ କିଣିବାରେ ଅବ୍ୟବସ୍ଥା ଦେଖାଦେଇଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟାର୍ଗେଟ ଅନୁସାରେ ଧାନ କିଣାଯାଉ ନ ଥିବା ଯୋଗୁ ବାମୁର ସୋସାଇଟିରେ ଅସନ୍ତୋଷ ସୃଷ୍ଟି...

ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ

ଛେଣ୍ଡିପଦା/ବଅଁରପାଳ,୩୧ା୧(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ଥାନା ମରାତିରା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦାବି ନେଇ ସୋମବାର ବିଦ୍ୟାଳୟର ପରିଚାଳନା କମିଟି, ଅଭିଭାବକ, ଛାତ୍ରୀଛାତ୍ର ଓ ଗ୍ରାମବାସୀ ମିଳିତ ଭାବେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri