ଅନୁଗୋଳ

ପ୍ରତିଷ୍ଠା ଦିବସରେ ପତିଆରା ରାଜନୀତି

ଅନୁଗୋଳ ଅଫିସ, ୧୪ା୧: ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଗୋଳ ସଭାଘରଠାରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଜିଲା ଯୁବ ବିଜେଡି ସଭାପତି ଦୀନେଶ ପ୍ରଧାନ ଓ ବହୁ ବରିଷ୍ଠ କର୍ମୀଙ୍କୁ...

ଅଗ୍ନିକାଣ୍ଡରେ ଜଳିଗଲା ଔଷଧ

ବଇଣ୍ଡା,୧୪।୧(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ୍ରଗ୍‌ ହାଉସରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଔଷଧ ସମେତ ବହୁ ଜରୁରୀ କାଗଜପତ୍ର ଜଳିଯାଇଛି। ନିଆଁ କେମିତି ଲାଗିଲା ତାହାର କାରଣ ଜଣାପଡ଼ିନାହିଁ। ଶର୍ଟସର୍କିଟରୁ...

ଶୈଳଶ୍ରୀକ୍ଷେତ୍ରରେ ପହଞ୍ଚିଲା ମଶାଲ

ଅନୁଗୋଳ ଅଫିସ/ ଆଠମଲ୍ଲିକ/ ବଇଣ୍ଡା/ ଛେଣ୍ଡିପଦା/ କଣିହଁା, ୧୧।୧: ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଅନୁଗୋଳ ଜିଲା ମହୋତ୍ସବ। ଜିଲାର ୩୦ବର୍ଷ ପୂର୍ତ୍ତି ଅବସରରେ ଏହି ମହୋତ୍ସବକୁ ଧୁମ୍‌ଧାମରେ ପାଳନ କରିବା ପାଇଁ ଜିଲା ପ୍ରଶାସନ...

କାର୍ଯ୍ୟକ୍ଷମ ହେବ ଘୁଡ଼ିଆନାଳି ଜଳସେଚନ ପ୍ରକଳ୍ପ

ଛେଣ୍ଡିପଦା,୧୦ା୧(ସ୍ବ.ପ୍ର.): ଦୀର୍ଘ ୩୦ବର୍ଷ ହେବ ଅଚଳ ହୋଇପଡିଥିବା ଛେଣ୍ଡିପଦା ବ୍ଲକ ବାହାଳସାହି ପଞ୍ଚାୟତର ଘଡିଆନାଳି ଜଳସେଚନ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକ୍ଷମ ହେବ। ରବିବାର ଏହି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଚାଷୀମାନଙ୍କ ମନରେ ଆନନ୍ଦ ଦେଖାଦେଇଛି। ମୁଖ୍ୟ...

ଢେଙ୍କାନାଳ ସୀମାରେ ନରହନ୍ତା ହାତୀ

ଢେଙ୍କାନାଳ ଅଫିସ/ଅନୁଗୋଳ ଅଫିସ,୯ା୧: ଅନୁଗୋଳ ଜିଲା ଛେଳିଆପଡ଼ା, ଅଙ୍ଗାରବନ୍ଧ, ବାରସିଙ୍ଗା, ବଅଁରପାଳର ଗଡ଼ସନ୍ତ୍ରୀ ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ୪ ଜୀବନ ନେଇଥିବା ନରହନ୍ତା ହାତୀ ଢେଙ୍କାନାଳମୁହଁା ହୋଇଛି। ଶନିବାର ସନ୍ଧ୍ୟାରେ ଉକ୍ତ ହାତୀ ହିନ୍ଦୋଳ ରେଞ୍ଜ୍‌ ସଞ୍ଜପଡ଼ା ଅଞ୍ଚଳରେ...

ଗୋଠଛଡ଼ା ଗଜ ପାଇଁ ସ୍ଥିତି ଗମ୍ଭୀର

ଅନୁଗୋଳ ଅଫିସ,୮।୧: ଢେଙ୍କାନାଳରୁ ଅନୁଗୋଳ ବନଖଣ୍ଡକୁ ଚାଲି ଆସିଥିବା ୨୫ ହାତୀ ମଧ୍ୟରୁ ଗୋଟିଏ ଗୋଠଛଡ଼ା ମାଈ ହାତୀ ଅନୁଗୋଳ ସଦର ଥାନା ଓ ବଅଁରପାଳ ଥାନା ଅଞ୍ଚଳରେ ଶନିବାର ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି। ଭୋର୍‌ ସମୟରେ ଏହି...

ତାଳଚେର ଷ୍ଟେଶନକୁ ମଡେଲ ଷ୍ଟେଶନ କରାଯାଉ

ତାଳଚେର, ୭।୧ (ଡି.ଏନ.ଏ.): ତାଳଚେର ଷ୍ଟେଶନକୁ ମଡେଲ ଷ୍ଟେଶନ ଭାବେ ଘୋଷଣା କରିବା ଏବଂ ୫ ଦଫା ଦାବି ନେଇ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଉପଜିଲାପାଳ ବିଶ୍ୱରଞ୍ଜନ ରଥଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ...

୪୩ ବର୍ଷରେ ପାଦ ଦେଲା ନାଲ୍‌କୋ

ବଅଁରପାଳ, ୭।୧ (ଡି.ଏନ.ଏ.): ଅନୁଗୋଳ ଜିଲାରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ଶନିବାର ପ୍ରତିଷ୍ଠା ଦିବସ ପାଳନ କରିବ। ଚଳିତବର୍ଷ କମ୍ପାନୀ ୪୩ ବର୍ଷରେ ପଦାର୍ପଣ କରୁଛି। ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ନାଲ୍‌କୋ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ...

ଦନ୍ତା ଉତ୍ପାତରେ ଗଲା ୪ଜଣଙ୍କ ଜୀବନ

ଅନୁଗୋଳ ଅଫିସ,୭।୧: ଅନୁଗୋଳ ସହର ଉପକଣ୍ଠରେ ହାତୀ ଆକ୍ରମଣରେ ଶନିବାର ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସହର ଉପକଣ୍ଠ ଅଙ୍ଗାରବନ୍ଧ ଅଞ୍ଚଳର ଅନିରୁଦ୍ଧ ସାହୁ, ଛେଳିଆପଡ଼ା ଅଞ୍ଚଳର ସୁବାସ ବିଶ୍ବାଳ...

ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା

ଅନୁଗୋଳ ଅଫିସ/ବାରିପଦା ଅଫିସ,୬ା୧: ଶୁକ୍ରବାରଠାରୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ସାତକୋଶିଆ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ କୁମ୍ଭୀର ଗଣନା କରାଯାଉଛି। ଏହି ଗଣନା କାର୍ଯ୍ୟରେ ମୋଟ୍‌ ୧୨ଟି ଟିମ୍‌ ନିୟୋଜିତ ହୋଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲା...

ବାଘଙ୍କୁ ବିପଦ ବାର୍‌ହା ଫାଶ

ଅନୁଗୋଳ ଅଫିସ, ୫ା୧: ବାର୍‌ହା ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ବିଛାଯାଉଛି ବିଦ୍ୟୁତ୍‌ ଫାଶ। ଫଳରେ କେତେବେଳେ ଏଥିରେ ଲାଗି ହାତୀ ତ ଆଉ କେବେ କଲରାପତରିଆ ବାଘଙ୍କ ଜୀବନ ଯାଉଛି। ଜଙ୍ଗଲକୁ ଶିକାରୀ ମୁକ୍ତ କରିବା ଦିଗରେ ବନ ବିଭାଗ...

୮ ଶିଶୁଙ୍କ ଥଇଥାନ ବ୍ୟବସ୍ଥା

ଅନୁଗୋଳ ଅଫିସ, ୪।୧: ଅନୁଗୋଳ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ସୋମବାର ଆଠମଲ୍ଲିକ ବ୍ଲକ ଗସ୍ତରେ ଯାଇ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ୮ ଶିଶୁଙ୍କୁ ଭେଟି ଥଇଥାନ ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ନେଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri