ଅନୁଗୋଳ

ବିପଦ ବଢ଼ାଉଛି ବିଦ୍ୟୁତ୍‌ ଫାଶ

ଖମାର,୧୯ା୧୧ (ଡି.ଏନ.ଏ.): ଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଉଛି ବିଦ୍ୟୁତ୍‌ ତାର। ଶିକାରୀଙ୍କ ବିଦ୍ୟୁତ୍‌ ଫାଶରେ ପଡ଼ି ପ୍ରାଣ ହରାଉଛନ୍ତି ବନ୍ୟଜନ୍ତୁ। କୁଟୁରା, ବାର୍‌ହା, ଶମ୍ବର ଆଦି ଜଙ୍ଗଲୀ ଜନ୍ତୁଙ୍କ ପାଇଁ ବସାଯାଉଥିବା ଏହି ବିଦ୍ୟୁତ୍‌ ଫାଶ ଅନେକ ସମୟରେ...

ଆବଶ୍ୟକ ବେଳେ ଅଭାବ

ଆଠମଲ୍ଲିକ, ୧୮ା୧୧ (ଡି.ଏନ.ଏ.): ମହାନଦୀ ଉପରେ ଧଳପୁର ସେତୁ ନିର୍ମାଣ ପରେ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ବଢ଼ୁଛି ରୋଗୀସଂଖ୍ୟା। ପାଖ ହେଉଥିବାରୁ ପଡ଼ୋଶୀ ବୌଦ୍ଧ ଜିଲାର ୭ରୁ ୮ ପଞ୍ଚାୟତର ରୋଗୀ ଆସୁଛନ୍ତି ଏହି ଡାକ୍ତରଖାନାକୁ। ଫଳରେ...

ତାଳଚେରକୁ ଜିଲା ଘୋଷଣା ଦାବି

ତାଳଚେର,୧୮ା୧୧ (ନି.ପ୍ର.):ଓଡ଼ିଶାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅଧିକ ରାଜସ୍ବ ଦେଉଥିବା ଏବଂ ଦେଶର ସବୁଠାରୁ ଅଧିକ କୋଇଲା ଉତ୍ପାଦନ ସହିତ ଏସିଆର ସର୍ବବୃହତ୍‌ ବିଦ୍ୟୁତ କାରଖାନା ଥିବା ଅନୁଗୋଳ ଜିଲାର ତାଳଚେରର ଗୁରୁତ୍ୱକୁ ଉପଲବ୍ଧ କରି ଏହାକୁ ସ୍ବତନ୍ତ୍ର...

ପଦା ହୋଇଯିବ କୁଟାସିଙ୍ଗା ଜଙ୍ଗଲ: ସୀମାନ୍ତରେ ଥିବାରୁ ମିଳୁନି ସୁରକ୍ଷା

ବଇଣ୍ଡା, ୧୭ା୧୧ (ଡି.ଏନ.ଏ.): ମୂଲ୍ୟବାନ ଗଛକୁ ଟାର୍ଗେଟ୍‌ କରୁଛନ୍ତି କାଠ ମାଫିଆ। ସେଥିପାଇଁ ନିୟମିତ କଟାଯାଉଛି ଶାଳ, ଶାଗୁଆନ ଗଣ୍ଡି। ଗୁପ୍ତ ସ୍ଥାନରେ ଲୁଚାଇ ରଖି ଅବାଧରେ କରାଯାଉଛି ଚୋରା ଚାଲାଣ। ଏ ନେଇ ଅଞ୍ଚଳବାସୀ ଆପତ୍ତି ଅଭିଯୋଗ ଉଠାଉଛନ୍ତି।...

ମୂଳରୁ ହିଁ ମୁକୁଳା

ଅନୁଗୋଳ ଅଫିସ, ୧୬।୧୧: ଉପକଣ୍ଠରେ ଏକାଧିକ ଶିଳ୍ପର ଉଦୟ। ସେଥିପାଇଁ ବଢ଼ୁଛି ଅନୁଗୋଳ ସହରର କଳେବର। ନିୟମିତ ବୃଦ୍ଧି ପାଉଛି ଜନ ଓ ଯାନବାହନ ସଂଖ୍ୟା। କିନ୍ତୁ ସେହି ଅନୁଯାୟୀ ହେଉନି ରାସ୍ତା ଏବଂ ଟ୍ରାଫିକ ବ୍ୟବସ୍ଥା। ଫଳରେ ସକାଳେ...

ସିଏସ୍‌ଆର୍‌ ପାଣ୍ଠିର ଉପଯୁକ୍ତ ବିନିଯୋଗ ହେଉନି

ଅନୁଗୋଳ ଅଫିସ,୧୬।୧୧: ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ମଙ୍ଗଳବାର ନାଲ୍‌କୋ ସିଏସ୍‌ଆର୍‌ ପାଣ୍ଠିର ଉପଯୁକ୍ତ ବିନିଯୋଗ ତଥା ପାରିପାଶର୍‌ବିକ ଗ୍ରାମଗୁଡ଼ିକର ଉନ୍ନତି ଓ ସ୍ଥାନୀୟ ନିଯୁକ୍ତିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଏମ୍‌ପି ମହେଶ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ...

ଚାଷୀ ମୁଣ୍ଡରେ ଚଡ଼କ

ଛେଣ୍ଡିପଦା, ୧୫ା୧୧ (ସ୍ବ.ପ୍ର.): ରାତି ହେଲେ ଧାନ ବିଲରେ ପଶୁଛନ୍ତି ବାର୍‌ହା ପଲ। ଏକର ଏକର ଜମିରେ ଫସଲ ନଷ୍ଟ କରୁଛନ୍ତି ଏହି ଜଙ୍ଗଲୀ ଜନ୍ତୁ। ବାରମ୍ବାର ଅଭିଯୋଗ କଲେ ମଧ୍ୟ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରୁନି ବନ ବିଭାଗ।...

ସହରାଞ୍ଚଳ ପ୍ରଦୂଷଣ ଘାତକ

ଭୁବନେଶ୍ୱର(ବ୍ୟୁରୋ)/ଯାଜପୁର/ ଅନୁଗୋଳ ଅଫିସ୍‌,୧୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ମାରାତ୍ମକ ସ୍ତରରେ ରହୁଛି। କେବଳ ଦିଲ୍ଲୀ ନୁହେଁ, ଦେଶର ବଡ଼ ବଡ ସହରରେ ନିଃଶ୍ୱାସ ନେବା ପ୍ରାଣଘାତକ ହେଲାଣି। ସହରାଞ୍ଚଳରେ ବିଶୁଦ୍ଧ ବାୟୁ ମିଳିବା କଷ୍ଟକର ହୋଇପଡ଼ିଲାଣି। ଯାନବାହନ ବୃଦ୍ଧି...

ପାର୍ବଣ ପରଠୁ ଶିଥିଳ ପୋଲିସ

ଅନୁଗୋଳ ଅଫିସ, ୧୩।୧୧: ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ ଦେଇ ଅନୁଗୋଳ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ନୂଆ ବ୍ୟବସ୍ଥା। ୨୦୨୧ ଏପ୍ରିଲ ୧ରୁ ସହରରେ ଗଡ଼ିଥିଲା ପିଙ୍କ ପାଟ୍ରୋଲିଂ ଗାଡ଼ି। କଲ୍‌ ପାଇବା ମାତ୍ରେ ଘଟଣାସ୍ଥଳରେ ଦୁଇ...

ଉଦ୍ୟମ ଦିଗରେ ଉଦାସୀନ

ବଇଣ୍ଡା,୧୨।୧୧ (ଡି.ଏନ.ଏ.):  ପାନୀୟ ସମସ୍ୟାର ସମାଧାନ ନିମନ୍ତେ ନିର୍ମାଣ ହେଲା ପାଣି ପ୍ରକଳ୍ପ। ବ୍ୟୟ ହେଲା ଦେଢ଼କୋଟି ଟଙ୍କା। ହେଲେ କାମ ଶେଷ ହେବାର ୩ ବର୍ଷ ପରେ ମଧ୍ୟ ୩ ଗାଁରେ ପହଞ୍ଚିନି ପାଣି। ଏପରି କି ଫିଲ୍‌ଟରଟିଏ...

ସହରରେ ଏରାଗୁଲା ଗ୍ୟାଙ୍ଗ୍‌ ସକ୍ରିୟ

ଅନୁଗୋଳ ଅଫିସ, ୧୧ା୧୧: ଅନୁଗୋଳ ଥାନା ଅଞ୍ଚଳରେ ବଢ଼ୁଛି ଲୁଟ୍‌ପାଟ। କିଛିଦିନ ହେଲା ସହରରେ ସକ୍ରିୟ ରହିଛନ୍ତି ଏରାଗୁଲା ଗ୍ୟାଙ୍ଗ। ସ୍ପଷ୍ଟ ଦିବାଲୋକରେ ସେମାନେ ନାନା ବାହାନା ଦେଖାଇ ଲୋକଙ୍କଠାରୁ ଟଙ୍କା, ସୁନା ଆଦି ଲୁଟି ନେଉଛନ୍ତି। ସୁଯୋଗ ପାଇବା...

ଆଜି ତାଳଚେର, ପାଲଲହଡ଼ାରେ ବନ୍ଦ ପାଳନ

ତାଳଚେର, ୧୧ା୧୧ (ନି.ପ୍ର.):ପୂର୍ବ ନିଷ୍ପତ୍ତି ମୁତାବକ ଅନୁଗୋଳ ଜିଲା ତାଳଚେର ଓକିଲ ସଂଘ ପକ୍ଷରୁ ୧୧ ତାରିଖରେ ୧୨ ଘଣ୍ଟିଆ ତାଳଚେର ଓ ପାଲଲହଡ଼ା ବନ୍ଦ ଆନ୍ଦୋଳନ କରାଯିବ। ଗୁରୁବାର ଓକିଲ ସଂଘ ସଭାପତି ସନ୍ତୋଷ କୁମାର ସାହୁ ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri