ଅନୁଗୋଳ

ସନ୍ତୋଷ ଦେବ ସମାନ ସମ୍ମାନ

ଅନୁଗୋଳ ଅଫିସ, ୧୬ା୧୦: ଚୁକ୍ତିଭିତ୍ତିକ ସରକାରୀ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେଲା ବୋଲି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଏହା ଅନୁଗୋଳରେ ଆନନ୍ଦର ଲହରୀ ଖେଳାଇ ଦେଇଛି। ରାଜ୍ୟ ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ଦ୍ୱାରା...

ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର ବିକ୍ଷୋଭ

ବଅଁରପାଳ,୧୫ା୧୦(ଡି.ଏନ୍‌.ଏ.): ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ ୧୦ ଦଫା ଦାବି ନେଇ ନାଲକୋ ସିପିପିର ଗ୍ରୁପ୍‌ ଜେନେରାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟରେ ଘେରାଉ କରାଯାଇଛି। ଉତ୍କଟ କୋଇଲା ସମସ୍ୟାର ସମାଧାନ, ଟ୍ରକ ପରିବହନ ପରିବର୍ତ୍ତେ ଏମ୍‌ଜିଆର ସିଷ୍ଟମକୁ ତୁରନ୍ତ ତ୍ୱରାନ୍ବିତ କରିବା,...

ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

ମାଧପୁର,୧୫।୧୦(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ବନାଞ୍ଚଳ ଅଧୀନ କିଆକଟା ପଞ୍ଚାୟତର ମୁଣ୍ଡାପଡ଼ା ଗ୍ରାମ ନିକଟ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଖବରପାଇ ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ...

୨୨ ମଣ୍ଡପରେ ଦେବୀ ପଦ୍ମାଳୟା

ବଅଁରପାଳ, ୧୫ା୧୦ (ଡି.ଏନ.ଏ.): ବଅଁରପାଳ ବ୍ଲକରେ ମା’ ଲକ୍ଷ୍ମୀଙ୍କ ପୂଜା ଧୁମ୍‌ଧାମରେ ଚାଲିଛି। ବଅଁରପାଳରେ ୧୩ ମଣ୍ଡପ ହୋଇଥିବା ବେଳେ କୁଲାଡ଼ରେ ୯ ମଣ୍ଡପରେ ମା’ ପଦ୍ମାଳୟାଙ୍କ ଆରାଧନା ହେଉଛି। ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁସଜ୍ଜିତ ମେଢ଼ ରଙ୍ଗିନ ଆଲୋକମାଳାରେ...

ଝିଅ ଉପରେ ଚଢ଼ିଗଲା ବାପାଙ୍କ ଅଟୋ

ଛେଣ୍ଡିପଦା,୧୪ା୧୦(ସ୍ବ.ପ୍ର.): ବାପା ଚଳାଉଥିଲେ ଡାଲା ଅଟୋ। ପାଖରେ ବସିଥିଲେ ୮ ବର୍ଷର ଝିଅ। ହେଲେ ହମ୍ପ୍‌ସ୍‌ ନିକଟରେ ବାପା ବ୍ରେକ୍‌ ମାରିବାରୁ ଗାଡ଼ିରୁ ରାସ୍ତା ଉପରକୁ ଗଳିପଡ଼ିଥିଲେ ଝିଅ। ଏହି ସମୟରେ ଗାଡ଼ିଟି ତାଙ୍କ ଉପରେ ଚଢ଼ିଯାଇଥିଲା। ଗୁରୁତର ଅବସ୍ଥାରେ...

ରୋଗୀ ଆସିଲେ ରେଫର୍‌

ଅନୁଗୋଳ ଅଫିସ, ୧୪ା୧୦: ଜିଲାର ମୁଖ୍ୟ ଚିକିତ୍ସାଳୟ। ଉନ୍ନତ ଚିକିତ୍ସା ଆଶା ନେଇ ଦୈନିକ ଶତାଧିକ ରୋଗୀ ଦୂର ଦୂରାନ୍ତରୁ ଆସୁଛନ୍ତି। ପଡ଼ୋଶୀ ଜିଲାର ବହୁ ରୋଗୀ ମଧ୍ୟ ଏହା ଉପରେ ନିର୍ଭରଶୀଳ। ହେଲେ ଏଠାରେ ଥିବା କେତେଜଣ ଡାକ୍ତର...

ଭିତ୍ତିଭୂମି ଉପରେ ଭବିଷ୍ୟତ

ଅନୁଗୋଳ ଅଫିସ, ୧୪ା୧୦:ମଣିଷ ମାରିଲା ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସୁନ୍ଦରୀ। ମରଣ ମୁହଁରେ ପଡ଼ିଲା ମହାବଳ ବାଘ ମହାବୀର। ବନ ବିଭାଗର ଚରମ ବିଫଳତା ପାଇଁ ବେଶ୍‌ ବଦନାମ ହୋଇଛି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ। ମହାବୀର ମରିବା ପରଠାରୁ ୨୦୧୮...

୮ ଲକ୍ଷ ଟଙ୍କା ହେରଫେର ଉଦ୍ୟମ

ଅନୁଗୋଳ ଅଫିସ, ୧୩ା୧୦: ଅନୁଗୋଳ ଜିଲା ତାଳଚେର ପୌରପାଳିକାର ଜଣେ କନିଷ୍ଠ ଯନ୍ତ୍ରୀ(ଜେଇ) ଏକ ପୋଖରୀ ପୁନରୁଦ୍ଧାର ବିଲ୍‌ରେ ୮ ଲକ୍ଷ ଟଙ୍କା ହେରଫେର କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ପୌର ନିର୍ବାହୀ ଯନ୍ତ୍ରୀ ଜୟନ୍ତ...

ଗୋଦାମରେ ହେଲାଣି ଗଦା

ଅନୁଗୋଳ ଅଫିସ, ୧୩ା୧୦: ଦୀପାବଳି ଆହୁରି ୧୨ ଦିନ ଦୂର। ବାଣ ବିକ୍ରି ଓ ଫୁଟାଇବାକୁ ଅନୁମତି ଦିଆଯିବ କି ନାହିଁ, ଏଯାଏ ନିଷ୍ପତ୍ତି ନେଇନି ଅନୁଗୋଳ ଜିଲା ପ୍ରଶାସନ। ହେଲେ ସହରର ବିଭିନ୍ନ ଗୋଦାମରେ ଗଦା ହେଲାଣି ବାଣ।...

ଶିଳ୍ପ ଥାଇ ନିଯୁକ୍ତି ଆଶାୟୀ ନିରାଶ

ଯାଜପୁର ଅଫିସ/ଅନୁଗୋଳ ଅଫିସ୍‌/ରାୟଗଡ଼ା ଅଫିସ୍‌,୧୩ା୧୦: ଖଣିଜ ସମ୍ପଦରେ ଭରପୂର ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଆଗ୍ରହ ଦେଖାଇ ଆସୁଛନ୍ତି। ସରକାର ସେମାନଙ୍କୁ ଜମି, ପାଣି, ଖଣି ସମେତ ସମସ୍ତ ସୁବିଧା ସୁଯୋଗ ଅତି ସହଜରେ ଉପଲବ୍ଧ କରାଉଛନ୍ତି। ସରକାରଙ୍କ...

ମେଶିନ କରିବ ସହର ସଫେଇ

ଅନୁଗୋଳ ଅଫିସ, ୧୧ା୧୦: ଅନୁଗୋଳ ସହର ପ୍ରଦୂଷଣ ବଳୟ ଭିତରେ ରହୁଛି। ବିଭିନ୍ନ ସମୟରେ ଏହି ପ୍ରଦୂଷଣ ପାଇଁ ସହରୀ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ତେଣୁ ଅନୁଗୋଳ ସହର ସଫେଇ ପାଇଁ ଝାଡ଼ୁ ମାରୁଥିବା ଗାଡ଼ି ଅଣାଯାଇଛି। ସୋମବାର ପୂର୍ବାହ୍ନରେ...

ହକରଙ୍କ ପୁଅ ଓସିଏସ୍‌ରେ ଉତ୍ତୀର୍ଣ୍ଣ

ଅନୁଗୋଳ ଅଫିସ, ୮ା୧୦ : ପିଲାବେଳେ ଏକ ଦୁର୍ଘଟଣା ତାଙ୍କୁ ଦିବ୍ୟାଙ୍ଗ କରିଦେଇଥିଲା। ହେଲେ ଏହି ଶାରୀରିକ ଅକ୍ଷମତା ତାଙ୍କ ମନୋବଳକୁ ଭାଙ୍ଗିପାରି ନ ଥିଲା। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଜ ମେଧା ପ୍ରଦର୍ଶନ କରି ସେ ୨୦୧୯ ଓଡ଼ିଶା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri