ତୋରଣରେ ବ୍ରହ୍ମୋସ କ୍ଷେପଣାସ୍ତ୍ର
ବଅଁରପାଳ,୧୪।୯(ଡି.ଏନ.ଏ.): ମାତ୍ର ୩ ଦିନ ପରେ ବିଶ୍ୱକର୍ମା ପୂଜା। ଦେବଶିଳ୍ପୀଙ୍କୁ ଆରାଧନା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ନାଲ୍କୋନଗରରେ ଚାଲିଛି ଜୋର୍ଦାର ସାଜସଜ୍ଜା। ହାତରେ ଆଉ କିଛି ଘଣ୍ଟା ସମୟ ଥିବାରୁ ମୂର୍ତ୍ତି କାରିଗର ଦିନରାତି ଲାଗିଛନ୍ତି କାମରେ। ତୋରଣ...
ରାସ୍ତାକୁ ଗୋରୁ ଛାଡ଼ିଲେ ଜରିମାନା
ଅନୁଗୋଳ ଅଫିସ, ୧୩ା୯:ଅନୁଗୋଳ ସହରର ବିଭିନ୍ନ ରାସ୍ତାରେ ବୁଲା ଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଥିପାଇଁ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି। ଏପରି କି ଦୁର୍ଘଟଣା ଘଟି କେତେବେଳେ ଗୋରୁ ତ ଆଉ କେତେବେଳେ ବାଇକ୍ ଆରୋହୀଙ୍କ ଜୀବନ...
ସରୁନି ସଡ଼କ ସଂଘର୍ଷ
ବଇଣ୍ଡା, ୧୩ା୯ (ଡି.ଏନ.ଏ.):ଗଁାକୁ ଗମନାଗମନରେ ହେଉଛି ଅସୁବିଧା। ବିଶେଷକରି ବର୍ଷାଋତୁରେ ଯାତାୟାତ କଷ୍ଟକର ହୋଇପଡ଼ୁଛି। କାଦୁଅ, ପାଣିରେ ପଶି ଲୋକଙ୍କୁ ଚଳପ୍ରଚଳ ହେବାକୁ ପଡ଼ୁଛି। ତେଣୁ ମାଟି ରାସ୍ତାକୁ ପକ୍କା କରିବାକୁ ଦାବି କରି ଆସୁଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ...
ଧାରଣାରେ ବସିଲେ ୩ ଶ୍ରମିକ ସଂଗଠନ
ବଅଁରପାଳ,୧୨ା୯(ଡି.ଏନ୍.ଏ.): ଆଲୁମିନିୟମ ସଂଘ, ନେପୁ ଏବଂ ନେସ୍ ପକ୍ଷରୁ ସୋମବାର ସକାଳ ୭ରୁ ନାଲ୍କୋ ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ୩ଟି ପ୍ରମୁଖ ଶ୍ରମିକ ସଂଗଠନ କର୍ତ୍ତୃପକ୍ଷଙ୍କ ସହ ଉପସ୍ଥିତ ରହି ଇନ୍ସେଟିଭ୍, ପାରାମିଟର ସମ୍ପର୍କରେ ପୂର୍ବରୁ ଆଲୋଚନା...
ଭିତିରି ସମ୍ପର୍କ ପଦାରେ ପକାଇଲା ଭୋଜି
ଅନୁଗୋଳ ଅଫିସ, ୧୦।୯: ମେଡିକାଲରେ କେବଳ ଗଣେଶ ପୂଜା ହେବ। କୌଣସି କର୍ମଚାରୀ ଭୋଜିଭାତ କରିବେ ନାହିଁ। ଏପରି ନିର୍ଦ୍ଦେଶନାମା ଜାରି କରିଥିଲେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ। ହେଲେ କର୍ତ୍ତୃପକ୍ଷଙ୍କ ଏପରି ନିର୍ଦ୍ଦେଶକୁ ଖୋଲାଖୋଲି ବେଖାତିର କରି...
ଆରମ୍ଭରୁ ଶେଷ ଯାଏ ବିଭ୍ରାଟ
ଅନୁଗୋଳ ଅଫିସ,୯ା୯: ଦୀର୍ଘ ଦୁଇ ବର୍ଷ ପରେ ଅନୁଗୋଳ ସହରରେ ହୋଇଥିଲା ଗଣେଶ ପୂଜା। ପୂଜା ପରି ଭସାଣିକୁ ଆକର୍ଷଣୀୟ କରିବାକୁ ପୂର୍ବରୁ ହୋଇଥିଲା ଆବଶ୍ୟକ ପ୍ରସ୍ତୁତି। ହେଲେ ବୁଧବାର ଭସାଣି ବେଳେ ସମସ୍ତ ବ୍ୟବସ୍ଥାରେ ଅବ୍ୟବସ୍ଥା ଜଳ ଜଳ...
ପୋଖରୀରେ ବୁଡ଼ିଯାଇ ଚାଲିଗଲା ଛାତ୍ରୀଙ୍କ ଜୀବନ
ବଇଣ୍ଡା,୮।୯(ଡି.ଏନ.ଏ): କିଶୋରନଗର ବ୍ଲକ ଗାଁ ବଇଣ୍ଡା ପଞ୍ଚାୟତ ବଡ଼ହୁଲା ଗ୍ରାମ ନିକଟରେ ଥିବା ଏକ ପୋଖରୀରେ ବୁଡି ସେହି ଗ୍ରାମର ଅର୍ଚ୍ଚନା ପ୍ରଧାନ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଘଟଣାରୁ ଜଣାପଡିଛି, ଅର୍ଚ୍ଚନା ସକାଳେ ନିକଟସ୍ଥ ପୋଖରୀକୁ...
ଦୂର ହେଉନି ଦମକଳ ଦ୍ୱନ୍ଦ୍ୱ
ବଇଣ୍ଡା,୭।୯: ନିଆଁ ଗିଳୁଛି ଘର। ଆଖି ଆଗରେ ଜଳିଯାଉଛି ବର୍ଷ ବର୍ଷର ସମ୍ପତ୍ତି। ପ୍ରତିବର୍ଷ ସର୍ବସ୍ବାନ୍ତ ହେଉଛନ୍ତି ୫୦ରୁ ଊର୍ଦ୍ଧ୍ୱ ପରିବାର। ନିକଟରେ ଅଗ୍ନିଶମ କେନ୍ଦ୍ରଟିଏ ନ ଥିବାରୁ ଏହି ବିପତ୍ତିରୁ ମିଳିପାରୁନି ଆଶ୍ୱସ୍ତି। ଏ ନେଇ ଦୀର୍ଘ ୨୪ବର୍ଷ...
୧୨୦ ଗ୍ରାମର ବ୍ରାଉନ ସୁଗାର ଜବତ
ଅନୁଗୋଳ ଅଫିସ,୬।୯: ଅନୁଗୋଳ ଜିଲା ଅମଲାପଡ଼ା ଅଞ୍ଚଳରେ ଅବକାରୀ ଟିମ୍ ମଙ୍ଗଳବାର ଚଢ଼ାଉ କରିଛି। ଚଢ଼ାଉରେ କେନାଲ ଅଞ୍ଚଳରୁ ୧୨୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି। ଧିରେନ ଦାସ ନାମକ ଜଣେ ଯୁବଙ୍କୁ କାବୁ କରି ତାଙ୍କ ନିକଟରୁ...
ପୁନର୍ବାର ପ୍ରସ୍ତୁତ ହେବ ତାଲିକା
ଅନୁଗୋଳ ଅଫିସ, ୬ା୯: ସାତକୋଶିଆ ଅଭୟାରଣ୍ୟର କୋର୍ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟାରେ କଟରଙ୍ଗ ଗ୍ରାମର ୨୧ ପରିବାର କ୍ଷତିପୂରଣ ପ୍ୟାକେଜ୍ରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବଞ୍ଚିତ ପରିବାର ସୋମବାର ଅନୁଗୋଳ ଉପଜିଲାପାଳ ବଇତୁରା ଦୀପ୍ଙ୍କୁ ସାକ୍ଷାତ...
ଟିକାକରଣରେ ଅବ୍ୟବସ୍ଥା
ଅନୁଗୋଳ ଅଫିସ, ୫।୯:ଅନୁଗୋଳ ସହରର ମିଶ୍ରପଡ଼ାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର କରୋନା ବୁଷ୍ଟର ଡୋଜ୍ ଟିକାକରଣକୁ ନେଇ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଆଶାୟୀମାନେ ଲାଇନ୍ରେ ଛିଡ଼ା ହୋଇଥିବାବେଳେ ଭ୍ୟାକ୍ସିନ୍ ସରିଯାଇଥିବା କହି ସ୍ବାସ୍ଥ୍ୟକର୍ମୀ ସେମାନଙ୍କୁ ଫେରାଇ ଦେଇଥିବା ଅଭିଯୋଗ...
ପ୍ରିନ୍ସ ଫେଷ୍ଟରେ ଝୁମିଲେ ଦର୍ଶକ
ଅନୁଗୋଳ ଅଫିସ, ୫।୮:ଅନୁଗୋଳ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ପକ୍ଷରୁ ରବିବାର ସାରେ ‘ପ୍ରିନ୍ସ ଫେଷ୍ଟ୍’ ଅନୁଷ୍ଠିତ ହୋଇଯାଇଛି। ହେମସୁରପଡ଼ା ଟାଉନ୍ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଏହି ସାଂସ୍କୃତିକ ସାରେ ଗୋଟିଏ ପରେ ଗୋଟିଏ ଓଲିଉଡ୍ ଓ ବଲିଉଡ୍ ସଙ୍ଗୀତର...
Archives


