ଅନୁଗୋଳ

ଟ୍ରାଫିକ୍‌, ପାର୍କିଂ ବ୍ୟବସ୍ଥା ହେବ କଡ଼ାକଡ଼ି

ଅନୁଗୋଳ ଅଫିସ, ୨୬।୧୧ – ଅନୁଗୋଳ ଜିଲାରେ ସଡ଼କ ଦୁର୍ଘଟଣାର ହାର ହ୍ରାସ କରିବା ପାଇଁ ଗୁରୁବାର ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି।...

ସଫଳ ପରିଚାଳନା ଉପରେ ଗୁରୁତ୍ୱ

ଅନୁଗୋଳ/ ଢେଙ୍କାନାଳ ଅଫିସ,୨୩ ।୧୧ ମତ୍ସ୍ୟ ଚାଷର ଉନ୍ନତୀକରଣ ଓ ଏହାର ଉପାଦେୟତା ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ରବିବାର ଜିଲା ମତ୍ସ୍ୟ ବିଭାଗ ତରଫରୁ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବିଶ୍ବ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି। ଜିଲା...

ରାଶନ ସାମଗ୍ରୀ ପାଇଁ ୪୦ କି.ମି.

ବଇଣ୍ଡା,୨୧।୧୧(ଡି.ଏନ.ଏ.)  ରହୁଛନ୍ତି ଗୋଟିଏ ପଞ୍ଚାୟତରେ। ଭୋଟର ପରିଚୟପତ୍ର ଅଛି ଅନ୍ୟ ପଞ୍ଚାୟତରେ। ଏହି କାରଣରୁ ୧୫ ପରିବାର ହେଉଛନ୍ତି ହଇରାଣ। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସେମାନେ ସାମିଲ ଥିଲେ ମଧ୍ୟ ଟଙ୍କିକିଆ ଚାଉଳ ଆଣିବାକୁ ସେମାନଙ୍କୁ ୪୦ କିଲୋମିଟର ଦୂର...

ଅନୁଗୋଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ,ବାଣ୍ଟିବେ ସ୍ମାର୍ଟ ହେଲ୍‌ଥ କାର୍ଡ

ଅନୁଗୋଳ ଅଫିସ,୧୯।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁଗୋଳ ଜିଲା ଗସ୍ତରେ ଆସିବେ । ମୁଖ୍ୟମନ୍ତ୍ରୀ ସକାଳ ୧୧ ଟାରେ ଅନୁଗୋଳ ଷ୍ଟାଡିୟମରେ ଥିବା ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ସଭାରେ ଯୋଗ ଦେଇ ସ୍ମାର୍ଟ ହେଲ୍‌ଥ କାର୍ଡ...

ସୌନ୍ଦର୍ଯ୍ୟ ଦେଖିବେ ସହରବାସୀ

ଅନୁଗୋଳ ଅଫିସ, ୧୯ ।୧୧ ସୁନ୍ଦର ଦିଶିବ ଅନୁଗୋଳ ସହର। ବହୁ କୋଟି ଟଙ୍କା ବ୍ୟୟରେ ଏଥିପାଇଁ ପ୍ରସ୍ତୁତ କରାଯାଇଛି ଭିତ୍ତିଭୂମି। ମାସ ମାସ ଧରି ବିଭିନ୍ନ ସ୍ଥାନରେ ଚାଲିଛି ନିର୍ମାଣ କାର୍ଯ୍ୟ। ଆଉ ମାତ୍ର ଦିନକ ପରେ ଅର୍ଥାତ୍‌...

ଅନୁଗୋଳରେ ୫୦ ପ୍ରତିଶତ ଉପସ୍ଥାନ

ଅନୁଗୋଳ ଅଫିସ, ୧୬।୧୧- ଅନୁଗୋଳ ଜିଲାରେ ସୋମବାର ୬ଷ୍ଠ ଓ ୭ମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଥିବାରୁ ପ୍ରଥମ ଦିନରେ ୫୦ ପ୍ରତିଶତ ଉପସ୍ଥାନ ଦେଖିବାକୁ ମିଳିଛି। ଦୀର୍ଘ ଦିନ ପରେ ବିଦ୍ୟାଳୟ ଖୋଲୁଥିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ...

ଲାଇଫ ଲାଇନ ଏକ୍ସପ୍ରେସରେ ରୋଗୀ ସେବା

ଅନୁଗୋଳ ଅଫିସ,୧୬।୧୧- ହସ୍ପିଟାଲ ଇନ୍‌ ଟ୍ରେନ ବା ଲାଇଫ୍‌ ଲାଇନ ଏକ୍ସପ୍ରେସ୍‌ ଯୋଗେ ଅନୁଗୋଳ ରେଳ ଷ୍ଟେଶନରେ ରୋଗୀ ସେବା ସୋମବାରଠାରୁ ଆରମ୍ଭ ହୋଇଛି। ୩୦ ତାରିଖ ପର୍ଯ୍ୟନ୍ତ ଏହି ଟ୍ରେନ ଷ୍ଟେଶନରେ ରହି ଗରିବ ରୋଗୀଙ୍କୁ ନିଃଶୁଳ୍କ ଚିକିତ୍ସା...

ପ୍ରଶାସନ କଲାନି, କର୍ମଚାରୀ କଲେ

ବଇଣ୍ଡା,୧୬।୧୧(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଜନତା କଲେଜକୁ ଦୂରାଦୂରାନ୍ତରୁ ବହୁ ଛାତ୍ରୀଛାତ୍ର ବସ୍‌ ଯୋଗେ ଯାତାୟାତ କରୁଛନ୍ତି। କଲେଜ ନିକଟରେ ବସ୍‌କୁ ଅପେକ୍ଷା କରିବା ପାଇଁ ପୂର୍ବରୁ ଥିବା ଏକ ବିଶ୍ରାମାଗାରକୁ ରାଜପଥ ପ୍ରଶସ୍ତୀକରଣ ପାଇଁ ଭାଙ୍ଗି ଦିଆଯାଇଥିଲା। ସେବେଠାରୁ...

ସତ ହେଲା ଭଉଣୀଭାଇଙ୍କ ସ୍ବପ୍ନ

ଅନୁଗୋଳ ଅଫିସ, ୧୫ା୧୧: ନହୁରାଣୀ ପୋଲ ଏବେ ଚଳଚଞ୍ଚଳ। ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇ ନ ଥିଲେ ମଧ୍ୟ ବ୍ରିଜ୍‌ ଦେଇ ଚଳାଚଳ କରୁଛି ଦୈନିକ ଶତାଧିକ ଗାଡ଼ି। ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବୁଢ଼ାନାଳୀ ଗ୍ରାମ ସହିତ ଅନୁଗୋଳ...

ଦୋଷ ଖସାଇବାକୁ ଉଦ୍ୟମ

ଅନୁଗୋଳ ଅଫିସ, ୧୫ା୧୧: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୦୧୯ ମାର୍ଚ୍ଚ ୧୩ରୁ ୨୦୨୧ ମଧ୍ୟରେ ପାରା ମେଡିକାଲ ଷ୍ଟାଫ୍‌ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଛି। ଏହି ସମୟ ମଧ୍ୟରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ତୁରନ୍ତ ଛଟେଇ କରିବାକୁ ରାଜ୍ୟ ସରକାର...

ରାତି ଅଧିଆ କାଢ଼ି ଦେଲେ

ଅନୁଗୋଳ ଅଫିସ, ୧୪।୧୧: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୦୧୯ ମାର୍ଚ୍ଚ ୧୩ରୁ ୨୦୨୧ ମଧ୍ୟରେ ପାରା ମେଡିକାଲ ଷ୍ଟାଫ୍‌ ନିଯୁକ୍ତିରେ ଅନିୟମିତତା ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରିବାକୁ ଗତ ୧୧ ତାରିଖରେ ଚିଠି କରିଥିଲେ।...

ଅନୁଗୋଳରେ ଲାଇଫ ଲାଇନ ଏକ୍ସପ୍ରେସ

ଅନୁଗୋଳ ଅଫିସ, ୧୪।୧୧: ଅନୁଗୋଳ ରେଳ ଷ୍ଟେଶନରେ ପ୍ରଥମ ଥର ପାଇଁ ହସ୍ପିିଟାଲ ଇନ୍‌ ଟ୍ରେନ ଲାଗିଛି। ଏହା ୧୫ ଦିନ ପର୍ଯ୍ୟନ୍ତ ଷ୍ଟେଶନ୍‌ରେ ରହି ରୋଗୀଙ୍କୁ ବିନା ମୂଲ୍ୟରେ ଚିକିତ୍ସା ସେବା ଯୋଗାଇ ଦେବା ସହ ଔଷଧ ପ୍ରଦାନ କରିବ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri