ବଲାଙ୍ଗୀର

ବଲାଙ୍ଗୀର ସିଲେଟକାନୀରେ ଶିଶୁବଳି ସନ୍ଦେହ

ବଲାଙ୍ଗୀର ଅଫିସ/ଦେଓଗଁ।, ୫ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗଁ। ଥାନା ଅନ୍ତର୍ଗତ ସିଲେଟକାନୀ ଗଁ। ନିକଟ ସୋନଗଡ ନଦୀ କୂଳରୁ ବୁଧବାର ଜଣେ ନାବାଳକଙ୍କ ମୁଣ୍ଡଗଣ୍ଡି ବିଚ୍ଛିନ୍ନ ଅସ୍ଥିକଙ୍କାଳ,…

5 years ago

ସିଲେଟକାନୀରେ ନାବାଳକଙ୍କୁ ବଳି ଅଭିଯୋଗ

ଦେଓଗାଁ,୫।୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ସିଲେଟକାନୀ ଗ୍ରାମରେ ଜଣେ ନାବାଳକଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି। ଜାନୁଆରୀ ୨୨ରୁ ଇଟାଭାଟି ପାଖରୁ ନିଖୋଜ ହୋଇଯାଇଥିଲେ ନାବାଳକ…

5 years ago

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ପାଟଣାଗଡ଼ରେ ବନ୍ଦର ପ୍ରଭାବ

ପାଟଣାଗଡ଼,୫।୨(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ପାଟଣାଗଡ଼ ଉପଖଣ୍ଡରେ ମଧ୍ୟ ଦେଖିବାକୁ…

5 years ago

ପଶ୍ଚିମ ଓଡ଼ିଶା ବନ୍ଦ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବଲାଙ୍ଗୀର ଅଫିସ,୫।୨: ଆଇନଜୀବୀଙ୍କ ପକ୍ଷରୁ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ବଲାଙ୍ଗୀରରେ ମଧ୍ୟ ଦେଖିବାକୁ ମିଳିଛି। ବୁଧବାର ସକାଳୁ ଆନ୍ଦୋଳନକାରୀମାନେ ବିଭିନ୍ନ…

5 years ago

ଆହତ ମହିଳାଙ୍କୁ ଡାକ୍ତରଖାନା ନେଲେ ମନ୍ତ୍ରୀ

ସଇଁତଲା, ୫-୨ (ଡି.ଏନ.ଏ.):ମଙ୍ଗଳବାର ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଷାଣ୍ଡପାଲି ଛକରେ ବାଇକରୁ ପଡ଼ି ଜଣେ ମହିଳା ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ବିଧାୟିକା…

5 years ago

ଟ୍ରାକ୍ଟର ଓଲଟି ହେଲପର ମୃତ, ରାସ୍ତାରୋକୋ

ଗୁଡ଼ଭେଲା, ୩ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁଷୁରା ବିଦେଶୀ ମଦ ଦେକାନ ସମ୍ମୁଖରେ ଏକ ଓଭରଲୋଡିଙ୍ଗ ଟ୍ରାକ୍ଟର ଓଲଟି ପଡିବାରେ ଗାଡି ହେରପରଙ୍କର ମୃତ୍ୟୁ ଘଟିଥିଲା। ସୋମବାର ମୃତକଙ୍କ…

5 years ago

ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

ବଲାଙ୍ଗୀର ଅଫିସ, ୩ା୨: ବଲାଙ୍ଗୀର ଗାନ୍ଧୀଭବନଠାରେ ବୌଦ୍ଧିକ ଅନୁଷ୍ଠାନ ରଚନା ପକ୍ଷରୁ ଶିକ୍ଷା ଅଧିକାର: ଲକ୍ଷ୍ୟ, ବାସ୍ତବତା ଓ ସମ୍ଭାବନା ଶୀର୍ଷକ ଏକ ଆଲୋଚନାଚକ୍ର ରବିବାର ଅନୁଷ୍ଠିତ…

5 years ago

ମ୍ୟୁନିସିପାଲିଟି ପକ୍ଷରୁ ଜବରଦଖଲ ଉଚ୍ଛେଦ

ବଲାଙ୍ଗୀର ଅଫିସ, ୨ା୨: ବଲାଙ୍ଗୀର ମ୍ୟୁନିସସିପାଲିଟି ପକ୍ଷରୁ ଚାଲିଥିତ୍ବା ଜବରଦଖଲ ଉଚ୍ଛେଦ ଅଭିଯାନକ୍ରମରେ ଶନିବାର ସହରର ପାଟଣା ହୋଟେଲ ଛକ ଠାରୁ ବାଳିକା ଉଚ୍ଚ ବିଦ୍ୟାଳୟ ପାଖ…

5 years ago

ପଥର ମାରି ୪ ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ : କାର୍‌ ଡ୍ରାଇଭରଙ୍କ ସମେତ ୬ ଗିରଫ

ବଲାଙ୍ଗୀର ଅଫିସ, ୨ା୨: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବଲାଙ୍ଗୀର-ଦେଓଗଁା ୨୬ ନମ୍ବର ଜାତୀୟ ରାଜପଥର ସିନ୍‌ଖମନ ଢ଼ାବା ନିକଟରେ ଗତ ୨୨ତାରିଖ ଦିନ ଏକ କାର…

5 years ago

କଥାରେ ଆଦିବାସୀ ଅଂଚଲର ବିକାଶ: ମଉଲିକ୍‌ ସୁବିଧାରୁ ବଁଚିତ୍‌ କୋଲପଡ଼ାବାସୀ

  ଲାଠୋର, ୧।୨ (ଡି.ଏନ୍‌.ଏ.)- ସରକାର ଆଦିବାସୀ ଅଧୁଷିତ ଅଂଚଲର ବିକାଶ ଲାଗି ଅନେକ ଯୋଜନା କାଯ୍‌କାରୀ କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ…

5 years ago