Advertisement

ବଲାଙ୍ଗୀର

ମୁଣ୍ଡରେ ବ୍ୟାଣ୍ଡେଜ୍‌ ବାନ୍ଧି ଡାକ୍ତରୀ ଛାତ୍ରଙ୍କ ପ୍ରତିବାଦ: କାଜୁଆଲଟି ଆଗରେ ଧାରଣାମୁଣ୍ଡରେ ବ୍ୟାଣ୍ଡେଜ୍‌ ବାନ୍ଧି ଡାକ୍ତରୀ ଛାତ୍ରଙ୍କ ପ୍ରତିବାଦ: କାଜୁଆଲଟି ଆଗରେ ଧାରଣା

ମୁଣ୍ଡରେ ବ୍ୟାଣ୍ଡେଜ୍‌ ବାନ୍ଧି ଡାକ୍ତରୀ ଛାତ୍ରଙ୍କ ପ୍ରତିବାଦ: କାଜୁଆଲଟି ଆଗରେ ଧାରଣା

ବଲାଙ୍ଗୀର,୨୯ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଶେଷବର୍ଷ ଛାତ୍ର ତଥା ହାଉସ ସର୍ଜନ ବିଶ୍ୱରଞ୍ଜନ ସାହୁଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ କରାଯାଇଥିଲା। ହସ୍ପିଟାଲରୁ…

1 year ago
ଅବଧି ସରିଲା, କାର୍ଯ୍ୟ ଅସମ୍ପୂର୍ଣ୍ଣଅବଧି ସରିଲା, କାର୍ଯ୍ୟ ଅସମ୍ପୂର୍ଣ୍ଣ

ଅବଧି ସରିଲା, କାର୍ଯ୍ୟ ଅସମ୍ପୂର୍ଣ୍ଣ

ସଇଁତଳା,୨୯ା୧୨(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଛନଛଡ଼ା-ପେଣ୍ଡରାମାଲ ରାସ୍ତାରେ ଥିବା ଲାନ୍ଥ ନଦୀ ଉପରେ ବିଜୁ ସେତୁ ଯୋଜନାରେ ଆରମ୍ଭ ହୋଇଥିବା ବ୍ରିଜ ନିର୍ମାଣର…

1 year ago
ଗର୍ଭବତୀଙ୍କୁ ଦେଲେ ଏକ୍ସପାଏରି ଛତୁଆଗର୍ଭବତୀଙ୍କୁ ଦେଲେ ଏକ୍ସପାଏରି ଛତୁଆ

ଗର୍ଭବତୀଙ୍କୁ ଦେଲେ ଏକ୍ସପାଏରି ଛତୁଆ

ବଲାଙ୍ଗୀର,୨୯ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାରେ ଏକ୍ସପାଏରୀ ଛତୁଆ ଏବଂ ନିମ୍ନମାନର ବାଦାମ ଲଡୁ ବଣ୍ଟନ କରାଯାଉଛି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଦେଓଗଁାର ଜଣେ ଗର୍ଭବତୀ…

1 year ago
ଡାକ୍ତରୀ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣଡାକ୍ତରୀ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ଡାକ୍ତରୀ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗୀର, ୨୮ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଶେଷବର୍ଷ ଛାତ୍ର ତଥା ହାଉସ ସର୍ଜନ ବିଶ୍ୱରଞ୍ଜନ ସାହୁଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ…

1 year ago
ଟ୍ରକ୍‌ରେ ପିଟିହେଲା ପିକ୍‌ନିକ୍‌ ବସ୍‌, ୭ ଗୁରୁତରଟ୍ରକ୍‌ରେ ପିଟିହେଲା ପିକ୍‌ନିକ୍‌ ବସ୍‌, ୭ ଗୁରୁତର

ଟ୍ରକ୍‌ରେ ପିଟିହେଲା ପିକ୍‌ନିକ୍‌ ବସ୍‌, ୭ ଗୁରୁତର

ବଲାଙ୍ଗୀର,୨୮ା୧୨:ବଲାଙ୍ଗୀର-ସୋନପୁର ରାସ୍ତାର ଖମ୍ବଶିରିପାଲି ଛକରେ ଗୁରୁବାର ସକାଳୁ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ପଛରେ ପିକ୍‌ନିକ୍‌ ବସ୍‌ଟି ପିଟି ହେବାରୁ ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ…

1 year ago
ସରପଞ୍ଚଙ୍କୁ ମାଡି ବସି ନିସ୍ତୁକ ପିଟିଲେ ପିଡବ୍ଲ୍ୟୁଡି ଏସ୍‌ଡିଓସରପଞ୍ଚଙ୍କୁ ମାଡି ବସି ନିସ୍ତୁକ ପିଟିଲେ ପିଡବ୍ଲ୍ୟୁଡି ଏସ୍‌ଡିଓ

ସରପଞ୍ଚଙ୍କୁ ମାଡି ବସି ନିସ୍ତୁକ ପିଟିଲେ ପିଡବ୍ଲ୍ୟୁଡି ଏସ୍‌ଡିଓ

ବଲାଙ୍ଗୀର ,୨୬।୧୨(ସୁନୀଲ କୁମାର ମହାନ୍ତି): ନିମ୍ନମାନର କାମ ଅଭିଯୋଗ କରି ମାଡ଼ ଖାଇଲେ ସରପଞ୍ଚ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ହରିଶଙ୍କରରେ। ଫାଇଭ-ଟି…

1 year ago
ରାଉରକେଲା ପରେ ବଲାଙ୍ଗୀର: ଝାଡ଼ାବାନ୍ତିରେ ୨ ମୃତ୍ୟୁରାଉରକେଲା ପରେ ବଲାଙ୍ଗୀର: ଝାଡ଼ାବାନ୍ତିରେ ୨ ମୃତ୍ୟୁ

ରାଉରକେଲା ପରେ ବଲାଙ୍ଗୀର: ଝାଡ଼ାବାନ୍ତିରେ ୨ ମୃତ୍ୟୁ

ବଲାଙ୍ଗୀର/କଣ୍ଟାବାଞ୍ଜି, ୨୫।୧୨( ସୁନୀଲ କୁମାର ମହାନ୍ତି): ରାଉରକେଲା ପରେ ଏବେ ବଲାଙ୍ଗୀରରେ ଝାଡ଼ାବାନ୍ତି ଆତଙ୍କ ଦେଖାଯାଇଛି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଛି।…

1 year ago
ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଜୀବନ ନେଇ ଦୌଡ଼ିଲେ ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଜୀବନ ନେଇ ଦୌଡ଼ିଲେ 

ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଜୀବନ ନେଇ ଦୌଡ଼ିଲେ

ଲୋଇସିଂହା,୨୫।୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ମାଣ୍ଡିଆପଦର ଛକରେ ହୀରାପୁର ଗ୍ରାମର ମାନସ କୁମାର ପଧାନଙ୍କୁ  ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି।…

1 year ago
ଜେଜେ ମା’ଙ୍କ ଭରସାରେ ନାତୁଣୀନାତିଜେଜେ ମା’ଙ୍କ ଭରସାରେ ନାତୁଣୀନାତି

ଜେଜେ ମା’ଙ୍କ ଭରସାରେ ନାତୁଣୀନାତି

ଖପ୍ରାଖୋଲ, ୨୫ା୧୨(ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଘୁନସର ପଞ୍ଚାୟତ ଝାଲବାହାଲ ଗାଁର ସୁକୁନି ବରିହା(୬୩) ଓ ତାଙ୍କ ସ୍ବାମୀ ଗୋପାଳ ବରିହା(୭୦)। ପରିଣତ ବୟସରେ…

1 year ago
ଦୁର୍ଘଟଣା ପରେ ଟ୍ରକ୍‌ ଜାଳିଦେଲେ ଲୋକେଦୁର୍ଘଟଣା ପରେ ଟ୍ରକ୍‌ ଜାଳିଦେଲେ ଲୋକେ

ଦୁର୍ଘଟଣା ପରେ ଟ୍ରକ୍‌ ଜାଳିଦେଲେ ଲୋକେ

ବଲାଙ୍ଗୀର,୨୩ା୧୨: ବଲାଙ୍ଗୀର ଗାନ୍ଧୀନଗରପଡ଼ାରେ ଶନିବାର ଏକ ଟ୍ରକ୍‌ ଜାଳି ଦେଇଛନ୍ତି ଉତ୍ତ୍ୟେକ୍ତ ଲୋକେ। ଉକ୍ତ ଟ୍ରକ୍‌ଟି ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା। ଫଳରେ ଟ୍ରକ୍‌ ଚାପାରେ ଗୁରୁତର…

1 year ago