Advertisement

ବଲାଙ୍ଗୀର

ସରୁନି ଟଙ୍କାଗଣା ଆହୁରି ଲାଗିବ ଦୁଇଦିନସରୁନି ଟଙ୍କାଗଣା ଆହୁରି ଲାଗିବ ଦୁଇଦିନ

ସରୁନି ଟଙ୍କାଗଣା ଆହୁରି ଲାଗିବ ଦୁଇଦିନ

ବଲାଙ୍ଗୀର ୧୦।୧୨: ବଲାଙ୍ଗୀର ସୁଦପଡା ମଦଭାଟିରେ ରବିବାର ଆୟକର ବିଭାଗର ଚଢ଼ାଉ ଚାଲିଛି । ୫୦ଟି ମେଶିନରେ ଟଙ୍କା ଗଣତି ଜାରି ରହିଛି। ତେବେ ପୁଳା ପୁଳା…

1 year ago
Video: ସରୁନି ବଲାଙ୍ଗିର ମଦ ବ୍ୟବସାୟୀଙ୍କ ଟଙ୍କା ଗଣତି, ଆସିଲା SBI ଭିତରେ ଟଙ୍କା ଗଣା ଦୃଶ୍ୟVideo: ସରୁନି ବଲାଙ୍ଗିର ମଦ ବ୍ୟବସାୟୀଙ୍କ ଟଙ୍କା ଗଣତି, ଆସିଲା SBI ଭିତରେ ଟଙ୍କା ଗଣା ଦୃଶ୍ୟ

Video: ସରୁନି ବଲାଙ୍ଗିର ମଦ ବ୍ୟବସାୟୀଙ୍କ ଟଙ୍କା ଗଣତି, ଆସିଲା SBI ଭିତରେ ଟଙ୍କା ଗଣା ଦୃଶ୍ୟ

ବଲାଙ୍ଗୀର,୧୦ା୧୨: ରବିବାର ବଲାଙ୍ଗୀର ସୁଦପଡା ମଦଭାଟିରେ ଚଢାଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୧୪୦ଟି ବ୍ୟାଗର ଗଣତି ଶେଷ ହୋଇଥିବା ବେଳେ ଏହା ଆଗକୁ ମଧ୍ୟ ଚାଲିବ…

1 year ago
ପଞ୍ଚମ ଦିନରେ ଆୟକର ଚଢ଼ାଉ: ୧୨୦ ବ୍ୟାଗ୍‌ରୁ ବାହାରିଲାଣି ୧୬୫ କୋଟିପଞ୍ଚମ ଦିନରେ ଆୟକର ଚଢ଼ାଉ: ୧୨୦ ବ୍ୟାଗ୍‌ରୁ ବାହାରିଲାଣି ୧୬୫ କୋଟି

ପଞ୍ଚମ ଦିନରେ ଆୟକର ଚଢ଼ାଉ: ୧୨୦ ବ୍ୟାଗ୍‌ରୁ ବାହାରିଲାଣି ୧୬୫ କୋଟି

ବଲାଙ୍ଗୀର ୧୦।୧୨: ବଲାଙ୍ଗୀର ସୁଦପଡା ମଦଭାଟିରେ ରବିବାର ଆୟକର ବିଭାଗର ଚଢ଼ାଉ ପଞ୍ଚମ ଦିନରେ ପହଞ୍ଚିଛି। ୫୦ଟି ମେଶିନରେ ଟଙ୍କା ଗଣତି ଜାରି ରହିଛି। ଏପର୍ଯ୍ୟନ୍ତ ୧୨୫ଟି…

1 year ago
ଟଙ୍କା ବ୍ୟାଗ୍‌ରେ ‘ଇନ୍ସପେକ୍ଟର ତିଓ୍ବାରୀ’ଟଙ୍କା ବ୍ୟାଗ୍‌ରେ ‘ଇନ୍ସପେକ୍ଟର ତିଓ୍ବାରୀ’

ଟଙ୍କା ବ୍ୟାଗ୍‌ରେ ‘ଇନ୍ସପେକ୍ଟର ତିଓ୍ବାରୀ’

ବଲାଙ୍ଗୀର, ୧୦ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ମଦ ସାମ୍ରାଜ୍ୟ ଉପରେ ଆୟକର (ଆଇଟି) ବିଭାଗ ପକ୍ଷରୁ ଶନିବାର ଚତୁର୍ଥ ଦିନ ଧରି ମାରାଥନ୍‌ ଚଢ଼ାଉ ଜାରିରହିଛି। ବଲାଙ୍ଗୀର…

1 year ago
ମଦଭାଟି ଟଙ୍କା ଗଣିହେଉନିମଦଭାଟି ଟଙ୍କା ଗଣିହେଉନି

ମଦଭାଟି ଟଙ୍କା ଗଣିହେଉନି

ବଲାଙ୍ଗୀର, ୯ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସୁଦପଡା ଦେଶୀ ମଦଭାଟି ଓ କ୍ଲବ୍‌ପଡା ଅଫିସରୁ ଜବତ ହୋଇଥିବା ଟଙ୍କା ସ୍ଥାନୀୟ ଏସ୍‌ବିଆଇ ମୁଖ୍ୟ ଶାଖାକୁ ଟ୍ରକ୍‌ରେ ଅଣାଯାଇ…

1 year ago
ମଦଭାଟିରୁ ବାହାରିଲାଣି ୨୦୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା: ଗଣିବାକୁ ଲାଗିବ ଆହୁରି ୩ରୁ ୪ ଦିନମଦଭାଟିରୁ ବାହାରିଲାଣି ୨୦୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା: ଗଣିବାକୁ ଲାଗିବ ଆହୁରି ୩ରୁ ୪ ଦିନ

ମଦଭାଟିରୁ ବାହାରିଲାଣି ୨୦୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା: ଗଣିବାକୁ ଲାଗିବ ଆହୁରି ୩ରୁ ୪ ଦିନ

ବଲାଙ୍ଗୀର, ୭ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହରର ମଦଭାଟିରୁ ୨୦୦ କୋଟିରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ଆୟକର ବିଭାଗ ଜବତ କରିବା ଘଟଣା ରାଜ୍ୟବ୍ୟାପୀ ହଇଚଇ…

1 year ago
ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କାରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ। ଖବର…

1 year ago
ଅମଳ ବେଳେ ଭିଜିଲା ଧାନ ଫସଲଅମଳ ବେଳେ ଭିଜିଲା ଧାନ ଫସଲ

ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ ଅବସ୍ଥାରେ…

1 year ago
ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତରଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ଟିଟିଲାଗଡ଼,୫।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌ ଭ୍ୟାନ…

1 year ago
ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୫.୦୩୨ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୫.୦୩୨

ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୫.୦୩୨

ବଲାଙ୍ଗୀର, ୨୭ା୧୧(ବୀରେନ୍ଦ୍ର କୁମାର ଝାଙ୍କର): କରୋନା ମହାମାରୀ ସମୟର ଅନେକ ତଥ୍ୟ ଲୋକଲୋଚନକୁ ଆସିନାହିଁ। ସେହି ତଥ୍ୟ ଜାଣିବାକୁ ଲୋକେ ଆଗ୍ରହୀ ଥିଲେ ମଧ୍ୟ ସରକାରୀ ଭାବେ…

1 year ago