Advertisement

ବଲାଙ୍ଗୀର

ଯୁବତୀଙ୍କୁ ଅସଦାଚରଣ କରି ୩ ବର୍ଷ ହେଲା ଫେରାର ଥିବା ଅଭିଯୁକ୍ତ ଗିରଫଯୁବତୀଙ୍କୁ ଅସଦାଚରଣ କରି ୩ ବର୍ଷ ହେଲା ଫେରାର ଥିବା ଅଭିଯୁକ୍ତ ଗିରଫ

ଯୁବତୀଙ୍କୁ ଅସଦାଚରଣ କରି ୩ ବର୍ଷ ହେଲା ଫେରାର ଥିବା ଅଭିଯୁକ୍ତ ଗିରଫ

ଖପ୍ରାଖୋଲ,୯।୭(ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଅସଦାଚରଣ କରି ୩ ବର୍ଷ ହେଲା ଫେରାର ଥିବା ଜଣେ ଯୁବକଙ୍କୁ ଖପ୍ରାଖୋଲ ପୋଲିସ…

2 years ago
ସରପ୍ଲସ୍‌ ନିର୍ମାଣ ପାଇଁ ସାନି ଟେଣ୍ଡର ହେଉନିସରପ୍ଲସ୍‌ ନିର୍ମାଣ ପାଇଁ ସାନି ଟେଣ୍ଡର ହେଉନି

ସରପ୍ଲସ୍‌ ନିର୍ମାଣ ପାଇଁ ସାନି ଟେଣ୍ଡର ହେଉନି

ଲୋଇସିଂହା,୯।୭(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସାଲେଭାଟ ଗାଈଖାଇ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମାଟି ପୁନରୁଦ୍ଧାର ଓ ସରପ୍ଲସ୍‌ କାମ ପାଇଁ ଟେଣ୍ଡର ହୋଇଥିଲା। ନିର୍ଦ୍ଧାରିତ ସମୟରେ…

2 years ago
ବଲାଙ୍ଗୀରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀବଲାଙ୍ଗୀରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର, ୮ା୭(ବୀରେନ୍ଦ୍ର କୁମାର ଝାଙ୍କର): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଶୁକ୍ରବାର ବଲାଙ୍ଗୀର ଆସି ଏକ ଦ୍ୱାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌…

2 years ago
ସ୍ବତନ୍ତ୍ର ଅଲିମ୍ପିକ୍ସ ୱାଲର୍‌ଡ ଗେମ୍ସ ରୌପ୍ୟ ବିଜେତାଙ୍କୁ ପ୍ରଶାସନର ସମ୍ବର୍ଦ୍ଧନାସ୍ବତନ୍ତ୍ର ଅଲିମ୍ପିକ୍ସ ୱାଲର୍‌ଡ ଗେମ୍ସ ରୌପ୍ୟ ବିଜେତାଙ୍କୁ ପ୍ରଶାସନର ସମ୍ବର୍ଦ୍ଧନା

ସ୍ବତନ୍ତ୍ର ଅଲିମ୍ପିକ୍ସ ୱାଲର୍‌ଡ ଗେମ୍ସ ରୌପ୍ୟ ବିଜେତାଙ୍କୁ ପ୍ରଶାସନର ସମ୍ବର୍ଦ୍ଧନା

ବଲାଙ୍ଗୀର, ୦୬।୦୭ : ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ସତନ୍ତ୍ର ଅଲିମ୍ପିକ୍ସ ୱାଲର୍‌ଡ ଗେମ୍ସ ୨୦୨୩ରେ ଭାଗ ନେଇ ସଟପୂଟରେ ରୌପ୍ୟ ପଦକ ହାସଲ କରିଥିବା ବୈଷ୍ଣବ ରାଜପଲିଆଙ୍କୁ…

2 years ago
ସ୍ବାସ୍ଥ୍ୟକେନ୍ଦ୍ରରେ ହେଲ୍‌ମେଟ୍‌ ପିନ୍ଧି ବସିଲେ ଫାର୍ମାସିଷ୍ଟସ୍ବାସ୍ଥ୍ୟକେନ୍ଦ୍ରରେ ହେଲ୍‌ମେଟ୍‌ ପିନ୍ଧି ବସିଲେ ଫାର୍ମାସିଷ୍ଟ

ସ୍ବାସ୍ଥ୍ୟକେନ୍ଦ୍ରରେ ହେଲ୍‌ମେଟ୍‌ ପିନ୍ଧି ବସିଲେ ଫାର୍ମାସିଷ୍ଟ

ଖପ୍ରାଖୋଲ,୬।୭(ଅଭୟ ତ୍ରିପାଠୀ)ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ ସିମେଣ୍ଟ ଅତଡ଼ା ଖସୁଛି। ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଓ ରୋଗୀଙ୍କ ମଧ୍ୟରେ…

2 years ago
ନକଲି ଡାକ୍ତର ଗିରଫନକଲି ଡାକ୍ତର ଗିରଫ

ନକଲି ଡାକ୍ତର ଗିରଫ

ଲାଠୋର, ୨ା୭(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଆରକ୍ଷୀ ଅଧୀକ୍ଷକ ଋଷିକେଷ ଖିଲାରିଙ୍କ ନିର୍ଦ୍ଦେଶ କ୍ରମେ ଲାଠୋର ଥାନା ଅଧୀନ ବେନ୍ଦେର ଗ୍ରାମରୁ ଲାଠୋର ପୋଲିସ ଜଣେ ନକଲି…

2 years ago
ବିଦ୍ୟୁତ୍‌ ତାର ଲାଗି ୫ ମଇଁଷି ମୃତବିଦ୍ୟୁତ୍‌ ତାର ଲାଗି ୫ ମଇଁଷି ମୃତ

ବିଦ୍ୟୁତ୍‌ ତାର ଲାଗି ୫ ମଇଁଷି ମୃତ

ଲାଠୋର,୨ା୭(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ବନାଞ୍ଚଳ ଅଧୀନ ଲାଠୋର-ଖର୍ଲି ଗ୍ରାମ ସୀମାରେ ଥିବା ଚାନ୍ଦଲି ଡ଼ୁଙ୍ଗୁରି ନିକଟରେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌…

2 years ago
ନୂଆ ସିଭିଲ କୋର୍ଟ ପାଇଁ ଜମି ମିଳୁନିନୂଆ ସିଭିଲ କୋର୍ଟ ପାଇଁ ଜମି ମିଳୁନି

ନୂଆ ସିଭିଲ କୋର୍ଟ ପାଇଁ ଜମି ମିଳୁନି

ବଲାଙ୍ଗୀର,୨।୭(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ସହରରେ ପ୍ରତିଷ୍ଠା ହେବାକୁ ଥିବା ନୂଆ ସିଭିଲ କୋର୍ଟ କୋଠା ତିଆରି ପାଇଁ ଉପଯୁକ୍ତ ଜମି ମିଳୁନାହିଁ। ଫଳରେ ବର୍ଷ ବର୍ଷ ହେଲା…

2 years ago
‘ବୁଡ଼ି ଅଞ୍ଚଳବାସୀଙ୍କ ମାନବାଧିକାର ଉଲ୍ଲଂଘନ କରନି’‘ବୁଡ଼ି ଅଞ୍ଚଳବାସୀଙ୍କ ମାନବାଧିକାର ଉଲ୍ଲଂଘନ କରନି’

‘ବୁଡ଼ି ଅଞ୍ଚଳବାସୀଙ୍କ ମାନବାଧିକାର ଉଲ୍ଲଂଘନ କରନି’

ବଲାଙ୍ଗୀର,୨।୭(ବୀରେନ୍ଦ୍ର କୁମାର ଝାଙ୍କର)ଦୀର୍ଘ ଦୁଇଦଶନ୍ଧିରୁ ଉର୍ଦ୍ଧ୍ୱ ସମୟର ଅପେକ୍ଷା ପରେ ଲୋୟର ସୁକ୍‌୍‌ତେଲ ଜଳସେଚନ ପ୍ରକଳ୍ପ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରକଳ୍ପ ପ୍ରଭାବିତ ଗଁା ଲୋକେ…

2 years ago
ଅବସର ନେଉଛନ୍ତି, ନିଯୁକ୍ତି ହେଉନିଅବସର ନେଉଛନ୍ତି, ନିଯୁକ୍ତି ହେଉନି

ଅବସର ନେଉଛନ୍ତି, ନିଯୁକ୍ତି ହେଉନି

ଲୋଇସିଂହା,୨।୭(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁର୍ଡା ପଞ୍ଚାୟତ ହାଇସ୍କୁଲରେ ଶିକ୍ଷକ ଅଭାବଜନିତ ସମସ୍ୟା ଦେଖାଦେଇଛି। ଚଳିତବର୍ଷ ବିଦ୍ୟାଳୟର ଦୁଇଜଣ ଶିକ୍ଷକ ଅବସର ଗ୍ରହଣ କରିଛନ୍ତି। ଗତ…

2 years ago