ମୃତବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି
ବଲାଙ୍ଗୀର ଅଫିସ, ୩।୭: ଜମି ଜାଲିଆତିକୁ ନେଇ ବାରମ୍ବାର ଖବର ଶୀର୍ଷକରେ ରହିଆସିଥିବା ବଲାଙ୍ଗୀର ତହସିଲ ଅଫିସ ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ଏଥର ଜଣେ ମୃତବ୍ୟକ୍ତିଙ୍କ ନଁାରେ ଜମି ବିକ୍ରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି।...
ଭୀମଭୋଇ ମେଡିକାଲ କଲେଜ ଛାତ୍ର ମୃତ୍ୟୁ ଘଟଣା: ତଦନ୍ତ ଆରମ୍ଭ କଲେ ଏନ୍ଏଚଆରସି ଟିମ୍
ବଲାଙ୍ଗୀର ଅଫିସ,୨୯।୬: ଗତ ଏପ୍ରିଲ ୨୨ ତାରିଖରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ପ୍ରଥମ ଛାତ୍ର ବର୍ଷ ଛାତ୍ର ନିଶାନ୍ତ କୁମାରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହା ଏକ ର଼୍ୟାଗିଂ ଜନିତ ହତ୍ୟା ଷଡଯନ୍ତ୍ର ବୋଲି ପରିବାର ପକ୍ଷରୁ ଅଭିଯୋଗ...
ଗୋଟିଏ ଆଙ୍ଗୁଠିରେ ଛତା ରଖି ଗିନିଜ୍ ରେକର୍ଡ
ଟିଟିଲାଗଡ଼,୨୭ା୬(ଡି.ଏନ୍.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ କଣ୍ଡରା ଗ୍ରାମର କାହ୍ନୁ ଭୋଇ ରବିବାର ଗୋଟିଏ ଆଙ୍ଗୁଠିରେ ଛତା ସନ୍ତୁଳନରେ ରଖି ରେକର୍ଡ କରିଛନ୍ତି। ମଧ୍ୟାହ୍ନ ୧୨.୦୩ରୁ କାହ୍ନୁ ଛିଡ଼ାହୋଇ ୮୭ ସିଏମ୍ ଦୈର୍ଘ୍ୟ ବିଶିଷ୍ଟ ୩୪୫ ଗ୍ରାମ ଓଜନର ଏହି...
୨ ବର୍ଷ ପରେ ତୁଟିଲା ବିବାଦ, ନିର୍ମାଣ ହେବ ଅଙ୍ଗନୱାଡ଼ି ଗୃହ
ଲାଠୋର,୨୬।୬(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଝର ପଞ୍ଚାୟତ ସାନଗୁର୍ଜିଭଟା ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣକୁ ନେଇ ୨ ବର୍ଷ ହେଲା ବିବାଦ ଲାଗି ରହିଥିଲା। ଏହି ବିବାଦ ରବିବାର ଅନ୍ତ ଘଟିଛି। ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣ...
ମମିତା ମେହେର ହତ୍ୟାକାଣ୍ଡ ମାମଲା: କୋର୍ଟରେ ହାଜର ହେଲେ ଗୋବିନ୍ଦ-ରାଧେ
ବଲାଙ୍ଗୀର ଅଫିସ,୨୨ା୬: ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଶ୍ୟାମ ଚଣ୍ଡୀ ବୁଧବାର ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏ.ଡି.ଜେ କୋର୍ଟରେ ହାଜର ହୋଇଛନ୍ତି। ବଲାଙ୍ଗୀର ସ୍ବତନ୍ତ୍ର ପୋଲିସ...
ଦୋଷ ନ ଥାଇ ଜେଲଦଣ୍ଡ
ବଲାଙ୍ଗୀର ଅଫିସ,୨୦ା୬: ଭାଷା ବୁଝି ନ ପାରି ରାଜ୍ୟ ବାହାରର ଜଣେ ମାନସିକ ରୋଗୀଙ୍କୁ ବଲାଙ୍ଗୀର ପୋଲିସ ଏଟିଏମ୍ ଲୁଟେରା ଭାବେ ଅଭିଯୁକ୍ତ କରି ମାମଲା ରୁଜୁ କରିବାରୁ ସମ୍ପୃକ୍ତ ଯୁବକଙ୍କୁ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିଛି। ଅନ୍ୟପକ୍ଷେ...
ଟ୍ରେନ୍ରେ ନିଆଁ, ଯାତ୍ରୀ ଆତଙ୍କିତ
ଲୋଇସିଂହା,୧୭ା୬(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ରେଳ ଫାଟକ ନିକଟରେ ଶୁକ୍ରବାର ସକାଳେ ପୁରୀ -ଆଜମିର ଟ୍ରେନରେ ନିଆଁ ଲାଗି ଯାଇଥିଲା। ବ୍ରେକ୍ ଜାମ୍ ହେବାରୁ ଟ୍ରେନ୍ ଧୂଆଁମୟ ହୋଇଯାଇଥିଲା। ଫଳରେ ଯାତ୍ରୀମାନେ ଆତଙ୍କିତ ପଡ଼ିଥିଲେ। ଏହା ଜାଣି...
ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ଦମ୍ପତି
ଟିଟିଲାଗଡ଼,୧୩ା୬(ଡି.ଏନ୍.ଏ.): ଟିଟିଲାଗଡ଼ ଷ୍ଟେଶନ ପରିସରରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦମ୍ପତିଙ୍କଠାରୁ ଆରପିଏଫ ୧୧.୦୭କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ମଧ୍ୟପ୍ରଦେଶ ଛିନ୍ଦବାଡା ଅଞ୍ଚଳର ଜୟରାମ ନାହାରେ ଓ ଅମ୍ବିକା ସାହୁଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇ ଜିଆରପିକୁ...
ପୁଣି ମାତିଲେ କଳା ପଲ୍ସର ଲୁଟେରା, ଝାମ୍ପି ନେଲେ ୯୦ ହଜାର
ଟିଟିଲାଗଡ, ୧୩ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଲୁଟେରା ଗ୍ୟାଙ୍ଗ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଏହିପରି ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ସୋମବାର ଘଟଣାର ପୁଣି...
ଗୋଟିଏ ପୋଷ୍ଟରରେ ନବୀନ-ନରସିଂହ
ବଲାଙ୍ଗୀର ଅଫିସ୍,୯ା୬: ବଲାଙ୍ଗୀର ସହର ପାଟଣା ହୋଟେଲ ଛକ ଏବଂ ମ୍ୟୁନିସିପାଲିଟି ଷ୍ଟଲ୍ ଉପର ବିଜ୍ଞାପନ ବୋର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ନରସିଂହ ମିଶ୍ରଙ୍କ ଫଟୋ ଥିବା ଦୁଇଟି ବଡ଼ ପୋଷ୍ଟର ଲାଗିଛି। ଉକ୍ତ ପୋଷ୍ଟରରେ ବଲାଙ୍ଗୀରରେ...
ଜଳୁଛି ଟିଟିଲାଗଡ଼, ୪୫ ଡିଗ୍ରୀ ଟପିଲା ତାପମାତ୍ରା
ଭୁବନେଶ୍ୱର,୮ା୬(ବ୍ୟୁରୋ): ରାଜ୍ୟରେ ଅଗ୍ନିବର୍ଷା ହେଉଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ବିଶେଷକରି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼ ଏବଂ ନୂଆପଡ଼ାରେ...
କୋଇଲା ବୋଝେଇ ଟ୍ରେନ୍ରେ ନିଆଁ
ଟିଟିଲାଗଡ଼,୫।୬(ଡି.ଏନ୍.ଏ.): ଟିଟିଲାଗଡ଼ ରେଳ ଷ୍ଟେଶନର ୫ନଂ. ପ୍ଲାଟଫର୍ମରେ ଅଟକି ରହିଥିବା ଏକ କୋଇଲା ବୋଝେଇ ମାଲ ଗାଡିର ୨ଟି ବଗିରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଟିଟିଲାଗଡ଼ ଅଗ୍ନିଶମ ବିଭାଗର ଗୋଟିଏ ନିଆଁ ଲିଭାଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ...
Archives


