ବଲାଙ୍ଗୀର

ପିଡିଏସ୍‌ ଚାଉଳ ଦୁର୍ନୀତି ଅଭିଯୋଗରେ ଯୋଗାଣ ସହାୟକ ବହିଷ୍କୃତ

ବଲାଙ୍ଗୀର ଅଫିସ, ୧୫।୫-ବଲାଙ୍ଗୀର ଜିଲା ମହୀମୁଣ୍ଡା ପଞ୍ଚାୟତରେ ପିଡିଏସ୍‌ ଚାଉଳ ଦୁର୍ନୀତି ଘଟଣାରେ ଯୋଗାଣ ସହାୟକ ନିରଞ୍ଜନ ସାହୁଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଉପଜିଲାପାଳଙ୍କ ନିର୍ଦ୍ଦେଶ ଓ ବିଡିଓଙ୍କ ଚିଠି ବଳରେ ସରପଞ୍ଚ ଅନନ୍ତ ନାରାୟଣ ପ୍ରଧାନ ଯୋଗାଣ ସହାୟକ...

କୋଏମ୍ବାଟୁର, କୁର୍‌ନୁଲରୁ ଆଜି ପହଞ୍ଚତ୍ବ ୨ ଶ୍ରମିକ ସ୍ପେଶାଲ ଟ୍ରେନ୍‌

ବଲାଙ୍ଗୀର ଅଫିସ, ୧୫ା୫- ବଲାଙ୍ଗୀର ରେଲୱେ ଷ୍ଟେଶନ୍‌ରେ ଶନିବାର ୨ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଆସି ପହଞ୍ଚତ୍ବ। ତାମିଲନାଡୁର କୋଏମ୍ବାଟୁରରୁ ଆସୁଥିବା ସ୍ପେଶାଲ ଟ୍ରେନ୍‌ ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ବଲାଙ୍ଗୀର ଷ୍ଟେଶନ୍‌ରେ ପହଞ୍ଚତ୍ବ। ଏହି ଟ୍ରେନ୍‌ଟି ଓଡିଶାର ରାୟଗଡା,...

ଝାଡାବାନ୍ତିରେ ୧୫୧ ଆକ୍ରାନ୍ତ

ଦେଓଗାଁ,୧୫।୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ଅନ୍ତର୍ଗତ କରୁଆଁଝର ଗାଁରେ ଗୁରୁବାର ସନ୍ଧ୍ୟାରୁ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଗାଁର ଡଲି ମାହାକୁର (୨୧) ଓ ଜେମା ବଗର୍ତ୍ତି (୫୧)ଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ଗାଁର ଛୋଟବଡ଼...

ରୁଟ୍‌ ବଦଳାଇ ପଶିଲା ପ୍ରବାସୀ ବସ୍‌, ଟିକ୍ରାପଡାରେ ଭୟର ବାତାବରଣ

ବଲାଙ୍ଗୀର ଅଫିସ, ୧୫ା୫- ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ଦୁଇଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଗୁରୁବାର ବଲାଙ୍ଗୀର ରେଳଷ୍ଟେଶନ୍‌ରେ ପହଞ୍ଚଥିଲା। ସେଠାରୁ ବସ୍‌ ଯୋଗେ ବଲାଙ୍ଗୀର ଓ ଅନ୍ୟ ଜିଲା ଗୁଡିକୁ ପ୍ରବାସୀଙ୍କୁ ନିଅଯିବା ବ୍ୟବସ୍ଥା କରାଯାଇଥିଲା। ପ୍ରବାସୀଙ୍କୁ ନେଇକରି...

ଜୀବନ ହେଲାଣି ଦୁର୍ବିଷହ, ସଟ୍‌ଡାଉନ୍‌ ହଟାଅ

ବଲାଙ୍ଗୀର ଅଫିସ/ଗୁଡଭେଲା, ୧୪ା୫ (ଡି.ଏନ୍‌.ଏ.)-ଗତ ମେ ୧ ତାରିଖ ଦିନ ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ୍‌ ରୁଷୁଡା ପଞ୍ଚାୟତର ଲିଖିରିଆ ଗଁାର ଦୁଇଜଣ ପ୍ରବାସୀ ଶ୍ରମିକ କରୋନା ସଂକ୍ରମିତ ବୋଲି ଜଣାପଡିଥିଲା ା ସେହିଦିନରୁ ଲିଖିରିଆ ଗଁା ସହିତ ସଂଲଗ୍ନ...

ଲୁଣର କୃତ୍ରିିମ ଅଭାବ ଗୁଜବ ସୃଷ୍ଟି କରି ଖାଉଟୀଙ୍କୁ ଲୁଟ୍‌ : ହୋଲସେଲରଙ୍କ ଦୋକାନରେ ଚଢ଼ାଉ

ବଲାଙ୍ଗୀର ଅଫିସ/ସଇଁତଲା,୧୪ା୫(ଡି.ଏନ୍‌.ଏ.)-କରୋନା ମହାମାରୀ ସମୟରେ ପ୍ରତ୍ୟେକ ମଣିଷ ଅନ୍ୟକୁ ସହୃଦୟତା ଦେଖାଇବାକୁ ଅନୁରୋଧ କରୁଥିଲେ ମଧ୍ୟ କେତେକ ବ୍ୟବସାୟୀ ଖାଉଟୀଙ୍କୁ ଲୁଟ୍‌ କରିବାକୁ ପଛାଉ ନାହାନ୍ତି ା ବଲାଙ୍ଗୀର ଜିଲା ସଇଁତଲା ଓ ଟିଟିଲାଗଡରେ କେତେକ ବ୍ୟବସାୟୀ ଲୁଣର କୃତ୍ରିିମ...

ବଲାଙ୍ଗୀରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍‌: ଓହ୍ଲାଇଲେ ୩ଶହରୁ ଊର୍ଦ୍ଧ୍ୱ ପ୍ରବାସୀ

ବଲାଙ୍ଗୀର ଅଫିସ, ୧୪।୫- ବଲାଙ୍ଗୀର ରେଳ ଷ୍ଟେଶନରେ ଗୁରୁବାର ଦିନ ପ୍ରାୟ ୧୨ଟା ୫୦ରେ ତାମିଲନାଡୁର ତିରୁପୁରରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚିଛି। ଏହି ଟ୍ରେନ୍‌ରେ ୩ ଶହରୁ ଊଦ୍ଧର୍‌ବ ପ୍ରବାସୀ ଆସି ଓହ୍ଲାଇଛନ୍ତି। ସେମାନଙ୍କ ସୁବିଧାଜନକ ଆଗମନ...

ବଲାଙ୍ଗୀରରେ ବଦଳିଲା କର୍ଫ୍ୟୁ ଘୋଷଣା: ରାତି ୯ଟା ଯାଏ ବଢ଼ିଲା ଅବଧି, ତାଲିକାରେ ଯୋଡ଼ାଗଲା ମଦନଗୁଡ଼ିଆ ବଗିଚାରୁ ଭାଗିରଥି ଛକ ରାସ୍ତା

ବଲାଙ୍ଗୀର ଅଫିସ,୧୫।୪: ପ୍ରବାସୀ ଶ୍ରମିକଙ୍କ ଫେରିବାକୁ ନେଇ ବଲାଙ୍ଗିର ଜିଲା ପ୍ରଶାସନ ସହରର କେତୋଟି ରାସ୍ତାରେ କର୍ଫ୍ୟୁ ଘୋଷଣା କରିଥିଲେ। ଗୁରୁବାର ସେହି ଘୋଷଣାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବ ଘୋଷିତ ରାସ୍ତା ମାନଙ୍କରେ କର୍ଫ୍ୟୁ ସମୟକୁ ଆହୁରି...

ବଲାଙ୍ଗୀରରେ ପହଞ୍ଚିବେ ପ୍ରବାସୀ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବଲାଙ୍ଗୀର,୧୪ା୫: ବଲାଙ୍ଗୀର ରେଲ୍‌ୱେ ଷ୍ଟେଶନରେ ଗୁରୁବାର ମଧ୍ୟାହ୍ନରେ ତାମିଲନାଡୁର ତିରୁପୁରରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚିବ। ଏହି ଟ୍ରେନରେ ଆସୁଥିବା ପ୍ରବାସୀଙ୍କ ସୁବିଧାଜନକ ଆଗମନ ଓ ପ୍ରତ୍ୟାଗମନ ପାଇଁ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ...

ଧଣ୍ଡାମୁଣ୍ଡା ପଞ୍ଚାୟତ ସଟ୍‌ଡାଉନ, ଦୋକାନ ବଜାର ବନ୍ଦ

ଖପ୍ରାଖୋଲ, ୧୩ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ରାଜ୍ୟ ବାହାରୁ ଅନେକ ପ୍ରବାସୀ ଶ୍ରମିକ ଫେରିଛନ୍ତି। ସଂକ୍ରମଣ ଭୟରେ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ କୁମ୍ଭାର ୧୨ଘଣ୍ଟା ପାଇଁ ପଞ୍ଚାୟତକୁ ସଟ୍‌ ଡାଉନ୍‌ ଘୋଷଣା କରିଥିଲେ।...

କରୋନା ଯୋଦ୍ଧାଙ୍କୁ ମାକ୍ସ, ସାନିଟାଇଜର୍‌ ପ୍ରଦାନ କଲେ ବିଧାୟକ

ଲୋଇସିଂହା,୧୨।୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ସ୍ଥାନୀୟ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସୁରକ୍ଷା ଉପକରଣ ଏନ୍‌-୯୫ ମାକ୍ସ, ସାନିଟାଇଜର୍‌ ଓ ଗ୍ଲୋବ୍ସ ପ୍ରଭୃତି ପ୍ରଦାନ କରାଯାଇଛି। ଲୋଇସିଂହା ବିଧାୟକ ମୁକେଶ ମହଲିଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ର...

ବିଜୟୱାଡାରୁ ସ୍ବତନ୍ତ୍ର ଟ୍ରେନ୍‌ରେ ଫେରିଲେ ୧୨୦୯ ପ୍ରବାସୀ

ଟିଟିଲାଗଡ଼, ୧୨।୫ (ଡି.ଏନ.ଏ.) ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ସ୍ବତନ୍ତ୍ର ଟ୍ରେନ୍‌ ସୋମବାର ଅପରାହ୍ନ ୪ଟାରେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଳଷ୍ଟେଶନରେ ପହଞ୍ଚିଥିଲା। ଏଥିରେ ରାଜ୍ୟର ୧୩ ଜିଲାର ୧୨୦୯ଜଣ ପ୍ରବାସୀ ଥିଲେ। ନୂଆପଡା ଜିଲାର ସର୍ବାଧିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri