ବଲାଙ୍ଗୀର

ସହାୟତା ଦାବି କଲା ଡ୍ରାଇଭର ସଂଘ

ବେଲପଡା, ୨୩ା୪(ଡି.ଏନ.ଏ.) କରୋନା ପାଇଁ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସହୟତାର ହାତ ବଢାଉଛନ୍ତି। ଏପରିସ୍ଥଳେ କାମ ହରାଇ ଆର୍ଥିକ ଦୁର୍ଗତି ଦେଇ ମଧ୍ୟରେ ଦିନ କାଟୁଥିବା ଡ୍ରାଇଭରମାନଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି କରିଛି ବଲାଙ୍ଗୀର ଜିଲା...

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ବ୍ଲକ ସରପଞ୍ଚ ସଂଘର ସହାୟତା

ବେଲପଡା, ୨୨ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ବେଲପଡା ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୪୮ହଜାର ଟଙ୍କା ପ୍ରଦାନ କରାଯାଇଛି। ବୁଧବାର ବିଡିଓ ଭିକ୍ଟର ସୋରେଙ୍ଗଙ୍କୁ ବ୍ଲକ ସରପଞ୍ଚ ସଂଘ ସଭାପତି ମହାଦେବ ମହେର, ସମ୍ପାାଦକ ଅରୁଣ ପାଣିଗ୍ରାହୀଙ୍କ...

ବାଇକ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ: ୫ ବାଇକ ଜବତ, ୩ ଗିରଫ

ଦେଓଗାଁ, ୨୨ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ପୋଲିସ ଏକ ବାଇକ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଏ ସଂକ୍ରାନ୍ତରେ ବୁଧବାର ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ସଇଁନ୍ତଲା ଥାନା ଅନ୍ତର୍ଗତ ଦାବଜୁରୀର ପବିତ୍ର ଛତ୍ରିଆ(୨୪), ଦେଓଗାଁ...

କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ପତ୍ର ପ୍ରଦାନ

ଖପ୍ରାଖୋଲ, ୨୨ା୪(ଡି.ଏନ.ଏ.): କରୋନା ମୁକାବିଲା ପାଇଁ ଯୋଦ୍ଧା ଭାବରେ ପ୍ରଥମ ଧାଡିରେ ରହି ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ପରିବାରକୁ ଭୁଲି କାମ କରୁଛନ୍ତି ସେମାନେ ପ୍ରଶଂସନୀୟ। ଏହି ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ଭାଜପା ମଣ୍ଡଳ ତରଫରୁ...

ଖପ୍ରାଖୋଲରେ ବୁଲିଲା ଭ୍ରାମ୍ୟମାଣ ପରିବା ଗାଡି

ଖପ୍ରାଖୋଲ, ୨୨ା୪(ଡି.ଏନ.ଏ): ଲକ୍‌ ଡାଉନ ସମୟରେ ଲୋକେ ପଦାକୁ ବାହାରୁ ନ ଥିବାବେଳେ ଉତ୍ପାଦିତ ପନିପରିବା ଠିକରେ ବିକ୍ରି ହୋଇ ପାରୁ ନାହିଁ। ଲୋକଙ୍କୁ ପରିବା ଯୋଗାଇବା ପାଇଁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ମାଁ ବୃନ୍ଦାବତୀଉତ୍ପାଦନକାରୀ ଦଳ ବିକଳ୍ପ...

ଗାଁକୁ ଛାଡିଲେ ନାହିଁ, ପୋଲ ତଳକୁ ଖସି ପଡିଲେ

ଲୋଇସିଂହା,୨୨ା୪(ଡି. ଏନ .ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଟରାପାଲି-ଝାରମୁଣ୍ଡା ରାସ୍ତାର କୁଟରାପାଲି ପୋଲତଳୁ ମଙ୍ଗଳବାର ରାତିରେ ଜଣେ ବ୍ୟକ୍ତିଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବିଙ୍ଗହ୍ୟୁମାନ ଫାଉଣ୍ଡେଶନର ସ୍ବେଚ୍ଛାସେବୀମାନେ ଅଗ୍ନିଶମ ବିଭାଗ ସହାୟତାରେ ତାଙ୍କୁ ଉଦ୍ଧାର କରି ଲୋଇସିଂହା...

ଅସହାୟ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ସରପଞ୍ଚ

ଲାଠୋର, ୨୨।୪ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅଧୀନ ଜଲପାଙ୍କେଲ ଗ୍ରାମର ସ୍ବର୍ଗତ ଦୁର୍ଯ୍ୟୋଧନ ମେହେରଙ୍କ ପରିବାରକୁ ସ୍ଥାନୀୟ ସରପଞ୍ଚ ପ୍ରବୀଣ ଅଗ୍ରଓ୍ବାଲ ସହଯୋଗର ହାତ ବଢାଇଛନ୍ତି। ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ପାଟଣାଗଡ...

ବିଦ୍ୟୁତ୍‌ କର୍ମଚାରୀଙ୍କୁ ମାଡ଼ ମାରି ଥାନା ଅଧିକାରୀ ଗଲେ

କଣ୍ଟାବାଞ୍ଜି,୨୨।୪(ଡି.ଏନ.ଏ.) କଣ୍ଟାବାଞ୍ଜି ଥାନା ଅଧିକାରୀ ବିଜୟାନନ୍ଦ କରକରା ଜଣେ ବିଦ୍ୟୁତ୍‌ କର୍ମଚାରୀଙ୍କୁ ମାଡ଼ ମାରି ଅନ୍ୟତ୍ର ବଦଳି ହୋଇଛନ୍ତି। ଗତ ୧୬ ତାରିଖ ବିଦ୍ୟୁତ୍‌ ବିଭାଗର କେତେକ କର୍ମଚାରୀ ବିଭାଗୀୟ ଗାଡିରେ ଡ୍ୟୁଟି କରୁଥିଲେ। ହେଲେ ଇନ୍ଦିରା ଛକ ନିକଟରେ...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

ବଲାଙ୍ଗୀର ଅଫିସ, ୨୨ା୪: କରୋନା ପରିସ୍ଥିତିର ମୁକାବିଲା ପାଇଁ ସମ୍ବଲପୁର ଧର୍ମାଞ୍ଚଳ, ଉତ୍ତର ଭାରତ ମଣ୍ଡଳୀ ପକ୍ଷରୁ ୧ଲକ୍ଷ ଟଙ୍କା ଚେକ୍‌ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି। ଏହି ସହାୟତା ରାଶି ବଲାଙ୍ଗୀର ଅତରିକ୍ତ ଜିଲାପାଳ ଅନନ୍ତ ନାରାୟଣ...

ଅଟୋ, ଟ୍ୟାକ୍ସି ଚାଳକ ପାଇଲେ ଖାଦ୍ୟ ସାମଗ୍ରୀ

ବଲାଙ୍ଗୀର ଅଫିସ,୨୨ା୪: ବଲାଙ୍ଗୀର ସହର ମଧ୍ୟରେ ଚାଲୁଥିବା ଅଟୋ ଓ ଟ୍ୟାକ୍ସି ଚାଳକମାନେ ମାସେ ହେଲା ଘରେ ବସିଛନ୍ତି। ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଏମାନଙ୍କ ପାଇଁ ନିଜ ବିଧାୟକ ପାଣ୍ଠିରୁ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିଛନ୍ତି ା ପୌର...

୧୩ ପଞ୍ଚାୟତରେ ୧୩ ଆଇସୋଲେଶନ କେନ୍ଦ୍ର, ୪୩୫ ଶଯ୍ୟା ପ୍ରସ୍ତୁତ

ଗୁଡଭେଲା,୨୨ା୪(ଡି.ଏନ୍‌.ଏ.) : କରୋନା ମୁକାବିଲା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ୧୩ଟି ପଞ୍ଚାୟତରେ ୧୩ ଆଇସୋଲେଶନ କେନ୍ଦ୍ର ଖୋଲାଯାଇଥିବା ବେଳେ ୪୩୫ଟି ଶଯ୍ୟା ପ୍ରସ୍ତୁତ ରହିଛି। ଏହି ସମସ୍ତ କେନ୍ଦ୍ରକୁ ବ୍ଲକ ଅଧ୍ୟକ୍ଷ...

ଗ୍ରୀନ୍‌ ଜୋନ୍‌ରେ ବଲାଙ୍ଗୀର: ଲକ୍‌ଡାଉନ୍‌ କୋହଳ ପାଇଁ ସାମାଜିକ ଦୂରତ୍ୱ ହେଲା ଖୋଲା ଉଲ୍ଲଂଘନ

ବଲାଙ୍ଗୀର ଅଫିସ, ୨୧ା୪- ବଲାଙ୍ଗୀର ଜିଲା ଗ୍ରୀନ୍‌ ଜୋନ୍‌ରେ ରହିଛି । ଏଭଳି କ୍ଷେତ୍ରରେ ଏପ୍ରିଲ ୨୦ ତାରିଖ ପରେ ଗ୍ରୀନ୍‌ ଜୋନ୍‌ ଜିଲାଗୁଡିକରେ ଲକ୍‌ଡାଉନ୍‌ କୋହଳ କରାଯିବ ବୋଲି ଆଲୋଚନା ହେଉଥିଲା। ପୂର୍ବରୁ ମେଡିକାଲ ଷ୍ଟୋର, ଗ୍ରୋସରୀ ଦୋକାନ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri