ବଲାଙ୍ଗୀର

ଏଟିଏମ୍‌ରୁ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ସମବାୟ ବ୍ୟାଙ୍କ ଅସ୍ଥାୟୀ କର୍ମଚାରୀ, ସହଯୋଗୀ ଗିରଫ

ବଲାଙ୍ଗୀର ଅଫିସ,୧୦।୧୧: ବଲାଙ୍ଗୀର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଜମାକାରୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ଘଟଣାର ରବିବାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ସମବାୟ ବ୍ୟାଙ୍କର ଜଣେ ଅସ୍ଥାୟୀ କର୍ମଚାରୀ ନୀଳମଣି ତ୍ରିପାଠୀ ଓ ତାଙ୍କ ସହଯୋଗୀ ସ୍ବାଗତ...

ସ୍କୁଲ ପାଇଖାନା ଛାୟାସ୍ଲାବ୍‌ ଭାଙ୍ଗିଲା: ଜଣେ ଛାତ୍ର ମୃତ, ଜଣେ ଗୁରୁତର

ବଲାଙ୍ଗୀର ଅଫିସ,୯।୧୧: ସ୍ଥାନୀୟ ଟିକ୍ରାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭିତରେ ଥିବା ଏକ ପାଇଖାନାର ଛାୟାସ୍ଲାବ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ସ୍ଥାନୀୟ ମାଲପଡ଼ା ଅଞ୍ଚଳର ଅତିଶ ଖରସେଲ(୧୩)।...

ଭତା ଲାଗି ଆବେଦନ କରି ବୁରୁଧ୍‌ ନିରାଶ

ଅତାବିରା, ୮।୧୧ (ଡି.ଏନ୍‌.ଏ.)-ବରଗଡ ଜିଲା ଭେଡେନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଛକ ପାସର ବିଧବା ବୁରୁଧ୍‌ ହେମ ଦନ୍ତା(୮୦)। ପରିବାର କହେଲେ ପୁଓ ଲୋକନାଥ, ଝି’ ବୈଦେହୀ, ଗୋଦାବରୀ, ବହ ସୁଜାତା ଆର ନାତେନକେ ନେଇ ତାକର ସଁସାର।...

ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ: ୧୫ରୁ ଧାନକିଣା

ବଲାଙ୍ଗୀର ଅଫିସ, ୮ା୧୧-ବଲାଙ୍ଗୀର ଜିଲାରେ ଖରିଫ୍‌ ୨୦୧୯-୨୦ ବର୍ଷ ପାଇଁ ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ସ୍ଥାନୀୟ ଡିଆରଡିଏ ସମ୍ମଳନୀ କକ୍ଷରେ ଗୁରୁବାର ବସିଥିଲା ା ଜିଲାପାଳ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଲାଙ୍ଗୀର ବିଧାୟକ ନରସିଂହ...

୩୧ଦାଦନ ଶ୍ରମିକ ଉଦ୍ଧାର, ୩ସର୍ଦ୍ଦାର ଗିରଫ

ଲାଠୋର/ମୁରିବାହାଲ, ୭ା୧୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ଓ ମୁରିବାହାଲ ଥାନା ଅଞ୍ଚଳରୁ ବେଆଇନଭାବେ ଚାଲାଣ କରାଯାଉଥିବା ବେଳେ ୧୧ ଶିଶୁଙ୍କ ସହ ୩୧ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରାଯାଇଛି। ଉଭୟ ଘଟଣାରେ ୩ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରାଯାଇଛି।...

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ

ବଲାଙ୍ଗୀର ଅଫିସ, ୭।୧୧- ଓଡ଼ିଶା ମୁଖ୍ୟ ଶାସନ ସଚିବ ଅଜିତ କୁମାର ତ୍ରିପାଠୀ, ୫-ଟି ସଚିବ ଭି କେ ପାଣ୍ଡିଆନ, ଏନଆର୍‌ଏଚ୍‌ଏମ୍‌ ଏମ୍‌ଡି ଶାଳିନୀ ପଣ୍ଡିତ ଗୁରୁବାର ଅଚାନକ ବଲାଙ୍ଗୀର ଜିଲା ଗସ୍ତରେ ଆସି ଭୀମଭୋଇ ମେଡିକାଲ କଲେଜ ହସପିଟାଲ...

ଗିରିଶଙ୍କରକୁଁ ମିଲବା ବିଜୁ ପକାଘର

ଲୋଇସିଂହା, ୭।୧୧(ଡି.ଏନ.ଏ)- ଗଲା ଦିଆଲି ଆଗରୁ ହେଇଥିବାର ଲଘୁଚାପ ବରଷାରେ ସୁବର୍ଣ୍ଣପୁର ଜିଲା କୁମୁଣ୍ଡେ ଗଁାର ଗିରିଶଙ୍କର ଗେଜୋକଁର ମାଏଟ୍‌ ଘରର କଁାଥି ଭାଂଗି ଯାଇଥିଲା। ଏନ୍‌ତାଥି ୪ ପରାନୀ କୁଟୁମ ସିମେଟ ପାଲ ତଲେ ବଡ଼ା ଗୁଲ୍‌ଗୁଲା ହେଇ...

ପୁଓକେ ଫିରି ପାଏଲେ ପରିବାର ଲୋକ୍‌

ଅତାବିରା, ୬।୧୧ (ଡି.ଏନ୍‌.ଏ.)- ଅନୁଗୋଳ ଜିଲା ଦେନାଗାଡ଼ିଆ ଗଁାର ଧ୍ରୁବ ନାଏକକଁର ପୁଓ ମୁନା ନାଏକ(୨୨) ଝନେ ମାନ୍‌ସିକ ରୁଗୀ। ଆଏଜ୍‌କେ ୧୫ ଦିନ୍‌ ତଲେ ସେ ଘରୁ ବାହାରି ରାସ୍‌ତା ବାମି ଯାଇଥିଲେ। ଏନ୍‌ତାଥି ସେ ହୁରମୁଖିଆ ରାଜପଥରେ...

ଦୁରଦିନ୍‌ରେ ବିତୁଛେ ମା’ପୁଓର ଜୀବନ୍‌

ଲୋଇସିଂହା, ୪।୧୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଟେନପାଲି ପଁଚେତ୍‌ ଅଧୀନ ଦୁମଦୁମି ଗଁାର ବିଧବା ମହିଲା ଉଷା ଡାଙ୍ଗ(୭୫)। ଗୁଟେବଲି ପୁଓ ଶ୍ରୀରାମ(୫୦) ଆଏଜ୍‌କେ ୩୦ ବଛର ହେଲା ମାନ୍‌ସିକ ରୋଗ୍‌ରେ ପୀଡ଼ିତ ଅଛନ୍‌। ଟଁକା ପଏସା ଅଭାବୁ...

୬ ଦାଦନ ପ୍ରବଣ ବ୍ଳକରେ ଫୋକସ୍‌

ବଲାଙ୍ଗୀର ଅଫିସ, ୩ା୧୧ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଶନିବାର ବଲାଙ୍ଗୀର ଟାଉନ୍‌ ହଲଠାରେ ଦାଦନ ସମସ୍ୟା ରୋକିବା ନେଇ ଏକ ଏମ୍‌ଜିଏନ୍‌ଆଇଜିଏ କାର୍ଯ୍ୟକାରିତା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ଜିଲାପାଳ...

ସରକାରୀ ସୁବିଧାରୁ ବଁଚିତ୍‌ ପରିବାର

ଲୋଇସିଂହା, ୨।୧୧(ଡି.ଏନ.ଏ)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଦୁମଦୁମି ଗଁାର ବୃନ୍ଦାବନ କର୍ମୀ(୬୧)। ସେ ପକ୍ଷାଘାତ ରୋଗ୍‌ରେ ଖଟେ ପଡ଼ିଛନ୍‌। ଇଆଡ଼େ ବଡ଼ଖା ପୁଓର ଅକାଲ ମୁର୍‌ତୁରେ ବହ ଦୀପାଞ୍ଜଳି ବିଧବା ହେଇଯାଇଛନ୍‌। ପୁଓ ମରବାର ଦୁଇବଛର ବିତିଯାଇଥିଲେ ବି...

ଟ୍ରକ ଧକ୍କାରେ ବିଜେଡି ଛାତ୍ର ନେତାଙ୍କ ମୃତ୍ୟୁ

ବଲାଙ୍ଗୀର ଅଫିସ, ୧।୧୧: ଟ୍ରକ ଦୁର୍ଘଟଣାରେ ବଲାଙ୍ଗୀର ଜିଲା ଛାତ୍ର ବିଜେଡି ଉପସଭାପତିଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ସେ ହେଲେ ଉମାକାନ୍ତ ସେଠ। ପ୍ରକାଶ ଯେ, ଉମାକାନ୍ତ ବାଇକ୍‌ ଯୋଗେ ଆର୍‌ଟିଓ ଅଫିସ ଆଡୁ ଯାଉଥିବାବେଳେ ବଲାଙ୍ଗୀର ପେଲେସ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri