ପୋଲିସ ଅଧିକାରୀଙ୍କୁ ଗାଁ ମଝିରେ ଅଟକ ରଖିଲେ ଗ୍ରାମବାସୀ
ପାଟଣାଗଡ଼,୧୭।୭: ଜଣେ ନାବାଳିକାଙ୍କ ମୃତ୍ୟୁର ତଦନ୍ତ ପାଇଁ ଯାଇଥିବା ୭ଜଣ ପୋଲିସ ଅଧିକାରୀଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲା ପାଟଣାଗଡ଼ ଅଞ୍ଚଳରୁ। ମିଳିଥିବା ସୂଚନା ମୁତାବକୁ, ମାସେ ତଳେ ଜଣେ ନାବାଳିକାଙ୍କ...
ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ହେଲେ ସାରାଂଶ
ବଲାଙ୍ଗୀର,୧୫।୭: (ସୁନିଲ ମହାନ୍ତି): ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଭାବେ ବଲାଙ୍ଗୀର ଜିଲାରୁ ସାରାଂଶ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ଜାତୀୟ ଛାତ୍ର କଂଗ୍ରେସ ସଭାପତି ବରୁଣ ଚୌଧୁରୀଙ୍କ ଅନୁମୋଦନ କ୍ରମେ ଜାତୀୟ ଇନଚାର୍ଜ କହ୍ନୈୟା କୁମାର...
ରାଜ୍ୟର ନାରୀ ଅସୁରକ୍ଷିତ: ଏଫ୍ଏମ୍ ଘଟଣାକୁ ନେଇ ଗର୍ଜିଲେ ଛାତ୍ରୀଛାତ୍ର
ବଲାଙ୍ଗୀର, ୧୪।୭( ସୁନିଲ ମହାନ୍ତି):ଫକୀର ମୋହନ ସ୍ବୟଂଶାସିତ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାର ପ୍ରତିବାଦ। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ସୋମବାର କଂଗ୍ରେସ ଓ ବିଜେଡି ଛାତ୍ର ସଂଘ ପକ୍ଷରୁ ପୃଥକ ପୃଥକ ଭାବେ ପ୍ରତିବାଦ...
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ, ତଳେ ପଡ଼ିବା ପରେ…
ବଲାଙ୍ଗୀର,୧୪ା୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସୋମବାର ଅଘଟଣ ଘଟିଛି। ମେଡିସିନ ଓ୍ବାର୍ଡର ଦିତୀୟ ମହଲା କୋଠାରୁ ଜଣେ ରୋଗୀ ଡେଇଁ ପଡ଼ିବାରୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ରୋଗୀ ଜଣକ ବଲାଙ୍ଗୀର ସହର ଖରସେଲପଡ଼ାର...
ଷ୍ଟିଅରିଂ ଛାଡ଼ ଆନ୍ଦୋଳନବେଳେ ଡ୍ରାଇଭରଙ୍କୁ ମାଡ଼: ୮ ଜଣଙ୍କୁ ବାନ୍ଧିଲା ପୋଲିସ
ବଲାଙ୍ଗୀର,୧୧ା୭(ସୁନୀଲ କୁମାର ମହାନ୍ତି): ଓଡ଼ିଶା ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚାଲିଥିବାବେଳେ ଟ୍ରକ୍ ଚଳାଇବାରୁ ଭଇଁଷାପାଲି ଟୋଲ୍ ଗେଟ୍ଠାରେ ଜଣେ ଡ୍ରାଇଭରଙ୍କୁ ଆନ୍ଦୋଳନରତ କେତେଜଣ ଡ୍ରାଇଭର ସଂଘବଦ୍ଧ ଆକ୍ରମଣ କରି ମାଡ଼ ମାରିଥିବା ପୁଇଁତଳା ଥାନାରେ ଗୁରୁବାର...
ଡ୍ରାଇଭରଙ୍କୁ ପିଟିଲେ ଆନ୍ଦୋଳନରତ ଡ୍ରାଇଭର
ବଲାଙ୍ଗୀର,୧୦।୭: ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଟୋଲ ଗେଟ୍ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଆନ୍ଦୋଳନରତ ଡ୍ରାଇଭର ଜଣେ ଡ୍ରାଇଭରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଡ୍ରାଇଭର ଜଣକ ଗୁରୁତର ଅବସ୍ଥାରେ ଭୀମଭୋଇ...
ଲିଫ୍ଟରେ ଫସିଲେ ମହିଳା ଡାକ୍ତର
ଟିଟିଲାଗଡ଼,୧୦ା୭(ଶରତ ମିଶ୍ର): ଏକ ଅଭାବନୀୟ ଘଟଣାକ୍ରମେ ଟିଟିଲାଗଡ଼ ସହରର ପିପଲପଦରସ୍ଥିତ ମାତୃ ଓ ଶିଶୁ ଡାକ୍ତରଖାନାର ଲିଫ୍ଟରେ ଜଣେ ଡାକ୍ତରାଣୀ ଦୀର୍ଘ ସମୟ ଧରି ଫସି ରହିବା ଚର୍ଚ୍ଚାର ବିଷୟ ହୋଇଛି l ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି...
ଭାରତ ବନ୍ଦ ଡାକରାରେ ବଲାଙ୍ଗୀରରେ ଜନଜୀବନ ପ୍ରଭାବିତ
ବଲାଙ୍ଗୀର,୯ା୭(ସୁନୀଲ କୁମାର ମହାନ୍ତି): ଶ୍ରମିକ ବିରୋଧୀ ଶ୍ରମ କୋଡ୍ ପ୍ରତ୍ୟାହାର ଦାବିରେ ଦିଆଯାଇଥିବା ସର୍ବଭାରତୀୟ ବନ୍ଦ ଡାକରା ଯୋଗୁ ବଲାଙ୍ଗୀର ଜିଲାରେ ଜନଜୀବନ ବ୍ୟାହତ ହୋଇଛି। ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ...
ଖେଳ ପଡ଼ିଆରେ ବସିଥିଲେ ୨ ଯୁବକ: ହଠାତ୍ ଛୁରିରେ ଆକ୍ରମଣ କଲେ ଦୁର୍ବୃତ୍ତ, ଆଉ ତା’ପରେ…
ବଲାଙ୍ଗିର,୮।୭(ସୁନିଲ ମହାନ୍ତି): ବଲାଙ୍ଗିର ଜିଲା ଦେଓଗାଁ ଥାନା ମୁରସିଂ ଗାଁରେ ଦୁଇଜଣ ଯୁବକଙ୍କୁ ଛୁରାମାଡ଼ କରି ଦୃବୁର୍ତ୍ତ ଫେରାର ହୋଯାଇଛନ୍ତି। ମୁରସିଂ ଗାଁର ଦୁଇଜଣ ଯୁବକ ନିକଟସ୍ଥ ଏକ ଖେଳ ପଡିଆରେ ବସିଥିଲେ। ଏହି ସମୟରେ ହଠାତ ଦୁଇଜଣ ଯୁବକ...
ବିଭିନ୍ନ ଉନ୍ନତିମୂଳକ କାମ ଠପ୍ ପ୍ରସଙ୍ଗ:ଲଗାଣ ବର୍ଷା ସତ୍ତ୍ୱେ ସମିତି ସଭ୍ୟାସଭ୍ୟଙ୍କ ଧାରଣା ଜାରି
ପାଟଣାଗଡ଼ ୭/୭ (ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକରେ ସମିତି ସଭ୍ୟସଭ୍ୟା ଓ ଏନଏସି ରେ କାଉନସିଲର ମାନଙ୍କ ଆନ୍ଦୋଳନ ଆଜି ଦଶ ଦିନରେ ପହଞ୍ଚିଛି । ଏହି ଆନ୍ଦୋଳନ ଧିରେ ଧିରେ ଉଗ୍ରରୂପ ନେଉଛି । ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ...
ମୁଖ୍ୟ ରାସ୍ତା ଉପରେ ଜମୁଛି ଡ୍ରେନ ପାଣି
ପାଟଣାଗଡ ୭।୭ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ସହରର ବ୍ଳକ ଛକର ଅନତି ଦୂରରେ ମୁଖ୍ୟ ରାସ୍ତର ଦୁଇ ପାର୍ଶରେ ଡ୍ରେନ ନ ଥିବାରୁ ଦୀର୍ଘ ଦିନ ହେଲା ମୁଖ୍ୟ ରାସ୍ତା ଉପରେ ଡ୍ରେନ ପାଣି ଜମିରହୁଛି ।...
ବାହୁଡ଼ା ଯାତ୍ରା ଦେଖିବାକୁ ଯାଇଥିଲେ: ଯନ୍ତ୍ରୀଙ୍କ ଘରେ ବୁଲିଲା କଳାକନା
ବଲାଙ୍ଗୀର,୬।୭: ବଲାଙ୍ଗୀର ସହର ରଘୁନାଥ ନଗରରେ ଚୋର ଆତଙ୍କ ବଢିବାରେ ଲାଗିଛି। ଗତ କିଛି ଦିନ ମଧ୍ୟରେ ୭ରୁ ଅଧିକ ଲୋକଙ୍କ ଘରେ କଲାକନା ବୁଲାଇଲେଣି ଦୁର୍ବୃତ୍ତ। ଶନିବାର ରାତିରେ ଅବସରପ୍ରାପ୍ତ ଲୋୟର ସୁକତେଲ ମୁଖ୍ୟ ଯନ୍ତ୍ରୀ ବେଳାର ସିଂହ...
Archives


