ବଲାଙ୍ଗୀର

ପାଣିକଟା ହୋଇଛି, ପୁନରୁଦ୍ଧାର ହେଉନି

ଲୋଇସିଂହା,୧୪ା୫(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ଥିବା ସୁଜିଆ ଡ୍ୟାମ ଏବେ ଶୁଖିଲା ପଡିଛି। ମାଟି ଉନ୍ନତୀକରଣ ପାଇଁ ଡ୍ୟାମରୁ ପାଣି କାଟି ଦିଆଯାଇଥିଲା। ମେ ଅଧା ମାସ ବିତି ଯାଇଥିଲେ ବି ଡ୍ୟାମର ମାଟି ପୁନରୁଦ୍ଧାର କାମ ଆରମ୍ଭ...

୫ଶହ ଟଙ୍କା ଭତ୍ତା ପାଇଁ ଦେଢ଼ଶହ ଟଙ୍କା ରିକ୍ସାଭଡ଼ା

ଲୋଇସିଂହା,୧୦ା୫(ଡି.ଏନ.ଏ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଦର ପଞ୍ଚାୟତ ନୂଆପଡାର ଜଣେ ବୃଦ୍ଧା ୫ ଶହ ଟଙ୍କ ଭତ୍ତା ପାଇଁ ୧୫୦ ଟଙ୍କା ରିକ୍ସା ଭଡା କରିବା ଏଠାରେ ଆଲୋଚନାର ବିଷୟ ହୋଇଛି। ଲୋଇସିଂହା ପଞ୍ଚାୟତ ସଦର ଗ୍ରାମ ନୂଆପଡାର ବିଧବା...

ବସ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର, ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥ ଅବରୋଧ କଲେ ଉତ୍ତେଜିତ ଲୋକ

ବଲାଙ୍ଗୀର ଅଫିସ,୯।୫: ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ଗଇଁତଲା ତହସିଲ ଅଫିସ ସମ୍ମୁଖରେ ଏକ ବସ ଧକ୍କାରେ ମୋଟର ସାଇକେଲରେ ବସିଥିବା ଜଣେ ଝିଅ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ମୋଟର ସାଇକେଲ୍‌ରେ ବସିଥିବା ମୃତ ଝିଅର...

ବଢୁଛି ତାତି, ଜନଜୀବନ ଅସ୍ତବ୍ୟସ୍ତ

ବଲାଙ୍ଗୀର ଅଫିସ,୯ା୫: ବଲାଙ୍ଗୀର ଜିଲାରେ ଗ୍ରୀଷ୍ମ ପ୍ରବାହ ଅଘୋଷିତ କର୍ଫ୍ୟୁ ଅନୁରୂପ ସ୍ଥିତି ସୃଷ୍ଟି କରିଛି। ଟାଣ ଖରା ଯୋଗୁଁ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଫଳରେ ପୂର୍ବାାହ୍ନ ୧୧ଟାରୁ ରାସ୍ତାଘାଟ ଶୂନଶାନ୍‌ ହୋଇଯାଉଛି। ୪୦ଡିଗ୍ରୀ ଉପରେ ତାପମାତ୍ରା ରହୁଥିବା...

ଆରପିଡିଏସି ବୈଠକ ଡାକ

ବଲାଙ୍ଗୀର ଅଫିସ, ୮ା୫: ଚଳିତବର୍ଷ ବହୁପ୍ରତୀକ୍ଷିତ ଲୋୟର ସୁୁକତେଲ ଡ୍ୟାମ୍‌ରେ ପାଣି ଗଚ୍ଛିତ ରଖାଯିବ ବୋଲି ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ସୂଚନା ଦିଆଗଲାଣି। ବଲାଙ୍ଗୀରର ଜୀବନ ରେଖା କୁହାଯାଉଥିବା ଏହି ପ୍ରକଳ୍ପ ଚଳିତବର୍ଷ ଶେଷ ହେବ ବୋଲି ସରକାରଙ୍କ...

କୂଅଖୋଳାରେ ସୀମିତ ଜଳପ୍ରକଳ୍ପ

ଲୋଇସିଂହା, ୭ା୫(ଡି.ଏନ.ଏ) ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ କଦଳୀପାଲି ଗାଁ ା କିଡ଼ନୀ ରୋଗରେ ଏହି ଗଁ।ର ବହୁ ଲୋକଙ୍କ ଜୀବନ ଗଲାଣି। ଆଉ କେତେକ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏହା...

ଅଶ୍ୱିନୀ, ଅବନୀଙ୍କ କାର୍ଟୁନ୍‌ ପୁରସ୍କୃତ

ବଲାଙ୍ଗୀର ଅଫିସ,୬ା୫: ଛତିଶଗଡ ସରକାରଙ୍କ ସଂସ୍କୃତି ବିଭାଗ, ଛତିଶଗଡ ପର୍ଯ୍ୟଟନ ବୋର୍ଡ ଏବଂ ରାୟପୁର (ଛତିଶଗଡ)ରୁ ପ୍ରକାଶିତ ପ୍ରତିଷ୍ଠିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ଓା୍ବଚ୍‌’ର ମିଳିତ ଆବାହକତ୍ୱରେ ଆୟୋଜିତ ଏକ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଓଡିଶାର ଲବ୍ଧପ୍ରତିଷ୍ଠ କାର୍ଟୁନିଷ୍ଟ...

ମସିଣା ବନ୍ଧ କାମ ଆରମ୍ଭ

ଲାଠୋର, ୬।୫ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ପଞ୍ଚାୟତ ଅଧୀନ ମସିଣା ଗ୍ରାମରେ ଅବହେଳିତ ଅବସ୍ଥାରେ ପଡି ରହିଥିବା ଡ୍ୟାମ (ବନ୍ଧ) ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ କାମ ଆରମ୍ଭ ହୋଇଥିବା ଦେଖାଯାଇଛି। ୧୯୮୦...

ବିବାହ ବନ୍ଧନରେ ବାନ୍ଧି ହେଲେ ସମ୍ବଲପୁର-ବଲାଙ୍ଗୀର ଜିଲାପାଳ

ଭୁବନେଶ୍ୱର,୨।୫(ବ୍ୟୁରୋ): ବିବାହ ବନ୍ଧନରେ ବାନ୍ଧି ହେଲେ ସମ୍ବଲପୁର ଜିଲାପାଳ ଅନନ୍ୟା ଦାଶ ଓ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରଣା। ଆସାମ ଗୁଆହାଟୀର ଏକ ବିଳାସମୟ ହୋଟେଲରେ ଉଭୟଙ୍କର ହାତଗଣ୍ଠି ପଡିଛି। ତେବେ ବିବାହ ପୂର୍ବରୁ ଉଭୟଙ୍କର ଏକ ଡ୍ୟାନ୍ସ ଭିଡିଓ...

ଡାକ୍ତର ଅନୁପସ୍ଥିତିକୁ ନେଇ ଉଦ୍‌ବେଗ

ବଲାଙ୍ଗୀର ଅଫିସ, ୧ା୫: ବଲାଙ୍ଗୀର ନାଗରିକ କମିଟିର କାର୍ଯ୍ୟକାରୀ ବୈଠକ ସଭାପତି ଇଂ. ବେଲାର ସିଂଭୋଇଙ୍କ ସଭାପତିତ୍ୱରେ ରବିବାର ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। କମିଟି ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁ ବିଭିନ୍ନ ପ୍ରସ୍ତାବ ଆଗତ...

ଦୁର୍ଘଟଣାରେ ଦମ୍ପତି ମୃତ

ଲାଠୋର, ୨୯ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ଥାନା ଅଧୀନ ଗଇନ୍ଦିମାଲ ନିକଟ ଲାନ୍ଥନଦୀ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଇନ୍ଦିମାଲ ଅଶୋକ ମଝି(୨୬) ଓ ତାଙ୍କ ସ୍ତ୍ରୀ ଲଳିତା ମଝି(୨୩) l ଲଳିତା...

ଗୋଳାବାରୁଦ କାରଖାନାରେ ବିସ୍ଫୋରଣ: ୨ ଗୁରୁତର

ଟିଟିଲାଗଡ଼, ୨୮।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଡ଼ମାଳ ଗୋଳାବାରୁଦ କାରଖାନା ୟୁନିଟ ୩ରେ ଶୁକ୍ରବାର ବିସ୍ଫୋରଣ ହୋଇଛି । ୨ କର୍ମଚାରୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର କର୍ମଚାରୀ ହେଲେ ସରୋଜ ପଣ୍ଡା ଓ ଗୌତମ ମହାନନ୍ଦ । ସେମାନଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri