ଜାଲ୍ ସାର୍ଟିଫିକେଟ କାରବାର ଘଟଣା: ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ରେ ଚଢ଼ାଉ
ବଲାଙ୍ଗୀର ଅଫିସ,୨୬ା୩: ଜାଲ୍ ସାର୍ଟିଫିକେଟ କାରବାର ଘଟଣାରେ ବଲାଙ୍ଗୀର ପୋଲିସ ଓ ପ୍ରଶାସନ ପକ୍ଷରୁ ରବିବାର ସ୍ଥାନୀୟ ଜୀବନ ବୀମା କାର୍ଯ୍ୟାଳୟ ନିକଟରେ ଥିବା କମ୍ପ ଭାଇ ଭୋକେଶନାଲ ଟ୍ରେନିଂ ଇଷ୍ଟିଚ୍ୟୁଟ୍ରେ ଚଢ଼ାଉ କରାଯାଇଛି। ମାଜିଷ୍ଟ୍ରେଟ୍ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କ...