କାର ମରାମତି ବେଳେ ମାଡ଼ିଗଲା ଟ୍ରକ
ସଇଁତଳା, ୧ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ଥାନା ଅଧୀନ ମନମୁଣ୍ଡା ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନବରଙ୍ଗପୁର ଜିଲା ମାଝିଗୁଡ଼ାର ବାଲ୍ମିକି ବିଶୋଇ(୩୮)। ସେ ପରିବାର ସହ କାର (ନଂଓଡ଼ି-୦୨-ଏଏଲ-୪୭୫୪)ରେ...
ସଇଁତଳା, ୧ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ଥାନା ଅଧୀନ ମନମୁଣ୍ଡା ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନବରଙ୍ଗପୁର ଜିଲା ମାଝିଗୁଡ଼ାର ବାଲ୍ମିକି ବିଶୋଇ(୩୮)। ସେ ପରିବାର ସହ କାର (ନଂଓଡ଼ି-୦୨-ଏଏଲ-୪୭୫୪)ରେ...
ଲୋଇସିଂହା,୧।୧(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଭାଲିଆମୁଣ୍ଡାର ଏକ ଗୋଦାମରେ ଜିଲା ଯୋଗାଣ ବିଭାଗ ଚଢାଉ କରି ବେଆଇନ ଗଚ୍ଛିତ ୪୩୯ ବସ୍ତା ଧାନକୁ ଜବତ କରିଛି । ଏହାପରେ ବ୍ଲକ ଅଞ୍ଚଳରେ ବେଆଇନ ଧାନ ବେପାର କରି ମୁନାଫା...
ବଲାଙ୍ଗୀର ଅଫିସ,୩୧ା୧୨: ବଲାଙ୍ଗୀର ଜିଲାରେ ଧାନକିଣା ନାଁରେ ଏବେ ହରିଲୁଟ୍ ଚାଲିଛି। କଟନୀ ଛଟନୀ ନାଁରେ ଚାଷୀଙ୍କଠାରୁ କୋଟି କୋଟି ଟଙ୍କାର ଧାନ ଲୁଟ୍ କରାଯାଇ ଚାଷୀକୁ ଶୋଷଣ କରାଯାଉଛି। ଏହି ଶୋଷଣ ପ୍ରକ୍ରିୟାରେ ଯୋଗାଣ ବିଭାଗ ଅଧିକାରୀ, ସମବାୟ...
ଲାଠୋର,୩୦ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରୋଡ ରେଳ ଷ୍ଟେଶନ ରାସ୍ତା ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଥିଲେ ମଧ୍ୟ ସେଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନାହିଁ। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଦୀର୍ଘ ବର୍ଷରୁ...
ବଲାଙ୍ଗୀର ଅଫିସ,୩୦ା୧୨:ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମିର୍ଦ୍ଧାପାଲି ଗଁାରେ ବୁଧବାର ରାତିରେ କଙ୍ଗାରୁ କୋର୍ଟ ବସି ଏହି ଗଁାର ସରୋଜ ରାଉତଙ୍କ ପରିବାରକୁ ନିଅଁା, ପାଣି ବାସନ୍ଦ କରାଯାଇଥିବା ଅଭିଯାଗ ହୋଇଛି। ଗଁା କମିଟି ପକ୍ଷରୁ ବିଧିବଦ୍ଧ ବୈଠକ କରି...
ବଲାଙ୍ଗୀର ଅଫିସ,୨୮ା୧୨: ବଲାଙ୍ଗୀର ରୋଟାରୀ କ୍ଲବ ଅଫ୍ ଇଲିଟ ପକ୍ଷରୁ ଆୟୋଜିତ ‘ଉଡ଼ାନ’ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିକ୍ଷା ମାଧ୍ୟମରେ ପରିବର୍ତ୍ତନ ଅଣାଯାଇପାରିବ ବୋଲି କହିଥିଲେ। ସେ ଆହୁରି କହିଥିଲେ...
ଟିଟିଲାଗଡ଼,୨୭।୧୨(ଡି.ଏନ୍.ଏ.): ଗୋବିନ୍ଦ ସାହୁ ହତ୍ୟା ମାମଲାରେ ତଦନ୍ତ କରୁଥିବା ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ୍ ମଙ୍ଗଳବାର ଟିଟିଲାଗଡ଼ରେ ପହଞ୍ଚିଥିଲେ। କ୍ରାଇମ୍ବ୍ରାଞ୍ଚର ଡିଏସ୍ପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଟିଟିଲାଗଡ଼ରେ ପହଞ୍ଚିଥିଲା। ସେମାନେ ଉକ୍ତ ମାମଲାରେ ସଂଗୃହିତ ହୋଇଥିବା ଜଉମୁଦ...
ବଲାଙ୍ଗୀର ଅଫିସ,୨୭।୧୨: ବେକରେ ଜାଭେଲିନ ପଶି ଗୁରୁତର ହୋଇଥିବା ସଦାନନ୍ଦ ମେହେର ମଙ୍ଗଳବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ସେଦିନ ଘଟିଥିବା ଘଟଣା ସମ୍ପର୍କରେ ସେ କହିଛନ୍ତି। ସେ କହିଛନ୍ତି, ସେହିଦିନ ଗାର ଉପରେ...
ଲାଠୋର, ୨୬ା୧୨(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକରେ ୩ଟି ସ୍କୁଲରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ଛାତ୍ରୀ ନିବାସ ନିର୍ମାଣ ହୋଇଛି। ନିର୍ମାଣ ପରେ ୨ବର୍ଷ ହେଲା ସମ୍ପୃକ୍ତ ସ୍କୁଲକୁ ଏହା ହସ୍ତାନ୍ତର କରାଯାଇ ସାରିଛି। ହେଲେ...
ଲୋଇସିଂହା,୨୫ା୧୨(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ପାକ୍ସରେ ଆର୍ଏମ୍ସି ପକ୍ଷରୁ ଚାଷୀଙ୍କ ବିକ୍ରି ପାଇଁ ଆସିଥିବା ଧାନ ପରୀକ୍ଷା କରାଯାଇଛିା। ଆର୍ଦ୍ରତା ଧାର୍ଯ୍ୟ ପ୍ରତିଶତରୁ କମ୍ ବାହାରି ଥିବା ପରୀକ୍ଷଣ ବେଳେ ଜଣାପଡ଼ିଥିଲା। ସେହିପରି କୁଟାକାଟି,ବାଲିମାଟି,ମିଶ୍ରିତ ଧାନ ଓ...
ବଲାଙ୍ଗୀର ଅଫିସ,୨୪ା୧୨: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସବ୍ଜେଲ ଭିତରେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଶୁକ୍ରବାର ତୃତୀୟ ଦିନରେ ପହଞ୍ଚତ୍ଛି। ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମ୍ ଗୋବିନ୍ଦଙ୍କ...
ବଲାଙ୍ଗୀର ଅଫିସ, ୨୨ା୧୨: କଣ୍ଟାବାଞ୍ଜି ସବ୍ଜେଲରେ ମଙ୍ଗଳବାର ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପକେଟରୁ ଏକ ମାଟିଆ ରଙ୍ଗର ଲଫାପା ମିଳିଛି। ସେଥିରେ ଦୁଇପୃଷ୍ଟାର ଲେଖା ରହିଛି। ଏକଥା ପୋଲିସ କହିଥିବା...