ବଲାଙ୍ଗୀର

ବିପୁଳ ପରିମାଣର କଫ ସିରପ ଜବତ : ୩ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର ଅଫିସ,୨୪।୩: ବଲାଙ୍ଗୀର ସହର ବିଜାଖମନରୁ ଶୁକ୍ରବାର ବିପୁଳ ପରିମାଣର କଫ ସିରପ ଜବତ ହୋଇଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଟକର ବିଶ୍ୱନାଥ ମୂଲିଆ, ଯାଜପୁରର ମହେଶ୍ୱର ମହାନ୍ତି ଓ କଳାହାଣ୍ଡିର...

ଡାକଘର ପଦବୀ ପାଇଁ ନକଲି ସାର୍ଟିଫିକେଟ

ବଲାଙ୍ଗୀର ଅଫିସ,୨୪ା୩: ବଲାଙ୍ଗୀର ଡାକମଣ୍ଡଳର ୮୩ ବ୍ରାଞ୍ଚ ପୋଷ୍ଟ ମାଷ୍ଟର, ଏବିପିଏମ ଓ ଡାକସେବକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପଦବୀ ପାଇଁ ବହୁ ପ୍ରାର୍ଥୀ ଆବେଦନ କରିଛନ୍ତି। ଶୁକ୍ରବାର ବଲାଙ୍ଗୀର ପ୍ରଧାନ ଡାକଘରରେ ଏହି ପଦବୀଗୁଡିକର...

ଗନ୍ଧମାର୍ଦ୍ଦନ ଜୈବ ବିବିଧତା ଐତିହ୍ୟସ୍ଥଳୀ ଘୋଷିତ

ବଲାଙ୍ଗୀର ଅଫିସ, ୨୩ା୩: ଭବ୍ୟ ପ୍ରାକୃତିକ ସମ୍ପଦ, ଜୈବ ବିବିଧତା, ସହସ୍ରାଧିକ ଔଷଧୀୟ ଗୁଳ୍ମ, ଜଙ୍ଗଲ ଓ ବନ୍ୟ ସମ୍ପଦ ତଥା ୨୦ରୁ ଊର୍ଦ୍ଧ୍ୱ ଚିରସ୍ରୋତା ଝରଣା ପାଇଁ ସୁପ୍ରସିଦ୍ଧ ବଲାଙ୍ଗୀର ଓ ବରଗଡ଼ ଜିଲା ସୀମାରେଖାରେ ଥିବା ଗନ୍ଧମାର୍ଦ୍ଦନ...

ବିବାହ ମଣ୍ଡପରେ ବୁଲିଲା ବୁଲ୍‌ଡୋଜର

ବଲାଙ୍ଗୀର ଅଫିସ,୨୨ା୩: ବଲାଙ୍ଗୀର ସହର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟସ୍ଥିତ ଆର୍ଯ୍ୟ ପ୍ୟାଲେସ ନାମକ ଏକ ବିବାହ ମଣ୍ଡପରେ ବୁଲ୍‌ଡୋଜର ବୁଲିଛି। ବୁଧବାର ବଲାଙ୍ଗୀର ପୋଲିସ ଏବଂ ପ୍ରଶାସନିକ ଟିମ୍‌ ଜେସିବି ମେଶିନ ଧରି ଆର୍ଯ୍ୟ ପ୍ୟାଲେସରେ ପହଞ୍ଚି ଉଚ୍ଛେଦ ଅଭିଯାନ ଆରମ୍ଭ...

କେବିକେ ଅଞ୍ଚଳକୁ କେନ୍ଦ୍ରୀୟ ସହାୟତା କମିଛି

ବଲାଙ୍ଗୀର ଅଫିସ,୨୦ା୩:ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା(ପିଏମକେଏସୱାଇ)ର ଏକ ଉପାଦାନ ହେଉଛି ଏଆଇବିପି (ତ୍ୱରିତ ସିଞ୍ଚାଇ ଲାଭ କାର୍ଯ୍ୟକ୍ରମ) ା ଏହି କାର୍ଯ୍ୟକ୍ରମକୁ ବନ୍ଦ କରାଯାଇନାହିଁ। କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି କ୍ରମେ ଏଆଇବିପି ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି...

କେବିକେ ଅଞ୍ଚଳକୁ କେନ୍ଦ୍ରୀୟ ସହାୟତା କମିଛି

ବଲାଙ୍ଗୀର ଅଫିସ,୨୦ା୩: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା(ପିଏମକେଏସୱାଇ)ର ଏକ ଉପାଦାନ ହେଉଛି ଏଆଇବିପି (ତ୍ୱରିତ ସିଞ୍ଚାଇ ଲାଭ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ ବନ୍ଦ କରାଯାଇନାହିଁ। କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି କ୍ରମେ ଏଆଇବିପି ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି...

ନିଶା ବେପାରୀଙ୍କ ଟାର୍ଗେଟରେ ଯୁବବର୍ଗ

ବଲାଙ୍ଗୀର ଅଫିସ, ୧୪ା୩: ନିଶା ବେପାରୀଙ୍କ ଟାର୍ଗେଟରେ ରହିଛନ୍ତି ଉଭୟ ଶିକ୍ଷିତ ଏବଂ ଅଶିକ୍ଷିତ ଯୁବକ। ବଲାଙ୍ଗୀର ସମେତ ଓଡ଼ିଶାର ଅଧିକ ସଂଖ୍ୟକ ଯୁବତୀ, ଯୁବକ ନିଶାସେବନରେ ମାତିଛନ୍ତି। ନିଶା ଯୋଗୁ ସେମାନଙ୍କର ବହୁମୂଲ୍ୟ ଭବିଷ୍ୟତ ନଷ୍ଟ ହେବାର ଆଶଙ୍କା...

କଣ୍ଟାବାଞ୍ଜିରେ ରାଜ୍ୟର ପ୍ରଥମ ଗ୍ରାମୀଣ ସ୍ପେସ୍‌ଲାବ

ବଲାଙ୍ଗୀର ଅଫିସ/ କଣ୍ଟାବାଞ୍ଜିି, ୧୪ା୩(ଡି.ଏନ୍‌.ଏ.):ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ମୁସ୍କାନ ଇଣ୍ଟରନ୍ୟାଶନାଲ ସ୍କୁଲରେ ଓଡିଶାର ପ୍ରଥମ ଗ୍ରାମୀଣ ସ୍ପେସ୍‌ ଏଡୁକେଶନ୍‌ ଲ୍ୟାବ ଖୋଲାଯିବ। ଏନେଇ ସୋମବାର ବ୍ୟୋମିକା ସ୍ପେସ୍‌ ଏକାଡେମୀ ଏବଂ ମୁସ୍କାନ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।...

ଚାଳଛପର ତଳେ ପାଠପଢ଼ା

ଖପ୍ରାଖୋଲ, ୧୩ା୩(ଡି.ଏନ.ଏ.):ସରକାର ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରୁଛନ୍ତି। ଛାତ୍ରୀଛାତ୍ରଙ୍କୁ ସ୍କୁଲପ୍ରତି ଆକୃଷ୍ଟ କରିବା ପାଇଁ ସୋନ୍ଦର୍ଯ୍ୟକରଣ କରାଯାଇ ଶିକ୍ଷଣୀୟ ପରିବେଶ ସୃଷ୍ଟି କରାଯାଉଛି। ହେଲେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ଅନ୍ତର୍ଗତ ଲୁହାଖାନ ପ୍ରାଥମିକ...

ଘୋଷଣାରେ ସୀମିତ ନ ରହୁ ପୁନରୁଦ୍ଧାର

ଦେଓଗାଁ,୧୩ା୩(ଡି.ଏନ.ଏ):ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଗାଇବାହାଲ ପଞ୍ଚାୟତ ଅନ୍ତର୍ଗତ ସାଗରପାଲିସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ ଚାଲୁ ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଚଳିତ ବଜେଟରେ ଚିନିକଳ ଚାଲୁ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୯୨ କୋଟି...

ବିଭିନ୍ନ ଅପରାଧରେ ଜଡ଼ିତ ଗ୍ୟାଙ୍ଗ୍‌କୁ ଧରିଲା ପୋଲିସ: ୨ ବନ୍ଧୁକ ସହ ୭ ଅଭିଯୁକ୍ତ ଅଟକ

ଟିଟିଲାଗଡ଼,୧୩।୩: ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି l ବିଭିନ୍ନ ଆପରାଧିକ ମାମଲାରେ ଜଡ଼ିତ ଥିବା ଏକ ବଡ଼ ଗ୍ୟାଙ୍ଗ୍‌କୁ ଟିଟିଲାଗଡ଼ ପୋଲିସ କାବୁ କରିଛି l ସେମାନଙ୍କଠାରୁ ପୋଲିସ ୨ଟି ଦେଶୀ ବନ୍ଧୁକ...

କଫ ସିରପ୍‌ ରାକେଟ ଧରପଗଡ, ୩୫ ଗିରଫ

ବଲାଙ୍ଗୀର ଅଫିସ, ୧୩।୩: ବଲାଙ୍ଗୀର ପୋଲିସ ପକ୍ଷରୁ ଏକ ବଡଧରଣର କଫ ସିରପ୍‌ ରାକେଟ ଧରପଗଡ କରାଯାଇଛି। ଏହି କଫ ସିରପ ରାକେଟରେ ରାଜ୍ୟର ବିଭିନ୍ନ ସ୍ଥାନର ୩୫ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ୧୩ ହଜାର ବୋତଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri