ଶୋଇଥିବା ବେଳେ ଖଣ୍ଡାରେ ହାଣି ହତ୍ୟା
ବଲାଙ୍ଗୀର ଅଫିସ, ୫।୨: ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅଏଁଲାସାରି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଶୋଇଥିବା ଅବସ୍ଥାରେ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ମୃତକ ଅଏଁଲାସାରୀ ଗାଁର ଜନ୍ମ ଖୁଣ୍ଟୁଲି(୫୫)। ଜନ୍ମ ଘରେ ଶୋଇଥିବାବେଳେ ଗଁାର ବିଭୂତି ଷାଣ୍ଢ ତାଙ୍କୁ...
ତୂଳୀରେ ପ୍ରତିଭା ଦେଖାଇଲେ ଛାତ୍ରୀଛାତ୍ର
ବଲାଙ୍ଗୀର ଅଫିସ,୫।୨: ଅଗ୍ରଣୀ ସାମାଜିକ ସାଂସ୍କୃତିକ ସଙ୍ଗଠନ ଭୂମିକା ପକ୍ଷରୁ ସ୍ଥାନୀୟ ବଲାଙ୍ଗୀର ପବ୍ଲିକ ସ୍କୁଲରେ ରବିବାର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗୀର ସହରର ବିଭିନ୍ନ ସ୍କୁଲର ୨୦୦ରୁ ଊଦ୍ଧର୍ବ ଛାତ୍ରୀଛାତ୍ର ଯୋଗଦେଇ ଚିତ୍ର ଆଙ୍କି ନିଜ...
ଆୟୁର୍ବେଦ ମହାବିଦ୍ୟାଳୟ ଶିକ୍ଷକ ସଂଘ ନିର୍ବାଚନ
ବଲାଙ୍ଗୀର ଅଫିସ,୪।୨: ଓଡ଼ିଶା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ଅଧିବେଶନ ଏବଂ ନିର୍ବାଚନୀ ସଭା ସ୍ଥାନୀୟ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଓଡ଼ିଶାର ୩ଟି ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟର ଶିକ୍ଷକ...
ଖୋଲା ଆକାଶ ତଳେ ପଢୁଛନ୍ତି ଛାତ୍ରୀଛାତ୍ର
ସଇଁତଲା,୪ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତ ଅନ୍ତର୍ଗତ କୁଅଁାରଗଁାଠାରେ ଥିବା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାର ୫-ଟିରେ ସାମିଲ କରି ସ୍ମାର୍ଟ କ୍ଲାସ ରୁମ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ବିଦ୍ୟାଳୟରେ...
ଉନ୍ନୟନ କାମ ଅବ୍ୟବସ୍ଥା ନେଇ ଉଦ୍ବେଗ
ଦେଓଗାଁ,୪ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ବିଭିନ୍ନ ବିଭାଗ କାର୍ଯ୍ୟର ଅଗ୍ରଗତି ନେଇ ବିଧାୟକ ନରସିଂହ ମିଶ୍ର ସମୀକ୍ଷା କରିଛନ୍ତି। ପ୍ରଥମେ ୨୦୧୪-୧୫ ସମିହାରୁ ବିଧାୟକଙ୍କ ପାଣ୍ଠି ବିନିଯୋଗକୁ ନେଇ ସମୀକ୍ଷା...
ଟିଟିଲାଗଡରୁ ୩୧ ଲକ୍ଷରୁ ଊର୍ଦ୍ଧ୍ୱ ନକଲି ନୋଟ୍ ଜବତ
ଭୁବନେଶ୍ୱର,(ବ୍ୟୁରୋ)/ ଟିଟିଲାଗଡ଼, ୪ା୨(ଡି.ଏନ୍.ଏ.): ରାଜ୍ୟରେ ନକଲି ନୋଟ କାରବାର ଦିନକୁ ଦିନ ବଢି ଚାଲିଛି। ସମ୍ବଲପୁର, ସୁନ୍ଦରଗଡ଼ ଓ ବରଗଡ଼ ପରେ ଏବେ ବଲାଙ୍ଗୀରରେ ନକଲି ନୋଟ୍ କାରବାର ଧରାପଡିଛି। ଟିଟିଲାଗଡ଼ ସହର ବସ୍ଷ୍ଟାଣ୍ଡ୍ ନିକଟ ପାର୍କରେ ଡିଲ୍ ଚାଲିଥିବାବେଳେ...
କଫ ସିରଫ ବେପାରୀଙ୍କୁ କୋର୍ଟ ଚାଲାଣ
ବଲାଙ୍ଗୀର ଅଫିସ,୩।୨: କଫ ସିରଫ କାରବାର ମାମଲାରେ ଶୁକ୍ରବାର ବରପାଲିପଡାର ପ୍ରଶାନ୍ତ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଏସ୍ଡିପିଓ ତୋଫାନ ବାଗ ଶୁକ୍ରବାର ଟାଉନ ଥାନାରେ ଖବରଦାତା ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ପୋଲିସ...
୬ ଜଣ କୁଚିଆ ମଦ ବେପାରୀଙ୍କୁ ୧୧୦ ଦଫାରେ କୋର୍ଟ ଚାଲାଣ
ବଲାଙ୍ଗୀର ଅଫିସ,୩।୨: ବଲାଙ୍ଗୀର ସହରରେ ଅପରାଧିମାନଙ୍କ ସଂଖ୍ୟା ଓ କୁଚିଆ ମଦ ବେପାରୀଙ୍କ ସଂଖ୍ୟା ଦିନ କୁ ଦିନ ବଢିବାରେ ଲାଗିଛି ା ପୋଲିସ ଶୁକ୍ରବାର ୬ ଜଣ ପେସାଦାର କୁଚିଆ ମଦ ବେପାରୀଙ୍କୁ ୧୧୦ ଦଫାରେ କୋର୍ଟ ଚାଲାଣ...
ପୋଲିସ ବିଫଳତା ଏଡ଼ାଇବାର ଅପଚେଷ୍ଟା: ସାଲୁଜା
ବଲାଙ୍ଗୀର ଅଫିସ/ବେଲପଡ଼ା,୩ା୨ (ଡି.ଏନ୍.ଏ.):କଣ୍ଟାବାଞ୍ଜି-ବେଲପଡା ରାସ୍ତାରେ ଥିବା ଆଲିସାନ୍ ସିନେମା ହଲ୍ରେ ବୁଧବାର ରାତିରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ବେଲପଡା ଥାନା ପୋଲିସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ୍ ଓରଫ୍ ସେଜି ସିଂ ସାଲୁଜାଙ୍କ ସମେତ ୬ ଜଣଙ୍କୁ...
ସାଲୁଜା ପରିବାର ଦାଦାଗିରି ଦେଖାଉଛନ୍ତି: ବିଜେଡି
ବଲାଙ୍ଗୀର ଅଫିସ, ୩ା୨:କଣ୍ଟାବାଞ୍ଜି-ବେଲପଡ଼ା ରାସ୍ତାରେ ଥିବା ଆଲିସାନ୍ ସିନେମା ହଲ୍ରେ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅ ଅମିତ ସିଂ ଓରଫ୍ ସେଜି ସିଂ ସାଲୁଜାଙ୍କ ଧମକଚମକ ଘଟଣାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି। ବିଜେଡି ଜିଲା ଉପସଭାପତି ଉମାକାନ୍ତ ସାହୁ, ରାଜ୍ୟ...
ବାଇକ୍ରେ ଯାଉଥିଲେ ଦମ୍ପତି: ପଡ଼ିଲା ଗଛଡାଳ
ମୁରିବାହାଲ,୨ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଳକ ଚନାବାହାଲ ଗ୍ରାମ ନିକଟରେ ଗୁରୁବାର ଜଣେ ବାଇକ୍ ଆରୋହୀଙ୍କ ଉପରେ ଏକ ଗଛ ଡାଳ ଭାଙ୍ଗି ପଡିଥିଲା। ଫଳରେ ବାଇକ୍ରେ ଯାଉଥିବା ଦମ୍ପତି ଗୁରୁତର ହୋଇଛନ୍ତି। ଉଭୟଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି...
ଥାନାରେ ପୋଲିସ ଅଧିକାରୀଙ୍କ ଗୁପ୍ତ ବୈଠକ
ବେଲପଡ଼ା,୨ା୨(ଡି.ଏନ୍.ଏ.): ବିଭିନ୍ନ ଥାନା ଅଧିକାରୀଙ୍କୁ ନେଇ ବେଲପଡ଼ା ଥାନାରେ ଗୁରୁବାର ଏକ ଗୁପ୍ତ ବୈଠକ ବସିଥିଲା। ବୈଠକକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯାଇଥିଲା। ଏପରିକି ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ମଧ୍ୟ କିଛି ସମୟ ପାଇଁ ବାହାରେ ରଖାଯାଇଥିଲା। ବୈଠକରେ ପାଟଣାଗଡ଼...
Archives


