ବାଲେଶ୍ୱର

୨୫ ବର୍ଷ ପରେ ଫେରିଲେ ମା’ କୋଳକୁ

ଜଳେଶ୍ୱର,୧୫।୭(ଡି.ଏନ.ଏ.)-ରୋଜଗାର ପାଇଁ ସ୍ତ୍ରୀ, ପିଲା ଓ ପରିବାର ଛାଡ଼ି ଚାଲିଯାଇଥିଲେ କୋଲକାତା। ସେଠାରେ କିଛିି ଦିନ ରହଣୀ ମଧ୍ୟରେ ଅର୍ଥ ଲୋଭ ଓ ନୂଆ ସଂସାର ମୋହରେ…

3 years ago

ବିବାହ ପୂର୍ବରୁ ଜୀବନ ହାରିଲେ ଯୁବକ

ଲଙ୍ଗଳେଶ୍ୱର,୧୪।୭(ଡି.ଏନ୍‌.ଏ.): ଆଉ ଦିନ କେଇଟା ପରେ ହୋଇଥାନ୍ତା ବାହାଘର। ଏହା ପୂର୍ବରୁ ଜୀବନ ହାରିଦେଲେ ଯୁବକ। ବେକରେ ରଶି ଲଗାଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି। ବାଲେଶ୍ୱର…

3 years ago

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଉତ୍‌କ୍ଷେପଣ ହେଲା ‘ବ୍ରହ୍ମୋସ’

ବାଲେଶ୍ୱର ଅଫିସ,୧୨ା୭: ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିରୁ ଆଜି ଉତ୍‌କ୍ଷେପଣ ହୋଇଛି ସୁପରସୋନିକ୍‌ କ୍ରୁଜ ମିସାଇଲ ‘ବ୍ରହ୍ମୋସ’। ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୬୫୦ରୁ ୮୦୦ କିଲୋମିଟର। ଶବ୍ଦର ବେଗ…

3 years ago

ଛେଳି ଚୋରି କରିବାକୁ ଆସି ବନ୍ଧା ହେଲେ ଖୁଣ୍ଟରେ

ସଜନାଗଡ,୯।୭: ନିଛାଟିଆ ଜାଗାରେ ଏକ ବାଇକ୍‌ ଛିଡ଼ା ହୋଇଥିବା ବେଳେ ଗାଡ଼ି ନିକଟରେ କେହି ନ ଥିବା ଦେଖି ରାତି ଅଧରେ ଗାଁ ଲୋକଙ୍କ ସନ୍ଦେହ ହୋଇଥିଲା।…

3 years ago

ପୁଅ-ବୋହୂଙ୍କ ନିର୍ଯାତନା ଅଭିଯୋଗ: ଥାନାର ଦ୍ବାରସ୍ଥ ହେଲେ ମା’ ବାପା

ବାଲେଶ୍ୱର ଅଫିସ, ୮।୭: ପିଲାମାନେ ବଡ଼ ହେଲେ ବୃଦ୍ଧାବସ୍ଥାରେ ବାପା ମା’ଙ୍କ ସାହାରା ହେବେ ବୋଲି ଭାବିଥାନ୍ତି। ହେଲେ ଆଜିକାଲି ପୁଅ ବୋହୂ ସେମାନଙ୍କ ଉପରେ ନିର୍ଯାତନା…

3 years ago

ବଦଳୁଛି ବସ୍ତିର ମାନଚିତ୍ର

ବାଲେଶ୍ୱର ଅଫିସ, ୬।୭-ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାରେ ବାଲେଶ୍ୱର ସହରର ବିଭିନ୍ନ ବସ୍ତିରେ ନିର୍ମାଣ ହେବାକୁ ଯାଉଛି ଓଏସ୍‌ଡ଼ି (ଓପନ୍‌ ସ୍ପେଶ୍‌ ଡେଭଲପମେଣ୍ଟ)। ଏହି ପ୍ରକଳ୍ପରେ ବସ୍ତି…

3 years ago

୩ ଆଦିବାସୀ ଗାଁର ଦୁଃଖ ତୁଳସୀ

ବାଲେଶ୍ୱର ଅଫିସ, ୫।୭-ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ରସଲପୁର ପଞ୍ଚାୟତ ଦେଇ ପ୍ରବାହିତ ଜଳକା ନଦୀର ଶାଖା ତୁଳସୀ ନଦୀ ରସଲପୁର ପଞ୍ଚାୟତକୁ ଦୁଇଭାଗ କରିଛି।…

3 years ago

ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର: ସ୍ଥିତି ଅନୁଧ୍ୟାନ କଲେ ତହସିଲଦାର

ବାଲେଶ୍ୱର ଅଫିସ, ୪।୭- ବାଲେଶ୍ୱର ଜିଲା ରେମୁଣା ତହସିଲ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ଓ ପ୍ରାକ୍‌ ଐତିହାସିକ ସଭ୍ୟତାର ସନ୍ଧାନ ମିଳିଛି। ମୟୂରଭଞ୍ଜ ଓ ବାଲେଶ୍ୱର…

3 years ago

ମାଟ୍ରିକ ଫଳାଫଳକୁ ନେଇ ଅସନ୍ତୋଷ: ସ୍କୁଲ ଆଗରେ ଧାରଣାରେ ବସିଲେ ଛାତ୍ରୀଛାତ୍ର

ସଜନାଗଡ଼, ୩୦।୬(ଡି.ଏନ.ଏ.)-ମହାମାରୀ କରୋନା ଯୋଗୁ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇପାରିନାହିଁ। ବୋର୍ଡ଼ ତରଫରୁ ଛାତ୍ରୀଛାତ୍ରଙ୍କୁ ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ମାର୍କ ଦିଆଯାଇଛି। ମାତ୍ର ମାଟ୍ରିକ୍‌ ପରୀକ୍ଷା ପ୍ରକାଶିତ…

3 years ago

ଦେଭୋଗ-ଦେଉଳା ରାସ୍ତାରେ ୩ଫୁଟ୍‌ର ପାଣି

ଲଙ୍ଗଳେଶ୍ୱର, ୩୦।୬(ଡି.ଏନ.ଏ.)-ଅସରାଏ ବର୍ଷା ହେଲେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ଦେଭୋଗ ବିବି ରୋଡ଼ଠାରୁ ଦେଉଳା ହାଟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଉପରେ ୩ ଫୁଟ…

3 years ago