ବାଲେଶ୍ୱର

ଫସଲ ଉଜାଡ଼ିଲେ ୬ ହାତୀ: ଚାଷୀକୁଳ ହତାଶ

ସଜନାଗଡ଼, ୪।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଞ୍ଚଳରେ କୁଲଡ଼ିହା ଅଭୟାରଣ୍ୟର ୬ଟି ହାତୀ ପଶି ଉପଦ୍ରବ ଚଳାଇଛନ୍ତି। ହାତୀପଲ ଯେତିକି ଫସଲ ଖାଉଛନ୍ତି ତାହାଠାରୁ ଅଧିକ ଦଳିଚକଟି…

5 years ago

‘ଶିକ୍ଷାର ମାନ ବଢ଼ିଲେ ଆସିବ ପରିବର୍ତ୍ତନ’ – ନିଆରା ବ୍ୟକ୍ତିତ୍ୱ ସନାତନ

ସିମୁଳିଆ, ୪ା୧୧(ସନ୍ତୋଷ କୁମାର ନାୟକ)- ଚାକିରି ଜୀବନରୁ ଅବସର ନେବା ପରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା,ଶିକ୍ଷାର ଗୁଣାତ୍ମକ ବିକାଶ ଓ ସମାଜସେବା ଭଳି ନାନା କାର୍ଯ୍ୟରେ ସେ ନିରନ୍ତର…

5 years ago

ଦଳର ସଂଗଠନକୁ ଦୃଢ଼ କରିବା ଲାଗି ଗୁରୁତ୍ୱ; ସହମତି ଭିତ୍ତିରେ ନିଆଯିବ କାର୍ଯ୍ୟପନ୍ଥା

ବାଲେଶ୍ୱର ଅଫିସ, ୪।୧୧- ବାଲେଶ୍ୱର ଆଇଟିଆଇ ସ୍ଥିତ ଏକ ଘରୋଇ ହୋଟେଲ୍‌ ସମ୍ମିଳନୀ କକ୍ଷରେ ରବିବାର ଜିଲା ଭାଜପା ପକ୍ଷରୁ ସାଙ୍ଗଠନିକ ନିର୍ବାଚନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ…

5 years ago

ଶ୍ରୀତମ୍‌ଙ୍କୁ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ

ବାଲେଶ୍ୱର ଅଫିସ, ୪।୧୧-ସ୍ମାର୍ଟଫୋନରେ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିବା ବାଲେଶ୍ୱର ଜିଲା ଶୋଭାରାମ୍‌ପୁର ଅଞ୍ଚଳର ଶ୍ରୀତମ୍‌ କୁମାର ସେଠୀ ଚଳିତବର୍ଷ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ଼ ପାଇପାରିଛନ୍ତି। ବନ୍ୟଜନ୍ତୁ…

5 years ago

ଅଦରକାରୀ ପଦାର୍ଥରୁ ଆକର୍ଷଣୀୟ ସାମଗ୍ରୀ: କର୍ମଶାଳାରେ ପ୍ରସ୍ତୁତ କଲେ ଛାତ୍ରୀଛାତ୍ର

ସୋର, ୩।୧୧(ଡି.ଏନ.ଏ.)-ସୋରସ୍ଥିତ ବାଗୁଡ଼ି ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଦୁଇଦିନିଆ କୋଲାଜ ପେଣ୍ଟିଂ କର୍ମଶାଳା ଶନିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। ଏହାକୁ ବରିଷ୍ଠ ଶିଳ୍ପୀ ରତିକାନ୍ତ ଦାଶ ଉଦ୍‌ଘାଟନ…

5 years ago

ରେଳ ବିଭାଗ ସାଇଟ୍‌କୁ ହ୍ୟାକ୍‌ କରି ଟିକେଟ ବିକ୍ରି ଧରାପଡ଼ିଲା: ବାଲିଆପାଳରୁ କ୍ୟାଫେ ମାଲିକ ଗିରଫ

ବାଲିଆପାଳ, ୩।୧୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳର ଏକ ଇଣ୍ଟରନେଟ୍‌ କ୍ୟାଫେ୍‌ ଉପରେ ରେଳବାଇ ପୋଲିସ ରବିବାର ପୂର୍ବାହ୍ନରେ ଚଢ଼ାଉ କରି ଏହାର ମାଲିକ ଗୁରୁ ପ୍ରସାଦ ଦାସଙ୍କୁ ଗିରଫ…

5 years ago

ପ୍ରଦ୍ୟୁଷଣମୁକ୍ତ ପରିବେଶ ଗଢି ତୋଳିବାକୁ ପ୍ରୟାସ

ଖଇରା, ୩।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ପୂର୍ବପଡା ବାଳିକା ଉଚ୍ଚ ବିଦ୍ୟାଳୟ, ମହତୀପୁର ଉଚ୍ଚ ବିଦ୍ୟାପୀଠ, ଦାଶରଥି ବାରପଡା ଉଚ୍ଚ ବିଦ୍ୟାପୀଠ, କଣ୍ଟାପଡା ୟୁଜିୟୁପି ସ୍କୁଲର…

5 years ago

ବିଏଡ୍‌-ଏମ୍‌ଏଡ୍‌ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ତେଜିଲା

ବାଲେଶ୍ୱର ଅଫିସ, ୩।୧୧-ବିଏଡ୍‌ ଓ ଏମ୍‌ଏଡ୍‌ ପାସ୍‌ କରିଥିବା ପ୍ରାର୍ଥୀଙ୍କୁ ମହାବିଦ୍ୟାଳୟରେ ନିଯୁକ୍ତି ଦେବା ପାଇଁ ସରକାର ନିୟମ କରି ହାଇସ୍କୁଲରେ ଶିକ୍ଷକତା କରିବା ଉପରେ ପ୍ରତିବନ୍ଧକ…

5 years ago

ମେମୁ ଟ୍ରେନ୍‌ ବିଳମ୍ବ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ଜଳେଶ୍ୱର, ୩ । ୧୧(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ୬୮୧୦୯ ନଂ. ଖଡ଼ଗପୁର-ଯାଜପୁର(କେଉଁଝର ରୋଡ଼) ମେମୁ ଲୋକାଲ ପାସେଞ୍ଜର ଟ୍ରେନ୍‌ର ପ୍ରତ୍ୟେକ ଦିନ ବିଳମ୍ବ ହେଉଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ…

5 years ago

ହସନ୍‌ପୁର ଆଶ୍ରମ ବିଦ୍ୟାଳୟରେ ତୁମୁଳକାଣ୍ଡ: ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ, ୩।୧୧-ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବାଲେଶ୍ୱର ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଅଧୀନ ହସନ୍‌ପୁର ଆଶ୍ରମ ବିଦ୍ୟାଳୟରେ ଠିକ୍‌…

5 years ago