ବାଲେଶ୍ୱର

ବାଲେଶ୍ୱର ଜିଲା: ଏ-୧ ଗ୍ରେଡ୍‌ରେ ପାସ୍‌ କଲେ ୧୫୦୩ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୬।୭: ଚଳିତବର୍ଷ ବାଲେଶ୍ୱର ଜିଲାରେ ୩୨,୭୧୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ଏ-୧ ଗ୍ରେଡରେ ୧୫୦୩ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏ-୨ ଗ୍ରେଡରେ ୭୨୦୧, ବି-୧ ଗ୍ରେଡରେ ୮୩୮୭, ବି-୨ ଗ୍ରେଡରେ ୬୩୮୨,...

ଯୋଗ ଦେଲେ ନୂତନ ଡିଏଫ୍‌ଓ

ବାଲେଶ୍ୱର ଅଫିସ, ୪।୭: ବାଲେଶ୍ୱର ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଭାବେ ଭାରତୀୟ ବନସେବା ଅଧିକାରୀ ଆୟୁଷ ଜୈନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ବରୁ ଥିବା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବନବିଭାଗର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରକୁ ବଦଳି...

ଭଙ୍ଗା ଘରେ ଚାଲିଛି ପାଠପଢ଼ା

ବାହାନଗା,୪ା୭(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରା ପଞ୍ଚାୟତରେ ଥିବା ନେତାଜୀ ହାଇସ୍କୁଲର ଛାତ୍ରୀଛାତ୍ର ବିପଦସଙ୍କୁଳ ଭଙ୍ଗାଘରେ ଓ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ୧୯୯୪ରେ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଏବେ ନାନା ଅବ୍ୟବସ୍ଥା ଦେଖାଦେଇଛି। ଏହି...

ଅନ୍ଧାରରେ ୩୦୦ ଛାତ୍ରୀଙ୍କ ଭାଗ୍ୟ

ବାଲିଆପାଳ,୪ା୭(ସ୍ବ.ପ୍ର): ସରକାର ମହିଳା ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ଏବେବି ବାଳିକା ଉଚ୍ଚ ବିଦ୍ୟାଳୟଗୁଡ଼ିକ ଅବହେଳିତ ଅବସ୍ଥାରେ ରହିଛି। ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲିବା ସହିତ ଶିକ୍ଷାକୁ ରାଜ୍ୟ ସରକାର ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ...

ଗାଁ ଛାଡ଼ିଯାଉନି ଦନ୍ତା

ରୂପସା, ୩।୭(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ପୁଣି ଏକ ଦନ୍ତା ତାଣ୍ଡବ ରଚିଛି। ଶୁକ୍ରବାର ଏହି ହାତୀ ଲଛମନଖୁଣ୍ଟା, ଜାରାସାହି କଲୋନୀସାହି ଆଦି ଗାଁକୁ ଯାଇ ବହୁ ଘରଦ୍ୱାର ଭାଙ୍ଗିବା ସହ...

ନ୍ୟାୟ ଅପେକ୍ଷାରେ ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ପରିବାର

ଖଇରା, ୩।୭(ଡି.ଏନ.ଏ.):  ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ବର୍ଷେ ପୂରିବା ପରିପ୍ରେକ୍ଷୀରେ ମା’ ବାପା ଶନିବାର ସକାଳେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବାପା ଅଭିରାମ ମହାପାତ୍ର ହିନ୍ଦୁ ରୀତିନୀତିରେ ଖଇରା ବ୍ଲକ ଅଧୀନ ବେଗୁନିଆ ଗ୍ରାମରେ ପୁଅକୁ...

ରଥରେ ଲାଗିଲା ବିଦ୍ୟୁତ୍‌ ତାର : ଜଣେ ମୃତ, ୭ ଗୁରୁତର

ବାଲେଶ୍ୱର ଅଫିସ,୧।୭: ରଥଟଣା ସମୟରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ଗୁଡ଼ିଖାଳ ମଲ ସାହି ଗାଁରେ। ସୂଚନାଯୋଗ୍ୟ,...

ଭୁଜାଲି ଦେଖାଇ ଗୋରୁ ବେପାରୀଙ୍କ ଦାଦାଗିରି: ଗାଡ଼ିରୁ ଡେଇଁ କନଷ୍ଟେବଳ ଗୁରୁତର

ରୂପସା,୧।୭(ଡି.ଏନ.ଏ.):ବାଲେଶ୍ୱର ଜିଲା ୬୦ନଂ. ଜାତୀୟ ରାଜପଥରେ ଗୋରୁ ଚାଲାଣକାରୀଙ୍କ ଦାଦାଗିରି ଦିନକୁ ଦିନ ବଢ଼ିବାରେ ଲାଗିଛି। ବାରମ୍ବାର ଚଢ଼ାଉ କରାଯାଇ ଗୋରୁଗୁଡ଼ିକୁ ଉଦ୍ଧାର କରାଯାଉଥିଲେ ମଧ୍ୟ ଗୋଚାଲାଣ ରୋକିବାରେ ପ୍ରଶାସନ ବିଫଳ ହୋଇଛି। ସଦର ବ୍ଲକ ଅଧୀନ ହଳଦୀପଦା ବାଇପାସ୍‌ଠାରେ...

ହାତୀ ଉପଦ୍ରବ, ଘଉଡ଼ାଇବା ପରେ ଅସୁସ୍ଥ ଥିବା ସନ୍ଦେହ

ରୂପ୍‌ସା,୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗୁରୁବାର ରାତିରେ ମୟୂରଭଞ୍ଜ ପଟୁ ଏକ ଦନ୍ତାହାତୀ ଗାଁକୁ ପଶି ଆସିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଲଛମନଖୁଣ୍ଟା,...

ଆଦିବାସୀଙ୍କ ନାମରେ ଟଙ୍କା ହଡ଼ପ

ନୀଳଗିରି,  ୧।୭ (ସ୍ବ.ପ୍ର.) ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଆଦିବାସୀଙ୍କ ନାମରେ ଜବକାର୍ଡ଼ ଖୋଲିବା ନାଁରେ ଲକ୍ଷାଧିକ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି। ବରହମପୁର ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଥାନାରେ ୩ଜଣଙ୍କୁ ଅଟକ ରଖାଯାଇ ଅଧିକ ତଦନ୍ତ...

ବିନା ଫଳକରେ ଚାଲିଛି ଜାତୀୟ ସ୍ବାସ୍ଥ୍ୟ ମିଶନ ଗୃହ ନିର୍ମାଣ

ଜଳେଶ୍ୱର, ୩୦।୬(ଡି.ଏନ.ଏ.): ବାଲେଶ୍ୱର ଜିଲାର ଜଳେଶ୍ୱର ସହରର ବଡବଜାରଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଜାତୀୟ ସ୍ବାସ୍ଥ୍ୟ ମିଶନର ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିରେ ନିମ୍ନମାନର ଇଟା ବ୍ୟବହାର କରାଯାଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି ା ଇଟାଗୁଡିକ...

ଟ୍ରାଇ ସାଇକେଲରେ ଭବିଷ୍ୟତ ସ୍ବପ୍ନ

ବାଲେଶ୍ୱର ଅଫିସ, ୩୦।୬: ପରିବାର ଦାୟିତ୍ୱ ଆଗରେ ହାର୍‌ ମାନିଛି ଶାରୀରିକ ଅକ୍ଷମତା। ଅଭାବ ଅନାଟନ ସତ୍ତ୍ୱେ ସେ ୪ ପ୍ରାଣୀଙ୍କ ମୁହଁରେ ହସ ଫୁଟାଇ ଚାଲିଛନ୍ତି। ଏଭଳି ଜଣେ ଦୃଢ଼ମନା ବ୍ୟକ୍ତି ହେଉଛନ୍ତି ବାଲେଶ୍ୱର ସଦର ବ୍ଲକ ପାତ୍ରପଡ଼ା ଅଞ୍ଚଳର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri