ବାଲେଶ୍ୱର

ଏମିତି ବି ମୃତ୍ୟୁ ଆସେ: ଭତ୍ତା ଟଙ୍କା ଆଣିବା ହେଲା ସ୍ବପ୍ନ

ଖଇରା,୧୬।୩(ଡି.ଏନ୍‌.ଏ.): ମୃତ୍ୟୁ କାହାକୁ କେତେ ବେଳେ ମଧ୍ୟ କବଳିତ କରିପାରେ। ଭତ୍ତା ଆଣିବା ରହିଗଲା ସ୍ବପ୍ନରେ। ଅଧା ରାସ୍ତାରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ନୂଆଗାଁରେ। ଗ୍ରାମର...

ଲୁଣାବନ୍ଧ ବାନ୍ଧିଲେ ଗ୍ରାମବାସୀ

ବାଲିଆପାଳ,୧୬ ।୩(ସ୍ବ.ପ୍ର.) – ସରକାର ଗୁହାରୀ ଶୁଣିଲେନି। ଶେଷରେ ଗ୍ରାମବାସୀ ନିଜ ଅଞ୍ଚଳର ସୁରକ୍ଷା ପାଇଁ ଏକାଠି ହୋଇ ଅଣ୍ଟା ଭିଡ଼ିଲେ। ସମସ୍ତେ ମିଶି ଲୁଣା ବନ୍ଧ ବାନ୍ଧି ଗାଁ ଭିତରକୁ ପଶିଯାଉଥିବା ଉଚ୍ଚ ଲୁଣି ଜୁଆରକୁ ଅଟକାଇବାରେ ସଫଳ...

ଅନ୍‌ଲାଇନ ଗେମ୍‌ ଲାଗି ଯୁବ ଇଞ୍ଜିନିୟରଙ୍କ ଜୀବନ ଗଲା

ଜଳେଶ୍ୱର, ୧୬।୩(ଡି.ଏନ.ଏ.): ଅନଲାଇନରେ ଗେମ୍‌ ଖେଳି ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ଲାଳସା ଯୁବପିଢିଙ୍କୁ କବଳିତ କରିଛି। ହେଲେ ଅନେକ ସମୟରେ ତାଙ୍କ ଅଜାଣତରେ ସେମାନେ ଲକ୍ଷ ଲକ୍ଷ ଟଙ୍କା ଠକାମିର ଶୀକାର ହେଉଛନ୍ତି। ଶେଷରେ ଅନ୍ୟ...

ନର୍ଦ୍ଦମା ଯନ୍ତ୍ରଣାରେ ଅଣନିଃଶ୍ୱାସୀ

ବାଲେଶ୍ୱର ଅଫିସ, ,୧୫।୩ ବାଲେଶ୍ୱର ପୌରାଞ୍ଚଳର ୩୧ଟି ଓ୍ବାର୍ଡ ମଧ୍ୟରୁ ୧୯ ନଂ. ଓ୍ବାର୍ଡ ପ୍ରମୁଖ ଅଟେ। ଏହି ଓ୍ବାର୍ଡରେ ରେଳଷ୍ଟେଶନଠାରୁ ଆରମ୍ଭ କରି ଫାଣ୍ଡି ଛକରୁ ଅଦାଲତ ଯାଏ, ଷ୍ଟେଶନ ଛକରୁ ପୋଲିସଲାଇନ୍‌ ଛକ, ପୋଲିସଲାଇନ୍‌ ଛକରୁ ଏସ୍‌ପି...

ନିର୍ଦ୍ୱନ୍ଦ୍ୱରେ ବିଜୟୀ ହେଲେ ନାରାୟଣ

ବାଲେଶ୍ୱର ଅଫିସ,୧୪ା୩: ବାଲେଶ୍ୱର ଜିଲାରେ ୨୯ନଂ. ଜୋନ୍‌ରୁ ନିର୍ବାଚିତ ଜିଲା ପରିଷଦ ସଦସ୍ୟ ତଥା ବିଜେଡି ପ୍ରାର୍ଥୀ ନାରାୟଣ ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ଜିଲାପରିଷଦ ସଭାପତି ଭାବେ ବିଜୟଲାଭ କରିଛନ୍ତି। ସଭାପତିଙ୍କ ସମେତ ସମସ୍ତ ଜିଲାପରିଷଦ ସଦସ୍ୟାସଦସ୍ୟଙ୍କୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ...

ଖୋଲୁନିି ଜେଏମ୍‌ଏଫସି କୋର୍ଟ

ଖଇରା,୧୩।୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ଖଇରା ବ୍ଲକରେ ଜେଏମଏଫସି କୋର୍ଟ ଖୋଲାଯିବା ନେଇ ଘୋଷଣାର ୨୦ ମାସ ବିତି ଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଅସ୍ଥାୟୀ କୋର୍ଟ ଚାଲି ପାରିଲାନ। ପରିତ୍ୟକ୍ତ ଅବସ୍ଥାରେ ଥିବା ପୁରୁଣା ବାଳିକା ବିଦ୍ୟାଳୟକୁ ମରାମତି କରି...

ରାତି ପାହିଲେ ପାଣି ଚିନ୍ତା

ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ପୌରାଞ୍ଚଳର ୨ନଂ. ୱାର୍ଡବାସୀ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି। ଯେଉଁଠି ରାତି ପାହିଲେ ଲୋକଙ୍କୁ ପାଣିର ଚିନ୍ତା ଘାରୁଛି। ପାଇପ୍‌ ପାଣି ସୁବିଧା ଅଛି, ହେଲେ ବ୍ୟବହାର ଉପଯୋଗୀ ନୁହେଁ। ଅଧିକାଂଶ ସମୟରେ ଗୋଳିଆ ପାଣି...

ଚଞ୍ଚକତା କରି ନାଏବ ସରପଞ୍ଚ ଜିତାଇବାକୁ ଉଦ୍ୟମ

ବାଲେଶ୍ୱର ଅଫିସ,୧୨ ।୩ ବାଲେଶ୍ୱର ଜିଲା ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତରେ ଶୁକ୍ରବାର ନାଏବ ସରପଞ୍ଚ ପାଇଁ ନିର୍ବାଚନ ହୋଇଥିଲା। ରେମୁଣା ବ୍ଲକର ୱେଲଫେୟାର ଅଫିସର ନିରଞ୍ଜନ ବେହେରା ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱରେ ଥିଲେ। ତେବେ ଚଞ୍ଚକତା କରି...

ସମିତି କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ

ରୂପ୍‌ସା,୧୨ ।୩(ଡି.ଏନ.ଏ.) ବାଲେଶ୍ୱର ସଦର ବ୍ଲକ ଅଧୀନ କସିପଦା ସେବା ସମବାୟ ସମିତିରେ ଚାଷୀ ଉତ୍ତେଜନା ଦେଖାଦେଇଛି। ଶତାଧିକ ଚାଷୀ ଏଯାବତ୍‌ ସମିତିରେ ଖରିଫ ଧାନ ବିକ୍ରି କରିପାରୁ ନାହାନ୍ତି। ଏନେଇ ଗୁରୁବାରଠାରୁ କଂଗ୍ରେସ ପକ୍ଷରୁ ସମିତି କାର୍ଯ୍ୟାଳୟ ସମ୍ମୁଖରେ...

ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଉପରେ ନାହିଁ ଭରସା

ବାଲେଶ୍ୱର ଅଫିସ,୧୨ ।୩ ବାଲେଶ୍ୱର ପୌରପାଳିକାରେ ଆସନ୍ତା ୨୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ଘର ଘର ବୁଲି ପ୍ରଚାର ଜାରି ରଖିଛନ୍ତି। ୱାଡର୍ର୍ର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ...

ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଆଁ

ସଜନାଗଡ଼,୧୨।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ସ୍ଥିତ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି। ଫଳରେ ବହୁ ବୃକ୍ଷଲତା, କୀଟପତଙ୍ଗ ଓ ବନୌଷଧି ଭସ୍ମୀଭୂତ ହୋଇଯାଇଛି। ତୃଣଭୋଜୀ ପ୍ରାଣୀମାନେ ବିଶେଷ ପ୍ରଭାବିତ ହେବା ସହ ସଂଲଗ୍ନ ଗାଁ ପ୍ରତି ବିପଦ ଆଶଙ୍କା...

ଫିନାଇଲ୍‌ ମିଶା ଡାଲି ଖାଇ ୧୭ ଛାତ୍ରୀ ଅସୁସ୍ଥ

ରୂପସା,୧୧।୩(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅଧୀନ ରୂପ୍‌ସା ସ୍ଥିତ ଯୋଗେନ୍ଦ୍ର ଆଞ୍ଚଳିକ ମହାବିଦ୍ୟାଳୟର ୧୭ ଛାତ୍ରୀ ଶୁକ୍ରବାର ଫିନାଇଲ୍‌ ମିଶା ଡାଲି ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri